News
lipub
samparksetu
Browsing Category

ଢେଙ୍କାନାଳ ଖବର

ପଛକୁ ଫେରିଲା ଟ୍ରେନ,ଅଳ୍ପକେ ବର୍ତ୍ତିଲେ ଲୋକ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଦାଣ୍ଡିମାଳ ପ୍ୟାସେଞ୍ଜର ହଲଟ ସଦାଶିବପୁର ରେଳ ବିଭାଗର ଗେଟ ଥରେ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ଲୋକ।ସକାଳ ନଅଟା ପଚାଶ ମିନିଟ ସମୟରେ ତାଳଚେରରୁ କୋଇଲା ନେଇ ଏକ ମାଲବାହୀ ଟ୍ରେନ ଆସୁଥିଲା।ଦାଣ୍ଡିମାଳ ଷ୍ଟେସନ ନିକଟରେ ସିଗନାଲ ନଥିବାରୁ ଟ୍ରେନ ଟି

ଢେଙ୍କାନାଳ ଜିଲ୍ଲାରେ ନୂତନ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଘରୋଇ ସଂଗରୋଧରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖନାରୁ ୩ ଜଣ ଚିହ୍ନଟ । ହିନ୍ଦୋଳ ବ୍ଳକ୍ ତରକାବେଡ଼ା ୧୦ , ମାଧପୁର ୧ , ଟାଙ୍ଗିଶାଳ ୧ , ଇଲିରସିଙ୍ଗା ୧ ଢେଙ୍କାନାଳ ମୁନିସିପାଲିଟି କାରିଗର ସାହି ୧ , ମହାବିର

ଆବାସ ଯୋଜନାରେ ଅନିୟମିତତା ନେଇ ନିଲମ୍ବିତ ହେଲେ ପିଇଓ !

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅନିୟମିତତା ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଭୁବନ ବ୍ଳକ୍ ସୁରପ୍ରତାପପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ସ୍ୱନ୍ଦୀପ୍ତ ସାହୁ । ଆବାସ ଯୋଜନାରେ ଜଣେ ହିତାଧିକାରୀଙ୍କଠାରୁ ପିଇଓ ଲାଞ୍ଚ ନେଉଥିବା ଭଡ଼ିଓ ଭାଇରାଲ ହୋଇଥିଲା

ଢେଙ୍କାନାଳ ଜିଲ୍ଲାରେ ନୂତନ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଘରୋଇ ସଂଗରୋଧ ରୁ ୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ମୁନିସିପାଲିଟି ଦକ୍ଷିଣକାଳୀ ୪ , କାଠଗଡ଼ା ୨ , ଚନ୍ଦନବଜାର୧ , ଷ୍ଟେସନ ବଜାର ୧ , ରଥଗଡା ୨ , ଜୁବୁଲି

ଉପାନ୍ତ ଅଞ୍ଚଳରେ ଆପ୍ ର ଗ୍ରାମ ସଭା

ଓଡାପଡା ବ୍ଲକ କୋତ୍ତମ ଗ୍ରାମ ପଞ୍ଚାୟତର ୫ନଂ ୱାର୍ଡ଼ ଖଇରା ସାହି ରେ ଆମ୍ ଆଦମୀ ପାର୍ଟି ର ଗ୍ରାମ ସଭା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଗ୍ରାମଟି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୫,ଜିଲ୍ଲା ସଦର ମହକୁମା ଠାରୁ ୩୦ ଏବଂ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ତାପସ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

ଢେଙ୍କାନାଳ ଜିଲ୍ଲାରେ ନୂତନ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ୨୨ ଜଣ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ଡାକ୍ତରଖନାରୁ ଚିହ୍ନଟ ହୋଇଛନ୍ତି । ପରଜଙ୍ଗ ବ୍ଳକ କଙ୍କଡ଼lଷୋଡ। ୫ , କାନ୍ତର ୧ , କୁଲେଇ ୧ , କୁଆଳୋ ୧ , ଦଦରାଘାଟି ୧ ସଦର ବ୍ଳକ୍ ଚାଉଳିଆ ୧ , ଛାଟିଆ ୧ ,

ଗଁଦିଆ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ଉପ ସଭାପତିଙ୍କ ପରଲୋକ

ଗଁଦିଆ ବ୍ଲକ ଷଡ଼ଙ୍ଗୀ ଗ୍ରାମ ବାସିନ୍ଦା ଜୟ ଦେବ ବେହେରା(୭୪) ଙ୍କର ଗତ କାଲି ସନ୍ଧ୍ୟା ରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ହୃଦଘାତ ରୋଗରେ ପୀଡିତ ଥିବର ସୂଚନା ମିଳିଛି । ସେ ଜଣେ ପରଉପକାରୀ ମିଷ୍ଟ ଭାସି ସମାଜସେବି ଭାବରେ ଜଣାଶୁଣା ଥିଲେ । ତାଙ୍କର

ରେଙ୍ଗାଳି ଅଫିସ ମହିଳା କର୍ମଚାରୀଙ୍କୁ ଆକ୍ରମଣ କରି , ସୁନା ଚେନ ଓ ମୋବାଇଲ ଲୁଟ !

କାମାକ୍ଷାନଗର ଥାନା ରେଙ୍ଗାଳି ଅଫିସ ଭିତରୁ ମହିଳା କର୍ମଚାରୀଙ୍କୁ ଭୟବିତ କରି ସୁନା ଚେନ ଓ ମୋବାଇଲ ଲୁଟିଲେ ୨ଲୁଟେରା।ଲୁଟର ଶିକାର ହୋଇଥିବା ମହିଳା ହେଲେ ଲକ୍ଷ୍ମି ପାଣିଗ୍ରାହି। ସୂଚନା ଅନୁଯାୟୀ , ଦିନ ୧ଟା ସମୟରେ ରେଙ୍ଗାଳି ଅଫିସରେ ମହିଳା କର୍ମଚାରୀ ଲକ୍ଷ୍ମି ପାଣିଗ୍ରାହି ଏକାକି

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ , ୧୦୮ ଜଣ ଘରୋଇ ସଂଗରୋଧ ରୁ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । ହିନ୍ଦୋଳ ବ୍ଳକ୍ ଇଲିରିସିଙ୍ଗା ରୁ ୧୧ , କୁକୁଟା ୨ , ବାରସିଙ୍ଗା ୨ , ସୋଲାନାଳୀ ୨ , କୁକୁଟା ୨ , ରାସୋଳ ୨ , ପତଳା ୧ ,
error: Content is protected !!