News
lipub
samparksetu
Browsing Category

ଢେଙ୍କାନାଳ ଖବର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ; ପୋଲିସ ଅଭିଯୋଗ ନ ରଖିବାରୁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ଢେଙ୍କାନାଳ ସଦର ଥାନା ଅଂଚଳର ଜଣେ ୧୫ବର୍ଷର ଦଳିତ ନାବାଳିକାକୁ ଟେକିନେଇ ଦୁଷ୍କର୍ମ କରାଯାଇଥିବା ପରି ଲଜ୍ୟାଜନକ ଘଟଣା ଘଟିଛି । ମାତ୍ର ସଦର ପୋଲିସ ଅଭିଯୋଗ ନରଖି ପିଡିତାକୁ ପାଲଟା ଜୁଲମ କରିଥିବାରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଫଳରେ ପିଡିତା ପରିବାର ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହେବା

ଟଙ୍କା ନଦେଲେ ଘର ନାହିଁ ; ଦିନମଜୁରିଆ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଏମିତି ବି ହେଉଛି। ହାତ ଗୁଂଜା ନେଦେଲେ ଘର ଖଣ୍ଡେ ମିଳିବା ସ୍ଵପ୍ନ ହୋଇ ଯାଇଛି। ଥିଲା ଵାଲା ପାଉଛି ଘର ନଥିଲା ଵାଲା ମୁଣ୍ଡ କାନ ଆଉଁସି ରହିବାକୁ ପଡୁଛି।ଏମିତି ଏକ ଘଟଣା ଘଟିଛି ସଦର ବ୍ଲକ ମଧୁସାହୁ ପାଟଣା ପଂଚାୟତ ଆନ୍ତର୍ଗତ ରାଜୁଆପାଟଣା ଗ୍ରାମରେ।ଗ୍ରାମର ରବୀନ୍ଦ୍ରନାଥ ସାହୁଙ୍କ ଅଭିଯୋଗ

ଢେଙ୍କାନାଳ ଜିଲ୍ଲାରେ ନୂତନ ୩୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଙ୍ଗରୋଧରୁ ୧୯ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ମୁନିସିପାଲିଟି ଖମାର ସାହି ୨ , କୋରିଆଁ ୨ , କାଞ୍ଚନ ବଜାର ୧ , ଆଗ୍ରୀକଲଚର ଅଫିସ ୧ , ମୀନା ବଜାର ୧ ,ଗୁଡ଼ିଆନାଳୀ

ଢେଙ୍କାନାଳ ଜିଲ୍ଲାରେ ନୂତନ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୯୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୮୭ ଜଣ , ଚିକିତ୍ସାଳୟରୁ ୬ ଜଣ ଚିହ୍ନଟ । ହିନ୍ଦୋଳ ବ୍ଳକ୍ ମଗୁବେରଣୀ ୩ , କାରନ୍ଦା ୩ , ଖଜୁରିଆକଟା ୨ , ବଡ଼ମୁଣ୍ଡା ୨ , ବହଲୁଣ୍ଡା ୧ , ସାନହିନ୍ଦୋଳ ୧ , ଖଣ୍ଡିତିରି ୧ , ପତଳା ୧ , କଡ଼ଲା ୧ , ପିପି

ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଫୋପଡା ହେଉଛି ବ୍ୟବହୃତ ପିପିଇ କିଟ ; କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବା ପରେ ପୋଡାହେଲା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଛି ଅନିମିୟତା , କରୋନା ଟେଷ୍ଟ ସରିବା ପରେ ,ଟେଷ୍ଟ କିଟ ଓ ସ୍ୱାସ୍ଥ୍ୟ କର୍ମୀମାନେ ପିନ୍ଧିଥିବା ପିପିଇ କିଟକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତଃବିଭାଗ ଠାରୁ ମାତ୍ର ୫୦ ମିଟର ଭିତରେ

ଗୋଟିଏ ରାତିରେ ୩ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିଲେ ଦୁର୍ବୃତ୍ତ !

ଗୋଟିଏ ରାତିରେ ତିନି ତିନୋଟି ମନ୍ଦିରରେ ସିରିଜ ଲୁଟ । ମନ୍ଦିରରୁ ପିତ୍ତଳ ଓ ପୂଜା ସାମଗ୍ରୀ ସହ ଠାକୁର ଙ୍କ ସୁନା ଅଳଙ୍କାର ଓ ଦାନହୁଣ୍ଡିକୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ । କାମାକ୍ଷାନଗର ଥାନା ଖୋକସା ଗାଁର ନୀଳକଣ୍ଠେଶ୍ବର ଶିବ ମନ୍ଦିର ,କଙ୍ଗେଇଲୋ ଗାଁର ଗଣେଶ ମନ୍ଦିର ଓ ମୋଟା ଗାଁର

ଅବସର ପ୍ରାପ୍ତ ଯବାନ ଙ୍କୁ ଆକ୍ରମଣ !

ଭୁବନ ଥାନା ମୁର୍ଦାଙ୍ଗ ଗ୍ରାମ ନିକଟରେ ବର୍ଷା ପାଣି ଘର ମଧ୍ୟରେ ପସିବାରୁ ପ୍ରତିବାଦ କରିଥିଲେ ପୂର୍ବତନ ସୈନିକ । ପୂର୍ତବିଭାଗ ଦ୍ୱାରା ନିୟୋଜିତ ଠିକାଦାରଙ୍କ ସୁପର ଭାଇଜ଼ରର ରଡମାଡରେ ସୈନିକଙ୍କ ମୁଣ୍ଡ ଫାଟିଥିବାର ଅଭିଯୋଗ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳ ଜିଲ୍ଲାରେ ନୂତନ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉମ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଂଗରୋଧରୁ ୭୨ ଏବଂ ୧୩ ଜଣ ଡାକ୍ତରଖାନାରୁ ଚିହ୍ନଟ । କାମାକ୍ଷାନଗର ବ୍ଳକ୍ କାଳିଆହତା ୩ , ସୋଗର ୩ , ଅଁଳାବେରଣୀ ୨ , ବାଇସିଙ୍ଗା ୨ , କନ୍ତିଓ କାଟେଣି ୧ , ବାଙ୍ଗୁରା ୧, ଶିବୁଲାପଶି ୧ , ଜୟପୁରାକାଟେଣୀ ୧ ,

ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଅଭିଯାନ ଆରମ୍ଭ

ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁରଠାରେ ଥିବା ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଡେଙ୍ଗୁ, ମ୍ୟାଲେରିଆ ରୋଗର ନିରାକରଣ ପାଇଁ ଜୁଲାଇ ୧ ତାରିଖରୁ ଏକ ତିନି ମାସିଆ ଅଭିଯାନ ଆରମ୍ଭ ହୋଇଛି । ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ପ୍ଲଣ୍ଟ୍ ନିକଟସ୍ଥ ୨୫ଟି ଗ୍ରାମରେ ଚାଲିବାକୁ ଥିବା ଏହି

ମଠକରଗୋଳା ନିକଟରେ ଦୁଇ ବାଇକ ମୁହଁ।ମୁହିଁ ଧକ୍କା ଜଣେ ଗୁରୁତର

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ନିକଟରେ ଦୁଇ ବାଇକ ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ , ଆଜି ଅପରାହ୍ନ ୫ଟାରେ ତାଳଚେର ରୁ ନିଜ ଘର ଯାଜପୁର ରାନଗୁଣ୍ଡି
error: Content is protected !!