Browsing Category
ଢେଙ୍କାନାଳ ଖବର
ଢେଙ୍କାନାଳ ପୋଲିସ୍ ର ବଡ ସଫଳତା, କଣ୍ଟାଣାଳୀ ବାଇପାସ ନିକଟରେ ଲୁଟ୍ ଘଟଣାରେ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ୍
ରାଜ୍ୟବ୍ୟାପୀ ସଂକ୍ରମଣ ଲକଡାଉନ୍ ସହ ନାଇଟକର୍ଫ୍ୟୁ ଏହାର ଫାଇଦା ନେଇ ବିଭିନ୍ନ ଜିଲ୍ଲାରେ ମାତିଛନ୍ତି ଲୁଟେରା । ତେବେ ଏଭଳି ଏକ ଲୁଟେରା ଗ୍ୟାଙ୍ଗ କୁ ଗିରଫ କରିବା ସହ ମାରଣାସ୍ତ୍ର ଏବଂ ଚୋରି ସାମଗ୍ରୀ ଜବତ କରିଛି ଢେଙ୍କାନାଳ ଟାଉନ ପୋଲିସ୍ ।
ସୂଚନା ଅନୁଯାୟୀ ଗତ ୧୦!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟର ଶଯ୍ଯା ସଂଖ୍ଯା ୩୦୦ କୁ ବୃଦ୍ଧି
ରାଜ୍ଯ ସରକାରଙ୍କ ଢେଙ୍କାନାଳ ମୂଖ୍ଯ ଚିକିତ୍ସାଳୟରେ ଶଯ୍ଯା ସଂଖ୍ଯା ୧୭୬ ରୁ ୩୦୦ କୁ ବୃଦ୍ଧି କରିବା ନିମନ୍ତେ ଅନୁମୋଦନ କରିଛନ୍ତି ।ଏହା ଦ୍ବାରା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ ।
ଜିଲ୍ଳାବାସୀ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା!-->!-->!-->…
ହିନ୍ଦୋଳ ଏନଏସିରେ କ୍ରୀଡା ଭିତ୍ତିଭୂମିର ବିକାଶ ନିମନ୍ତେ 5T ସଚିବଙ୍କ ସହ ଆଲୋଚନା କଲେ ବିଧାୟିକା
ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଭିଡିଓ କନଫରେନ୍ସିଙ୍ଗ ଯୋଗେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଙ୍କ ସହ ଆଲୋଚନା କରିଥିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ହିନ୍ଦୋଳ ଏନଏସିରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ କୌଣସି ଷ୍ଟାଡ଼ିୟମ ନିର୍ମାଣ ସହ ଉପଯୁକ୍ତ!-->…
ଢେଙ୍କାନାଳ ଜିଲ୍ଲାରେ ୪୩ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ ପଜିଟିଭ୍ ଚିହ୍ନଟ , ୩୭ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭ ଏବଂ ଢେଙ୍କାନାଳ ଜିଲ୍ଲାରୁ ୪୩ ପଜିଟିଭ୍ ଚିହ୍ନଟ ।
ସୂଚନା ଅନୁଯାୟୀ ୪୩ ଚିହ୍ନଟ ଙ୍କ ମଧ୍ୟରୁ ଆଣ୍ଟିଜେନ ଟେଷ୍ଟ ଦ୍ୱାରା ଘରୋଇ ସଂଗରୋଧ ରୁ ୨୯, ଏବଂ!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୧୧୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ୨୪ ଘଂଟାର କରୋନା ମିଟର : ୩୬୩୧ ନୂଆ ପଜିଟିଭ ଚିହ୍ନଟ; ସଂକ୍ରମଣ ହାର ୫. ୭୨%, ସାମାନ୍ୟ କମିଲା ମୃତ୍ୟୁ,ଢେଙ୍କାନାଳ ଜିଲ୍ଲାରୁ ୧୧୪ ନୂଆ ଆକ୍ରାନ୍ତ ଚିହ୍ନଟ । ଚିହ୍ନଟ ଙ୍କ ମଧ୍ୟରୁ ୯୮ ଜଣ ଘରୋଇ ସଙ୍ଗରୋଧ ରୁ ଏବଂ ମେଡ଼ିକାଲ ରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି ।
ସୂଚନା!-->!-->!-->!-->!-->…
କମ୍ପିଲା କାମାକ୍ଷାନଗର ;ରାତି ଅଧିଆ ଗୁଳିକାଣ୍ଡ ଓ ବୋମାମାଡ଼
ସବୁ ଆଡେ ଲକଡାଉନ୍ ପୁଣି ନାଇଟ କର୍ଫ୍ୟୁ, ଚାରିଆଡେ ସୁନସାନ୍ । ସତେ ଯେମିତି ମାଡି ବସିଛି ଅନ୍ଧାର ରାଣୀର ମିରିଚିକା । ଠିକ ସେହି ସୁନସାନ୍ ଭିତରେ ଫୁଟିଲା ଗୁଳି, ଫୁଣି ଗୋଟିଏ କି ଦୁଇ ରାଉଣ୍ଡ ନୁହେଁ ଫୁଟିଲା ୫-ରାଉଣ୍ଡ ଗୁଳି ହେଲେ ସେତିକିରେ ଥମି ଯାଇନଥିଲା ଆରମ୍ଭ ହୋଇଥିଲା ବୋମା!-->!-->!-->…
ରାତି ଅଧିଆ ଗୁଳିକାଣ୍ଡ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ରେ ଗୁଳିକାଣ୍ଡ । ଗୁଳିକାଣ୍ଡ ରେ କାମାକ୍ଷାନଗର ଅନନ୍ତପୁର କଲୋନୀ ର ତୋଫାନ ପାତ୍ର (୨୮) ଓ ଆକାଶ ନାୟକ ଗୁରୁତର ଏବଂ ରାଜକିଶୋର ନାୟକ ଆହତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବାର ସୂଚନା ।
ଚିକିତ୍ସା!-->!-->!-->!-->!-->…
ଟ୍ରକ ଧକ୍କାରେ ଛେଳି ଚରାଳି ଗୁରୁତର
ଢେଙ୍କାନାଳ-ଭୁବନ ପୂର୍ତ୍ତ ବିଭାଗ ରାସ୍ତାରେ ଛେଳି ଚରାଇ ଘରକୁ ଫେରୁଥିବା ସମୟରେ ଜଣେ ଛେଳି ଚରାଉଥିବା ଯୁବକଙ୍କ ଉପରେ ଚଢିଗଲା ଟ୍ରକ । ଫଳରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳି ପଞ୍ଚାୟତର!-->!-->!-->…
ଘରେ ରୋଷେଇ କରୁଥିବା ସମୟରେ ନିଆଁ ଲାଗି ବୃଦ୍ଧା ଗୁରୁତର
ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବୃଦ୍ଧା ଜଣଙ୍କ ବେଲ ବେହେରା (୬୦) ଏବଂ ତାଙ୍କ ଘର କଣ୍ଟାପାଳ ପଂଚାୟତ ଗୋତମରା ଗାଁରେ ବୋଲି ସୂଚନା ମିଳିଛି ।
ଘରେ ରୋଷେଇ କରୁଥିବା ସମୟରେ ଅସାବଧାନତା ପାଇଁ ଲାଗି ଯାଇଥିଲା ନିଆଁ । ତାଙ୍କୁ!-->!-->!-->…
ସଂଘବଦ୍ଧ ଆକ୍ରମଣ ;୩ଜଣ ଗୁରୁତର
ବାଡିରେ ଗାଇ ପସି ଫସଲ ଖାଇବାକୁ କେନ୍ଦ୍ର କରି ସଙ୍ଗବଦ୍ଧ ଭାବେ ଆକ୍ରମଣ। ନାବାଳକ ସମେତ ୩ ଗୁରୁତର। ସମସ୍ତ ଗୁରୁତର କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ କାମାକ୍ଷାନଗର ଥାନା ଜୟପୂରାକାଟେଣି ଗ୍ରାମରେ ଆଜି ସକାଳେ କାଳନ୍ଦୀ ପରିଡାଙ୍କ ବାଡ଼ିରେ ଗ୍ରାମର ଅନ୍ୟ!-->!-->!-->…