Browsing Category
ଢେଙ୍କାନାଳ ଖବର
ଘରକୁ ଫେରୁଥିବା ସମୟରେ ଘଟିଲା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସାପୁଆ ନାଳ ନିକଟରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଘଟିଲା ଦୁର୍ଘଟଣା, ଗୁରୁତର ଅବସ୍ଥାରେ ବାଇକ୍ ଚାଳକ ମେଡ଼ିକାଲ ରେ ଭର୍ତ୍ତି ।
ସୂଚନା ଅନୁଯାୟୀ ଢେଙ୍କାନାଳ ସହର ମାଣ୍ଡପା ସାହିର ପ୍ରଶାନ୍ତ ପାତ୍ର ମନ୍ଦାର ପଞ୍ଚାୟତ ର ରାମସୁଦା ପାଟଣାରୁ!-->!-->!-->!-->!-->…
ଗୋଠପାଟଣାରେ ମହିଳାଙ୍କ ମୃତ ଦେହ ମିଳିବା ଘଟଣା, ବାହାରିବ କି ଢେଙ୍କାନାଳ ଲିଙ୍କ !
୯ ବର୍ଷ ତଳର ଫାଇଲ ଖୋଲିଲା ଚନ୍ଦକା ଥାନା ପୋଲିସ ।ଗୋଠପାଟଣାରେ ମହିଳାଙ୍କ ମୃତ ଦେହ ମିଳିବା ଘଟଣା ରେମହିଳାଙ୍କ ପରିଚୟ ପାଇବା ପାଇଁ ଜାରି ହେଲା ପୋଷ୍ଟର । ୨୦୧୨ ରେ ଟ୍ଵିନସିଟି କମିସନରେଟ ଅନ୍ତର୍ଗତ ଗୋଠପଟଣାର ଆମ୍ବତୋଟାରେ ମହିଳାଙ୍କୁ ହତ୍ୟା ହୋଇଥିଲା । ପୋଲିସ ପ୍ରଥମେ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୫୪ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୫୪ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୪୦ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୧୪ ଚିହ୍ନଟ ହୋଇଛନ୍ତି ।
ସଦର ବ୍ଳକ୍ ମଙ୍ଗଳପୁର ୧ , ରାଜୁପାଟଣା ୧ , ତରଭା ୧ , ଗୋବିନ୍ଦପୁର ୧ , କୁରୁମାଟାଙ୍ଗରା ୧ , ଚାଉଳିଆ ୧ , ବରସୁପାଳ ୧ , ବାଲିଆମ୍ବା ୧!-->!-->!-->…
ଜିଲ୍ଲା ରେଡ଼କ୍ରସ ଶlଖା ପକ୍ଷରୁ ବିଶ୍ଵ ରକ୍ତଦାତା ଦିବସ ପାଳିତ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରେ ଜିଲ୍ଲା ରେଡ଼କ୍ରସ ଶlଖା ପକ୍ଷରୁ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ଶାଖା ଅଧ୍ୟକ୍ଷ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଓ!-->!-->!-->…
ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ଶବ ଉଦ୍ଧାର ; ହତ୍ୟା ସନ୍ଦେହ
ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରୁ ଜଣେ ମହିଳାଙ୍କ ଶବ ବନ୍ଧା ହୋଇଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ଆଜି ସକାଳେ ନଦୀକୁ କିଛି ବ୍ୟକ୍ତି ଗାଧୋଇବାକୁ ଯାଇଥିବା ବେଳେ ମୃତଦେହ ଭାସୁଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ଘଟଣା ସ୍ଥଳରେ!-->…
ବର୍ଷା ଜଳରେ ୫୩ ନମ୍ବର ଜାତୀୟ ରାଜପଥରେ ଘାଇ ସୃଷ୍ଟି ହୋଇ ଭୁବନ କାମାକ୍ଷାନଗର ଯୋଗାଯୋଗ ବିଚ୍ଛିନ୍ନ !
ଗତକାଲିର ଲଗାଣ ବର୍ଷାରେ ବର୍ଷର ପ୍ରଭାବ ଦୟଣାବିଲ ଠାରେ ଥିବା ନାଳ ଉପରେ ନିର୍ମିତ ଆପ୍ରୋଚ ରୋଡ ଭାଙ୍ଗି ଯାଇଥିଲା। ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିଲା। ଯୁଦ୍ଧ କାଳୀନ ପରିସ୍ଥିତିରେ ଠିକା କମ୍ପାନୀ ପକ୍ଷରୁ କାମ କରାଯାଇଅଛି।
କାମାକ୍ଷାନଗର ଉପଜିଲ୍ଲାପାଳ ଏହାର!-->!-->!-->…
ବିଶ୍ୱ ରକ୍ତ ଦାନ ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ; ୭୪ ୟୁନିଟ ରକ୍ତ ସଂଗୃହିତ
ଆଜି ବିଶ୍ୱ ରକ୍ତ ଦାନ ଦିବସ ଉପଲକ୍ଷେ ଏବଂ ମହାମାରୀ କୋରନା ସମୟରେ ରକ୍ତର ଅଭାବକୁ ଦେଖି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗୌତମ ପାଣୀ ଙ୍କ ନେତୃତ୍ୱରେ , ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଂପାଦକ ଦିନେଶ କୁମାର ପାଣୀ ଙ୍କ ତତ୍ୱବଧାନରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୪୪ ଆକ୍ରାନ୍ତ ଚିହ୍ନଟ ;ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ୧୪୪ ନୁତନ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ଡାକ୍ତରଖାନାରୁ ୧୨୯ ଏବଂ ଡାକ୍ତରଖାନାରୁ ୧୫ ଚିହ୍ନଟ ।
ହିନ୍ଦୋଳ ବ୍ଳକ୍ ଗୋବିନ୍ଦପୁର ୩୧ , ଜାମୁଚକଡା ୫ , ଝାଡୁବେରେଣୀ ୩ , ବରଦାପାଳ ୨ , ଗଣ୍ଡାନାଳୀ ୨ , ନୂଆକିଆରୀ ୨ , ରାସୋଳ ୧ , ଖଲିଚୋରେଇ ୧ , ଗଞ୍ଜରା ୧
!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୨୫୨ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୪୬୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୬୧୨ ଚିହ୍ନଟ ହୋଇଛନ୍ତି ସେହିପରି ଢେଙ୍କାନାଳ ଜିଲ୍ଲାରେ ୨୫୨ ନୂଆ ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଙ୍କ ମଧ୍ୟରୁ ଘରୋଇ ସଂଗରୋଧରୁ ୨୪୬ ଏବଂ ଡାକ୍ତରଖାନାରୁ ୬ ଜଣ ଚିହ୍ନଟ!-->!-->!-->…
ହେଲପିଂ ହାଣ୍ଡସ୍ ସୋସିଓ ସ୍ପେସିଫିକ ଆରମ୍ଭ କଲା ନିଶୁଳ୍କ ଅମ୍ଳଜାନ ସେବା
ମହାମାରୀ କରୋନାର ଦ୍ଵିତୀୟ ଲହର ଆଜିକାଲି ଘାତକ ସାଜିବାରେ ଲାଗିଛି। ଫୁସଫୁସକୁ ଭୂତାଣୁ ସଂକ୍ରମିତ କରି ଅକାମି କରିଦେଉଥିବାରୁ ସଂକ୍ରମିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯିବା ସହ ଅମ୍ଳଜାନ ସ୍ତର କମି ଯାଉଛି। ଯାହା ଫଳରେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଥିବାର ଦେଖାଯାଉଛି। ଏହି!-->…