Browsing Category
ଢେଙ୍କାନାଳ ଖବର
କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ !
ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀର ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି । ମୃତକ ଢେଙ୍କାନାଳ ସହର ଦକ୍ଷିଣକାଳୀ ଅଞ୍ଚଳର ବିଦେଶୀ ନାୟକ ବୋଲି ଜଣା ପଡ଼ିଛି । ସେ ଗତ ବର୍ଷ ଡିସେମ୍ବର ୧ ତାରିଖରେ ତାର ମାମୁଁ ଅଭୟ ନଏକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ।
ହତ୍ୟା ମାମଲାରେ!-->!-->!-->…
ଟ୍ରକ ଧକ୍କା ରେ ଶ୍ରମିକ ମୃତ!
ଟ୍ରକ ଧକ୍କା ରେ ଗତକାଲି ଜଣେ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କାମାକ୍ଷାନଗର ଥାନା ମୁକ୍ତାପଶି ହରିଜନ ସାହି ର ଗୌରାଙ୍ଗ ନାୟକ ।
ସୂଚନା ଅନୁସାରେ ଗୌରାଙ୍ଗ କାଲି ସକାଳୁ କୌଣସି କାମ ରେ ଘରୁ ବାହାରକୁ ଯାଇଥିବା ବେଳେ ବଡ଼ଝରା କେନାଲ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲେ!-->!-->!-->…
ବଜ୍ରପାତ ନେଲା ଜୀବନ !
ଗତକାଲି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବା ବେଳେ କାଇମାଟି ରେ ଜଣେ ଚାଷୀର ଜୀବନ ନେଇଛି ବଜ୍ରପାତ ।
ସୂଚନା ଅନୁଯାୟୀ ସଦର ଥାନା ଅନ୍ତର୍ଗତ କାଇମାଟି ଗ୍ରାମର ସମରେନ୍ଦ୍ର ବେହେରା (୫୦) ଗତକାଲି ଅପରାହ୍ନ ପ୍ରାୟ ୩ ଟା ସମୟରେ ନିଜ ଘରକୁ ଫେରୁଥିବା ସମୟରେ!-->!-->!-->!-->!-->…
ଟ୍ରେନ ଲାଇନରେ କଟି ଯୁବକଙ୍କ ମୃତ୍ୟୁ !
ଆଜି ଢେଙ୍କାନାଳ ସହର କୋରିଆଁ ଲେବୁଲ କ୍ରସିଂ ପାଖରେ ଏକ ଦୁର୍ଘଟଣା ଘଟିଯାଇଛି । ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ କାନ୍ଧପାଳ ଗ୍ରାମର ଇନ୍ଦ୍ରମଣି ପ୍ରଧାନ ପ୍ରତ୍ୟେକ ଦିନ ସହରକୁ କାମ କରିବାପାଇଁ ଆସନ୍ତି , ଆଜି କାମ ସାରି ଫେରିଲା ବେଳକୁ କୋରିଆଁ ସ୍ଥିତ ଟ୍ରେନ ଲାଇନ ରେ ଦୁର୍ଘଟଣାର ଶିକାର!-->…
ଯୁବତୀଙ୍କୁ ଦୁଷ୍କର୍ମ ଏବଂ ହତ୍ଯା ଉଦ୍ୟମ, ଉଦ୍ଧାର କରିବାକୁ ଯାଇ ପରିବାର ର ପାଞ୍ଚ ଆହାତ
କରୋନା ମହାମାରୀର ସମୟରେ ଲୋକମାନେ ଜୀବନ ବଞ୍ଚାଇବାକୁ ବ୍ୟାକୁଳ। କିନ୍ତୁ ଏଭଳି ସଂଙ୍କଟ ସମୟରେ ମଣିଷ ଯେ ନିଜର ପୈଶାଚିକ ପବୃତି ରେ ପଡି ନାବାଳିକା କନ୍ୟା ଉପରେ ଲୋଲୁପ ଦୃଷ୍ଟି ପକାଇପାରେ, ଏକଥା ଭାବିଲାବେଳକୁ ଖରାପ ଲାଗୁଛି । କିନ୍ତୁ ଆଜି ଏଭଳି ଏକ ଅଭାବନୀୟ ଅମାନୁଷିକ ଘଟଣା ଘଟିଛି ଭୁବନ!-->…
ଲୋ-ଭୋଲ୍ଟେଜର ସମାଧାନ ପାଇଁ ଭାଗିରଥି ବିହାର “ବି” ବ୍ଲକ ବାସିନ୍ଦା ଟାଟା ପାୱାର ମ୍ୟାନେଜରଙ୍କ ଦ୍ୱାରସ୍ଥ
ବିଦ୍ୟୁତ ବିଭାଗର ସମସ୍ୟା ଏବଂ ସରବରାହକୁ ନେଇ ପୌରାଞ୍ଚଳର ୱାର୍ଡ ନଂ୪ ଭାଗିରଥି ବିହାର "ବି" ବ୍ଲକ ବାସିନ୍ଦାମାନେ ସମାଜସେବୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ଟାଟା ପାୱାର ମ୍ୟାନେଜରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି ଅଂଚଳରେ ଦିନକୁ ଦିନ ଜନ ବସତି ବଢୁଥିବା ବେଳେ ବିଦ୍ୟୁତ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨୩ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରୁ ନୂତନ ୧୨୩ ଆକ୍ରାନ୍ତ ଚିହ୍ନଟ ହସ୍ପିଟାଲରୁ ୧୮ ଚିହ୍ନଟ ହୋଇଥିବା ବେଳେ ୧୦୫ ଘରୋଇ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି ।
ହିନ୍ଦୋଳ ବ୍ଳକ ପଞ୍ଚପଡା ୧୧, ବେଡ଼ାପଡ଼ା ୩ , ନୂଆବଗ ୨ , ଦୁଦୂରକୋଟ ୨ , କଡ଼ଲା ୨ , ବମ୍ପା ୧ , କଳିଙ୍ଗା ୧ ,ଖରଚୋଲି ୨, ବାଉଁଶପୋଖରୀ ୧ ,!-->!-->!-->…
ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ; ବହତ୍ୟା ଅଭିଯୋଗ ପରେ ବନ୍ଧାହେଲେ ସ୍ୱାମୀ
କାମାକ୍ଷାନଗର ଥାନା ରାଙ୍କିଆ ଗ୍ରାମ ର ଶ୍ରୀକାନ୍ତ ସାହୁ ଙ୍କ ଝିଅ ସୀମା ସାହୁ ଆଜିକୁ ପାଞ୍ଚ ବର୍ଷ ତଳେ ଗୋରଡିଆ ଗ୍ରାମ ର ବେଣୁ ସାହୁ ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ । ବିବାହର ପରଠାରୁ ଅଧିକ ଯୌତୁକ ଦାବି ନେଇ ଶ୍ୱଶୁର ଘର ଲୋକ ଦାବି କରି ଆସୁଥିଲେ।ଏବଂ ଅନେକ ସମୟରେ ନିର୍ଯ୍ୟାତନେ!-->…
ଜିଲ୍ଲାରେ ନୂତନ ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୯୮ ,ଏବଂ ଡାକ୍ତରଖାନାରୁ ୯ ଚିହ୍ନଟ ।
ସଦର ବ୍ଳକ୍ ନାରଣପୁର ୩ , କୁରୁମାଟାଙ୍ଗରା ୨ , ଗୋବିନ୍ଦପୁର ୨ , ନଡିଆଳି ୧ , ଦେରସିଂହ ୧ , ସୁଆଖାଇକାଟେଣି ୧ , ମହୁଲପାଳ ୧ , ମଙ୍ଗଳପୁର ୧ , ଭାପୁର ୧ , ନଛିପୁରା!-->!-->!-->…
ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ସେହି ଗ୍ରାମର ଭ୍ରମର ସାହୁ ଙ୍କ ସାନପୁଅ ବେଣୁଧର ସାହୁ କାମାକ୍ଷାନଗର ଥାନା ଅନ୍ତର୍ଗତ ରାଙ୍କୀଆ ଗ୍ରାମର ଦେବଜାନୀ ସାହୁଙ୍କୁ ୩!-->!-->!-->…