News
lipub
samparksetu
Browsing Category

ଢେଙ୍କାନାଳ ଖବର

ବ୍ରଜପାତରେ ଗାଈ ସହ ଜଣେ ମୃତ ; ଜଣେ ଗୁରୁତର

ଆଜି ବ୍ରଜପାତରେ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି । ମୃତକ ଜଣକ ହେଲେ ମଠତେନ୍ତୁଳିଆ ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା ଙ୍କର ପୁଅ ଅଭୟ ବେହେରା (୨୭) ଆଜି ନିଜର ଗାଈ ଖୋଜିବା ନିମନ୍ତେ ବିଲକୁ ଯାଇଥିଲେ , ସେହି ସମୟରେ ହଠାତ ବ୍ରଜପାତ ହୋଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅନଲାଇନ ମାଧ୍ୟମରେ ବିଶ୍ୱ ପରିବେଶ ଦିବସ ପାଳନ

ମହିମା ମହାବିଦ୍ୟାଳୟ, ଯୋରନ୍ଦାର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଆଲୋଚନାଚକ୍ର ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଡ଼ଃ ନିବେଦିତା ମହାନ୍ତିଙ୍କର ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଡ଼ଃ ସଦାନନ୍ଦ ମିଶ୍ର, ଡ଼ଃ

ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ର ତରଫରୁ ପରିବେଶ ଦିବସ ଉପଲକ୍ଷେ ଏକ ଅନଲାଇନ କାର୍ଯ୍ୟକ୍ରମ ଆୟୋଜିତ

ଆଜି ଅପରାହ୍ଣ ଘ୧୨.୧୫ ମିନିଟ ସମୟରେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଭାତପଡା ଗ୍ରାମରେ ସ୍ଥାପିତ ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ର ତରଫରୁ ପରିବେଶ ଦିବସ ଉପଲକ୍ଷେ ଏକ ଅନଲାଇନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ

ବିବାହ ବାର୍ଷିକୀ ରେ ବାଣ୍ଟିଲେ ଶୁଖିଲା ଖାଦ୍ୟ ଓ ବସ୍ତ୍ର

ଢେଙ୍କାନାଳ ସଦର ମଙ୍ଗଳପୁର ନିବାସୀ ଅବସରପ୍ରାପ୍ତ ପୌରକର୍ମଚାରୀ ତଥା ସମାଜସେବୀ ଶ୍ରୀ ପୁରୁଷୋତ୍ତମ ସାହୁ ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ରତ୍ନପ୍ରଭା ସାହୁ ଙ୍କର ୫୦ତମ ବିବାହ ବାର୍ଷିକୀ ପାଳନ ଅବସରରେ । ମଙ୍ଗଳପୁର ମଜୁରୀ ଯୁଆଙ୍ଗ ସାହି ଓ ଶବର ସାହି ରେ ସମସ୍ତ ପିଲାଙ୍କୁ ଶୁଖିଲା

ମଦୁଆ ସ୍ୱାମୀ ମାଡ଼ ମାରି ସ୍ତ୍ରୀ କୁ ତଡିଲା, ଶିଶୁ ପୁତ୍ରର ଜୀବନ ଶଙ୍କଟାପର୍ଣ୍ଣ

ସଦର ବ୍ଲକ ବାଣସିଂହ ପଂଚାୟତ ଅନ୍ତର୍ଗତ ଭୂଇଁପୁର ଗ୍ରାମର କାଳିଆ ଭୋଇଙ୍କ ଝିଅ ଟିକିନା ର ୬ ବର୍ଷ ପୂର୍ବରୁ ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା କଣ୍ଟାମଳିଆ ଗ୍ରାମ ନିବାସୀ ବାଜିଆ ଭୋଇଙ୍କ ପୁତ୍ର କାମନ ଭୋଇଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ଜାନିଯୌତୁକ ସହିତ ୩୦ ହଜାର ଟଙ୍କା ବି

ଢେଙ୍କାନାଳ ଜିଲ୍ଲାରେ ନୂତନ ୮୧ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୮୧ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ , ଡାକ୍ତରଖନାରୁ ୧୪ ଚିହ୍ନଟ ବେଳେ ଘରୋଇ ସଙ୍ଗରୋଧରୁ ୬୭ ଚିହ୍ନଟ ହୋଇଛନ୍ତି । ସଦର ବ୍ଳକ ରେଗେଡା ୩ , ନାଗିଆପଶି ୨ , ବେଲ୍ଟିକିରି ୧ , ନମିଚିରା ୧ , ତାଳବରକୋଟ ୧ , କୁରୁମାଟାଙ୍ଗରା ୧ , ସିଆରିଆ ୧ , ଦଲକା ୧ , ମଙ୍ଗଳପୁର ୧

ଜିଲ୍ଲାରେ ନୂତନ ୨୫୨ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାର ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୨ ହୋଇଥିବା ବେଳେ, ସଂଙ୍ଗରୋଧରୁ ୨୨୩ ଓ ଡାକ୍ତରଖାନାରୁ ୨୯। ଗଁଦିଆ ବ୍ଲକର ଟୋଲରପଶିରୁ ୫ ଜଣ, ଯୋରନ୍ଦାର ୪ ଜଣ, ପିଙ୍ଗୁଆର ୬ଜଣ, ଦେଓଗାଁ, ଅଙ୍କୁରଦା, ଅର୍ଣ୍ଣପୁର ୩ ଜଣ ଲେଖାଏଁ, ଆମ୍ବବାହାଳୀ, କେନ୍ଦୁପଡା, ଆତିଣ୍ଡା,

ଘରେ ପଶି ସଙ୍ଗବଦ୍ଧ ଆକ୍ରମଣ ଗୋଟିଏ ପରିବାରର ୫ ଆହତ

ପ୍ରେମ କରି ବିବାହ କଲେ ପରେ ଆକ୍ରମଣ ର ଶିକାର ହେଲେ, କେବଳ ସିଏ ନିଜେ ନୁହେଁ ବରଂ ପରିବାରଲୋକେ ମଧ୍ୟ ହେଲେ ଲହୁଲୁହାଣ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିମତଇଳା ଗ୍ରାମରେ । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ନିମତଇଳା ଗ୍ରାମର ଜଣେ ଯୁବକଙ୍କ ସହ

ପୁଅର ଟାଙ୍ଗିଆ ଚୋଟ ରେ ବାପର ମୃତ୍ୟୁ ଘଟଣା ; ଗିରଫ ହେଲା ପୁଅ

ବାପା ହତ୍ୟାକାରୀ ପୁଅକୁ ଗିରଫ କଲା ପୋଲିସ । କେନ୍ଦୁଝର ଜିଲ୍ଲାର ଗିରଫ କଲା ପୋଲିସ । ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଗୋଳ ପଞ୍ଚାୟତ ର ଡ଼ଙ୍ଗାପାଳ ଗ୍ରାମରେ ସନାତନ ମହାନ୍ତଙ୍କ ପୁଅ ତପନ ମହାନ୍ତ ଗତ ମେ ମାସ ୨୩ ତାରିଖରେ ମଦ୍ୟପ ଅବସ୍ଥାରେ ନିଜ

ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪୫୧ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୪୫୧ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୪୩୨ ଜଣ ଘରୋଇ ସଂଗରୋଧ ଏବଂ ୧୯ ଜଣ ଡାକ୍ତର ଖାନାରୁ ଚିହ୍ନଟ ହୋଇଛନ୍ତି । ଭୁବନ ବ୍ଳକ୍ ମୁରୁଗା ୧୨୩ , ଗୋରଡ଼ିଆ ୨ , ବାରୁଆଁ ୨ , ଜିରାଳ ୨ , ଅଶୁରବନ୍ଧପାଟଣା ୧ , ସରଦେଇପୁର ୧ , ଖୁରୁଶିଆ ୧ ସଦର ବ୍ଳକ୍
error: Content is protected !!