News
lipub
samparksetu
Browsing Category

ଢେଙ୍କାନାଳ ଖବର

ଭାଗିରଥି ସାଗରର ସୁରକ୍ଷାକୁ ନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ଢେଙ୍କାନାଳର ଐତିହ୍ୟ ଭାଗିରଥି ସାଗରର ସୁରକ୍ଷା ପାଇଁ ଚତୁର୍ପାଶ୍ୱର ଅଞ୍ଚଳ ବାସୀ ଏବଂ ବୁଦ୍ଧିଜୀବୀ ମାନଙ୍କୁ ନେଇ ଭାଗିରଥି ସାଗର ସୁରକ୍ଷା ସମିତି ଗଠନ କରାଯାଇଛି । ସମିତି ତରଫରୁ ଶ୍ରୀ ପଙ୍କଜ ନାୟକଙ୍କୁ ସଭାପତି ଏବଂ ଶ୍ରୀ ଅଶୋକ ସ୍ୱାଇଁଙ୍କୁ ସମ୍ପାଦକ ଦାୟୀତ୍ୱ ପ୍ରଦାନ କରାଯାଇ ମଙ୍ଗଳ

ଢେଙ୍କାନାଳ ଜିଲ୍ଲାରେ ୭୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୩୨୧। ଏହା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୭୭ । ଘରୋଇ ସଂଙ୍ଗରୋଧରୁ ୫୫ ଓ ଡାକ୍ତରଖାନାର ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ମୁନିସିପାଲିଟିର ୨୧, ଓଡ଼ାପଡ଼ା ୯, ପର୍ଜଙ୍ଗ ୭, ସଦର ୬, କାମାକ୍ଷାନଗର, ଗଁଦିଆ, ହିନ୍ଦୋଳ

+୨ ଛାତ୍ରୀ ଙ୍କର ରହସ୍ୟମୟ ମୃତ୍ୟୁ !

ଢେଙ୍କ।ନାଳ ଜିଲ୍ଲା ଗଁଦିଆ ଥାନା ଆଣ୍ଠୁକୁଡାକାଟେଣୀର ନିରଞ୍ଜନ ନାୟକଙ୍କ ଝିଅ ଅର୍ଚ୍ଚନା ନାୟକ (୧୬)ଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ । ସୂଚନା ଅନୁଯାୟୀ , ଅର୍ଚ୍ଚନାଙ୍କ ମାଙ୍କ ସୀମା ନାୟକ ଦୁଇ ବର୍ଷ ପୂର୍ବରୁ ମୃତ୍ୟୁ ପରେ ପିତା ନିରଞ୍ଜନ ନାୟକ ସରୋଜିନୀ ମହାନ୍ତି ଙ୍କୁ ଦ୍ଵିତୀୟ ବିବାହ

କରୋନା ପରିଚାଳନାରେ ଅନୀୟମିତତା,୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ସମେତ ସାତଦଫା ଦାବି ନେଇ ଢେଙ୍କାନାଳ ବିଜେପି…

ଢେଙ୍କାନାଳ ଜିଲ୍ଲାରେ କରୋନା ରୋଗୀଙ୍କ ଚିକିତ୍ସାର ପରିଚାଳନାରେ ଦେଖାଦେଇଥିବା ଅନୀୟମିତତାକୁ ସୁଧାରିବା ସହ ଜିଲ୍ଲାରେ ତୁରନ୍ତ ୧୮ ରୁ ୪୪ ବର୍ଷ ଯୁବବର୍ଗଙ୍କୁ ତୁରନ୍ତ କରୋନା ଟିକା କରଣ କରିବା, ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ହେତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ; ୪୧ ୟୁନିଟ ରକ୍ତ ସଂଗ୍ରହ

ଢେଙ୍କାନାଳ ଜିଲ୍ଲା ଛାତ୍ର ଉପସଭାପତି ସଞ୍ଜୟ କୁମାର ପଣ୍ଡା ଓ ବ୍ଲକ ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଭାପୁର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଉଛି । ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୮୯ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ପରି ଦଶ ହଜାରରୁ ଅଧିକ ରହିଥିଲା ବେଳେ ଢେ଼ଙ୍କାନାଳ ଜିଲ୍ଲାର ଏହି ସଂଖ୍ୟା ୨୮୯ । ଏମାନଙ୍କ ମଧ୍ୟରୁ ୨୭୭ ଘରୋଇ ସଂଙ୍ଗରୋଧରୁ ଓ ୧୨ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି। ହିନ୍ଦୋଳ ବ୍ଲକର ନିମବାହାଳୀ, ଗଣ୍ଡାନାଳୀରୁ ୩ ଲେଖାଏଁ, ଦୁଦୁରକୋଟ,

ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର

ଢେଙ୍କାନାଳ ଜିଲ୍ଲା ୫୩ ନଂ ଜାତୀୟ ରାଜପଥ ନଟାକଟା ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ସଦର ବ୍ଳକ୍ ବଉଳପୁର ଗ୍ରାମର ଶୁଶାନ୍ତ ନାୟକ ବୋଲି ସୂଚନା ମିଳିଛି । ଶୁଶାନ୍ତ ନିଜ ବାଇକ୍ ଯୋଗେ ଭୁବନରୁ ନିଜ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ

ଜିଲ୍ଲାରେ ନୂତନ ୧୫୩ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୭୩୨ ଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲାରୁ ୧୫୩ ଜଣ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରକାଶ କରିଛି। ୧୩୦ ଜଣ ଘରୋଇ ସଂଙ୍ଗରୋଧରୁ ଓ ବାକି ୨୩ ଜଣ ଡାକ୍ତରଖାନାରୁ ଚିହ୍ନଟ କରାଯାଇଛି। ସଦର ବ୍ଳକ୍ ସଂସାଇଲୋ ଗ୍ରାମକୁ ଆଜିଠାରୁ ୧୯

ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଗାଈଗୋରୁ ମାଙ୍କଡ଼ ମାନଙ୍କୁ ଖାଦ୍ୟ ବଣ୍ଟନ

ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଗତ ସୋମବାର ଠାରୁ ଆରମ୍ଭ ହୋଇଛି ଗାଈଗୋରୁ ମାଙ୍କଡ଼ ମାନଙ୍କୁ ଖାଦ୍ୟ ଦେବା କାର୍ଯ୍ୟକ୍ରମ । ଲକଡାଉନ , ସଟଡାଉନ ହେତୁ ସମସ୍ତ ଦୋକାନ ବଜ଼ାର ବନ୍ଦ ରହୁଥିବାରୁ ଏହି ନିରୀହ ଜୀବ ମାନେ ଖାଇବାକୁ ପାଉନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ କୁନିଝିଅ ଅସ୍ମି ଆରାଧ୍ୟା

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ
error: Content is protected !!