Browsing Category
ଢେଙ୍କାନାଳ ଖବର
କରୋନା ମହାମାରୀ ସମୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ABVP ଭୁବନ ଶାଖା ତରଫରୁ ରକ୍ତଦାନ ଶିବିର ଆୟୋଜିତ
ଢେଙ୍କାନାଳ ଜିଲ୍ଲା ଭୁବନ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ତରଫରୁ ଆଜି ସ୍ଥାନୀୟ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି।
ସକାଳ ୭ ଘଟିକା ଠାରୁ ଆରମ୍ଭ ହୋଇ ମଧ୍ଯାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିଲା। ପାଖାପାଖି ୭୧ ୟୁନିଟ୍!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାର ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୧ ହୋଇଛି। ଘରୋଇ ସଂଙ୍ଗରୋଧରୁ ୨୩୦ ଓ ଡାକ୍ତରଖାନାର ୨୧ ଜଣଙ୍କ ନିକଟରେ କରୋନା ଚିହ୍ନଟ ହୋଇଛି।
ଜିଲ୍ଲାପାଳ ପରଜଙ୍ଗ ବ୍ଳକ ସିହଡା ଗ୍ରାମକୁ ଆଜିଠାରୁ ୨୭ ତାରିଖ ସକାଳ ୭ ଘଟିକା ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା!-->!-->!-->…
ମାନିଲେନି କଟକଣା : ରାତି ଅଧିଆ ଆୟୋଜନ କରିଥିଲେ ଭୋଜି; ଚଢ଼ାଉ କଲେ ଭାପୁର ଫାଣ୍ଡି ଅଧିକାରୀ
ସରକାର କଟକଣାକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଅମାନିଆ ମାନିବାକୁ ନାରାଜ । ଗାଁ ଗାଁରେ ଭୋଜିଭାତ, ତାସ ଖେଳ, କିକ୍ରେଟ ଖେଳ ଯୋଗୁଁ ବର୍ତମାନର ଗ୍ରାମାଞ୍ଚରେ ଉପର ମୁହାଁ କରୋନା । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଧିନସ୍ଥ ଆଉଖୁମା ଗ୍ରାମରେ ।
ଅମାନିଆଙ୍କ!-->!-->!-->!-->!-->…
ଗାଡ଼ିଆରେ ବୁଡ଼ି ଟ୍ରଲି ଚାଳକଙ୍କ ମୃତ୍ୟୁ !
ଢେଙ୍କାନାଳ ଜିଲ୍ଲା ଭୁବନ ୨ନଂ ୱାର୍ଡ ମଝି ବେଣା ଗାଡ଼ିଆରେ ବୁଡ଼ି ଆଜି ଜଣେ ଟ୍ରଲି ଚାଳକ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବିଳାସ ବେହେରା ବୋଲି ସୂଚନା ।
ସୂଚନା ଅନୁଯାୟୀ , ପ୍ରଚଣ୍ଡ ଖରାରେ କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ସେ ଗାଡ଼ିଆରେ ଗାଧୋଉ ଥିବା ଅଵସ୍ଥାରେ ବୁଡ଼ିଯାଇଥିଲେ!-->!-->!-->…
ବନ୍ଦ କୋଠରୀରୁ ଝୁଲନ୍ତା ଅଵସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାଠଗଡା ଆନନ୍ଦନଗର ରେ ରହୁଥିବା ମାଧବ ବେହେରାଙ୍କ ଏକମାତ୍ର ପୁଅ ମହାଦେବ ବେହେରା (୨୫) ଙ୍କ ମୃତ ଦେହ ଏକ ବନ୍ଦ କୋଠରୀରୁ ଉଦ୍ଧାର କରିଛି ଟାଉନ ଥାନା ପୋଲିସ ।
ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ଏହାର ସତ୍ୟତା ସାମ୍ନାକୁ ଆସିବ ବୋଲି!-->!-->!-->…
କରୋନା ଦୂତୀୟ ଲହରରେ ହିନ୍ଦୋଳ ଏନଏସି ର ପ୍ରଥମ ବ୍ୟକ୍ତିଙ୍କ ପରଲୋକ
କରୋନା ଦୂତୀୟ ଲହରରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ରେ ପ୍ରଥମ ବ୍ୟକ୍ତିଙ୍କ ପରଲୋକ ଘଟିଛି ।
ଖବରରୁ ପ୍ରକାଶ ଯେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୪ର ବରିଷ୍ଠ ସାମ୍ବାଦିକ ରବିନାରାୟଣ ପଟ୍ଟନାୟକ ଙ୍କ ଭାଇ ତଥା ବିଶିଷ୍ଟ ବ୍ୟବସାୟୀ ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ(୪୩)ଙ୍କ ର ଆଜି ସକାଳ!-->!-->!-->…
ପୋଲିସ ପାଟ୍ରୋଲିଙ୍ଗ ଦେଖି ଅନ୍ଧାରୁଆ ଦୌଡିବା କାଳ ହେଲା ,
କୂଅରେ ପଡି ଇଂଜିନିୟରିଂ ଛାତ୍ରଙ୍କ ଜୀବନ ଗଲା !
ମୋବାଇଲି ଦେଖିବାରେ ମଝିଯାଇଥିବା ଛାତ୍ର ଟି ପୋଲିସ ଗାଡି ଦେଖି ଜାଣିପାରିନଥିଲା କଣ କରିବ, ଗାଡି ଲାଇଟ ଦେଖି ଅନ୍ଧାରୁଆ ଦୌଡିବା ଯୋଗୁ ପରିତ୍ୟକ୍ତ କୂଅ ରେ ପଡିଯାଇ ମୃତ୍ୟୁ ବରଣ କରିଛନ୍ତି ପିଙ୍ଗୁଆ ଗ୍ରାମ ର ଜଣେ ମେଧାବୀ ଯୁବକ ।
ନିହଲପ୍ରସାଦ ପୋଲିସ ସୂତ୍ର ରୁ ମିଳିଥିବା ଖବର ଅନୁଯାୟି!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ
ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଆଉ ୧୬୨ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ଘରୋଇ ସଂଙ୍ଗରୋଧରୁ ୧୫୧ ଓ ଡାକ୍ତରଖାନାରୁ ୧୧।
ହିନ୍ଦୋଳ ବ୍ଳକ୍ ନିମବାହାଳୀ ଗ୍ରାମକୁ ଆଜିଠାରୁ ୨୨ ତାରିଖ ସକାଳ ୭ ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।
!-->!-->!-->!-->!-->…
ଆମ୍ବ ବଗିଚାକୁ ଆମ୍ବ ଆଣିବାକୁ ଯାଇ ଦନ୍ତା ଆକ୍ରମଣର ଶିକାର ହେଲେ ବ୍ୟକ୍ତି
ଆମ୍ବ ବଗିଚାକୁ ଆମ୍ବ ଆଣିବାକୁ ଯାଇ ଦନ୍ତା ଆକ୍ରମଣର ଶିକାର ହେଲେ ବ୍ୟକ୍ତି । ଢେଙ୍କାନାଳ ଜିଲ୍ଲା କଙ୍କିଳୀ ଗ୍ରାମରେ ଆଜି ସକାଳେ ଜଣେ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ସେହି ଗ୍ରାମର ପାକେଲା ସେଠୀ (୫୫) ।
ସୂଚନା ଅନୁଯାୟୀ , ପାକେଲା ସକାଳୁ!-->!-->!-->…
ବୃଦ୍ଧଙ୍କ ଶବଦାହ କଲେ ତହସିଲଦାର ଏବଂ ଯୁବ ବିଜେଡି କର୍ମୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମେଣ୍ଢାପଦା ଗ୍ରାମର ପୁରେନ୍ଦ୍ର ସାହୁ(୮୧)ଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ଭୟରେ ଶବ ପାଖ ମାଡିନଥିଲେ ସାହିଭାଇ ।
ତାଙ୍କର ରିପୋର୍ଟ ନିଗେଟିଭ ଆସିଥିଲେ ମଧ୍ୟ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ କରୋନା ହୋଇଥିବାରୁ କରୋନା ଭୟରେ ଶବଦାହ!-->!-->!-->…