Browsing Category
ଢେଙ୍କାନାଳ ଖବର
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ଯା ଅଭିଯୋଗ ଆଣିଛନ୍ତି ପରିବାର ଲୋକ
କଣ୍ଟାବଣିଆ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଜଣେ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ହତ୍ଯା ଅଭିଯୋଗ ଆଣିଛନ୍ତି ।
ପ୍ରକାଶ ଯେ , ଉକ୍ତ ଗ୍ରାମର ସନ୍ତୋଷ କୁମାର ରାଉତ ଙ୍କ ଘରେ ପର୍ଜଙ୍ଗ ଥାନା!-->!-->!-->…
ଢେଙ୍କନାଳ ଜିଲ୍ଲାରେ ନୂତନ ୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ନୂତନ ସଂକ୍ରମିତଙ୍କ ସଂଖ୍ୟାରେ ପୁନର୍ବାର ବୃଦ୍ଧି ପାଇ ଏହି ସଂଖ୍ୟା ୧୭୭ ରେ ପହଁଞ୍ଚି ଅଛି। ସଂକ୍ରମିତଙ୍କ ମଧ୍ୟରେ ଘରୋଇ ସଙ୍ଗରୋଧରୁ ୧୬୩ ଜଣ ଓ ଡାକ୍ତରଖାନାରୁ ୧୪ ଜଣ ରହିଛନ୍ତି । ଅନ୍ୟପଟେ ୩୮ ବର୍ଷ ବୟସ୍କ ଗଁଦିଆ ବ୍ଲକ ମନ୍ଦାର ଗ୍ରାମର ଜଣେ ଯୁବକଙ୍କ କଟକ ମେଡ଼ିକାଲ ରେ ମୃତ୍ୟୁ!-->!-->!-->…
ଆପ୍ ରାଜ୍ୟ ଆବାହକଙ୍କ ଭରଚୁଆଲ ମିଟିଙ୍ଗ
ଓଡ଼ିଶା ଆମ୍ ଆଦମୀ ପାର୍ଟି ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ଜିଲ୍ଲା କର୍ମୀ ମାନଙ୍କ ସହିତ ଏକ ଭରଚୁଆଲ ମିଟିଙ୍ଗ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ଆପ୍ ତରଫରୁ ଆରମ୍ଭ ହୋଇଥିବା ବିଜୁଳି ସତ୍ୟାଗ୍ରହ ସାମୟିକ ଭାବେ ସ୍ଥଗିତ ରହିଛି ବୋଲି ତାଙ୍କ ଅଭିଭାଷଣରେ!-->!-->!-->…
ଢେଙ୍କନାଳ ଜିଲ୍ଲାରେ ନୂତନ ୧୪୨ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ଆକ୍ରାନ୍ତ ଙ୍କ ସଂଖ୍ୟା ୧୪୨। ଦୁଇ ଦିନର ବ୍ୟବଧାନ ପରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ପୁନର୍ବାର ତିନି ଅଙ୍କ ଛୁଇଁଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଘରୋଇ ସଂଙ୍ଗରୋଧରୁ ୧୨୪ ଜଣ ଥିଲାବେଳେ ଡାକ୍ତରଖାନାରୁ ୧୮ ଜଣ ରହିଛନ୍ତି।
ଏହି ତାଲିକାରେ ହିନ୍ଦୋଳ ବ୍ଲକରେ!-->!-->!-->…
ଗ୍ୟାସ ବୋଝେଇ ପିକଅପ ଭ୍ୟାନ କୁ ଧକ୍କା ଦେଲା ଟ୍ରକ ; ଜଣେ ମୃତ ଜଣେ ଆହତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ସରସ୍ବତୀ ଶିଶୁ ମନ୍ଦିର ନିକଟରେ ଏକ ଗ୍ୟାସ ବୋଝେଇ ଏକ ପିକଅପ ଭ୍ୟାନ କୁ ଷଡ଼ଙ୍ଗୀ ଆଡୁ ଆସୁଥିବା ଟ୍ରକ ମୁହାଁମୁହିଁ ଧକ୍କା ଦେଇଥିବା ଫଳରେ ଜଣେ ମୃତ ସହ ଜଣେ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ , ଭୁବନ ଥାନା ଏକତାଳି ପଂଚାୟତ ର ଚନ୍ଦାର ଗ୍ରାମର!-->!-->!-->…
ଗଛରେ ଝୁଲୁଥିବା ଅଵସ୍ଥାରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର !
ଢେଙ୍କାନାଳ ଜିଲ୍ଲା ବସୁଲେଇ ଗାଁ ରେ ଆଜି ଏକ ଗଛରୁ ଜବେ ମହିଳା ଙ୍କ ଝୁଲୁଥିବାର ମୃତଦେହ ଉଦ୍ଧାର ହୋଇଛି । ଗାଁ ପାଖ ଶିବ ମନ୍ଦିର ପଛରେ ଥିବା ଏକ ପଳାସ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଗ୍ରାମର ଦୁଷ୍ମନ୍ତ ରାଉତଙ୍କ ସ୍ତ୍ରୀ ଅଂଜନାଙ୍କ ମୃତଦେହ ।
ସୂଚନା ଅନୁଯାୟୀ , ଗତକାଲି!-->!-->!-->!-->!-->…
ଲକଡାଉନ୍ ରେ ମାତିଲେ ଲୁଟେରା, ମୁଖ୍ୟରାସ୍ତା କଡ଼ରେ ଥିବା ସରକାରି ଅଫିସରେ କଳାକାନା ବୁଲାଇଲା ଦୁର୍ବୃତ୍ତ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଢେଙ୍କାନାଳ ମହାବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତା କଡରେ ଥିବା ମାଣିପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର କବାଟ ତାଲା ଭାଙ୍ଗି କଳାକନା ବୁଲାଇଛି ଦୁର୍ବୃତ୍ତ ।
ସୂଚନା ଅନୁଯାୟୀ ଖରାଦିନେ ସକାଳୁଆ ଅଫିସ୍ ଆସିଥିବା ବେଳେ, ଅଫିସର ମୁଖ୍ୟ କବାଟ ତାଲା!-->!-->!-->!-->!-->…
ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ !
ବାରାହ ଶିକାର ପାଇଁ ବେଆଇନ ଭାବେ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ , ଆଜି ସକାଳେ ବୃଦ୍ଧ ଜଣଙ୍କ ବିଲରେ ଘାସ କାଟିବାକୁ ଯାଇଥିବା ବେଳେ ବିଛାଯାଇଥିବା ବିଦ୍ୟୁତ୍ ତାର ବେକରେ ଲାଗି ଯାଇଥିଲା ଏବଂ ଘଟଣା ସ୍ଥଳରେ ମୃତ୍ୟୁ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୮୮ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ଦଶ ହଜାର ପାର ହୋଇଛି। ତିରିଶ ଜିଲ୍ଲାରୁ ପଚିଶ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଲାଣି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ପୂର୍ବ ପରି ଗମ୍ଭୀର ଅଛି। ଏହି ଦୁଇ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ହଜାର ପାର। ବାକି ପାଞ୍ଚ!-->…
ଢେଙ୍କାନାଳ ଜିଲ୍ଲାରେ ୯୦ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୯୮୮୯ ହୋଇଛି। ଖୋର୍ଦ୍ଧା,କଟକ, ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ସ୍ଥିତି ଖରାପ ହୋଇପଡିଥିବା ବେଳେ ଅନ୍ୟ ଜିଲ୍ଲାର ପରିସ୍ଥିତି ଚିନ୍ତା ଜନକ ରହିଛି।
ଆଜି ଜିଲ୍ଲାରେ ୯୦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଘରୋଇ ସଂଙ୍ଗରୋଧରୁ ୮୧ ଜଣ ଓ!-->!-->!-->…