News
lipub
samparksetu
Browsing Category

ଢେଙ୍କାନାଳ ଖବର

ଟ୍ରକ ଧକ୍କା ରେ ହୋମଗାର୍ଡ ଗୁରୁତର

ଟ୍ରକ ଧକ୍କା ରେ ହୋମଗାର୍ଡ ଗୁରୁତର , ଗୁରତର ହୋମଗାର୍ଡ ହେଲେ କାମାକ୍ଷାନଗର ଥାନାର ବିଷ୍ଣୁପ୍ରସାଦ ପାଳ। ବାଉଁଶପାଳ ଛକ ନିକଟରେ ନୋ ଏଣ୍ଟ୍ରି ଡିଉଟି ରେ ମୁତୟନ ଥିବାବେଳେ ପିଟିଲା ଟ୍ରକ , ସୂଚନା ଅନୁସାରେ ବିଷ୍ଣୁ ଆଜି ସ୍ଥାନୀୟ ବାଉଁଶପାଳ ଛକ ନିକଟରେ ନୋ ଏଣ୍ଟ୍ରି ଡିୟୁଟି ରେ ମୁତୟନ

ଢେଙ୍କାନାଳ ଜିଲ୍ଲାରେ ୪୭ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ତିନି ଅଙ୍କ ଛୁଇଁବାର ଗୋଟିଏ ଦିନ ପରେ କରୋନା ଆକ୍ରାନ୍ତ ସଂଖ୍ୟା ପୁନର୍ବାର ଦୁଇ ଅଙ୍କରେ ସିମୀତ ରହିଛି। ଆଜିର ରିପୋର୍ଟ ଅନୁସାରେ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ୪୭ ରହିଛି। ୪୧ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ୬ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ହିନ୍ଦୋଳ

ବେପରୁଆ ଗାଡି ଚାଳନା ଯୋଗୁଁ ବୃଦ୍ଧ ଆହାତ ହୋଇ ଡାକ୍ତରଖାନାରେ!

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରାଜୁଆପଟଣା ମୌଜାର ସତୁରୀ ବର୍ଷ ବୟସ୍କ ବୃଦ୍ଧ ଭିକାରୀ ରାଉତ ନିଜ ସାଇକେଲରେ ଆସୁଥିବା ସମୟରେ ଜଣେ ବାଇକ୍ ଆରୋହୀଙ୍କ ଦାୟିତ୍ବହୀନତା ଯୋଗୁଁ ତାଙ୍କ ମୁଣ୍ଡ ଫାଟି ଯିବା ସହ କାନ୍ଧର ହାଡ଼ ଭାଙ୍ଗି ଯାଇଛି। ଗତ ୧/୫/୨୦୨୧ ତାରିଖ ଶନିବାର ଦିନ ନିଜ ଘର

ଢେଙ୍କାନାଳ ଜିଲ୍ଲାରେ ୧୪୯ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ହୋଇଛି। ତିରିଶି ଜିଲ୍ଲାରୁ ନଅ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ରହିଛି। ଅନ୍ୟ ଜିଲ୍ଲାଗୁଡିକର ସଂକ୍ରମଣ ଦ୍ରୁତ ହାରରେ ବୃଦ୍ଧି ପାଇବା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଢେଙ୍କାନାଳ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା

ଭୁବନ ରେ ପାଟ୍ରୋଲିଂ କଡା କଡି, ଅମାନିଆ ଦେଲେ ଜୋରିମାନା

ରାଜ୍ୟରେ ମହାମାରୀ କୋରନାର ଦ୍ବିତୀୟ ଲହର ବେଶ ମାରାତ୍ମକ ରୂପ ନେଉଥିବା ପରିଲକ୍ଷିତ ହୋଇଛି । ଏଥିପାଇଁ ରାଜ୍ୟବ୍ୟାପୀ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଘୋଷଣା ହୋଇଛି। ଫଳରେ ଆଜି ଦ୍ବିତୀୟ ସପ୍ତାହରେ ଏହି ନିୟମକୁ ଅନେକ ସମୟରେ କିଛି ବ୍ୟବସାୟି ଖାମଖିଆଲ ମଣୁଛନ୍ତି। ସେମାନଙ୍କୁ

ଶ୍ରୀରାମପୁର ଗ୍ରାମରେ ଅଘଟଣ, ଲାଇନ ସଜାଡିଲା ବେଳେ ଚାଲିଗଲା ଜୀବନ

ଲାଇନ ନଥିବାର ଖବରପାଇ ଯାଇଥିଲେ ସଜାଡ଼ିବାକୁ ହେଲେ ହଠାତ ଆସିଗଲା ଲାଇନ ଏବଂ କ୍ଷଣିକେ ଚାଲିଗଲା ଜୀବନ । ଏଭକି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ତୁମସିଂହା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ । ସୂଚନା ଅନୁଯାୟୀ ଗତକାଲି ଠାରୁ ଲାଇନ ନଥିବାରୁ ସଜାଡ଼ିବା ନିମନ୍ତେ ଶ୍ରୀରାମପୁର

ଢେଙ୍କାନାଳ ଜିଲ୍ଲାରେ ୮୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ପହଁଞ୍ଚି ଅଛି। ଲୋକ ଦୁଇ ଶହ ପ୍ରତିଶତ ହାରରେ ସଂକ୍ରମଣ ଶିକାର ହେଉଥିବା ରେକର୍ଡ କରାଯାଇଛି। ଗତକାଲି ଶେଷ ସୁଦ୍ଧା ଚାରି ପାଞ୍ଚଟି ଜିଲ୍ଲାକୁ ଛାଡ଼ି ଦେଲେ ପ୍ରାୟ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଇଲିରିସିଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।ମୃତ ମହିଳା ଜଣଙ୍କ ଉକ୍ତ ଗ୍ରାମର ନିରୂପମା ଖିଲାର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ନିରୂପମା ଆଜି ଭୋର ସମୟରେ ନିଜ ଘର ପଛପଟେ ଥିବା ଆମ୍ବ ତୋଟାକୁ ଆମ୍ବ

ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦଶ ହଜାର ପାର ହୋଇଛି। ତିରିଶି ଜିଲ୍ଲାରୁ ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଓ ସମ୍ବଲପୁର ପ୍ରଭୃତି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି। ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲାର ନୂତନ

ଆଜି ଜିଲ୍ଲାରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ଖୋର୍ଦ୍ଧା, କଟକ, ଅନୁଗୋଳ, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ପ୍ରଭୁତି ଜିଲ୍ଲାଗୁଡିକରେ କରୋନା ସ୍ଥିତି ଭୟଙ୍କର ଥିବା ଜଣାପଡିଛି। ୩୦ ଜିଲ୍ଲାରୁ ୨୪ ଟି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଲାଣି। ଆମ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି
error: Content is protected !!