News
lipub
samparksetu
Browsing Category

ଢେଙ୍କାନାଳ ଖବର

ବିଳମ୍ବିତ ରାତିରେ ତାଲାଭାଙ୍ଗି ଚୋରି

ବିଳମ୍ବିତ ରାତିରେ ଦୋକାନରୁ ତାଲାଭାଙ୍ଗି ଚୋରି । କାମାକ୍ଷାନଗର ଥାନା ଅନ୍ତର୍ଗତ ସରଦେଇପୁର ଗ୍ରାମରେ ଥିବା ଏକ ଷ୍ଟୁଡ଼ିଓ ରୁ ତାଲା ଭାଙ୍ଗି ଚୋରି ଅଭିଯୋଗ ହୋଇଛି । ସରଦେଇପୁର ଗ୍ରାମରେ ଥିବା ଏକ ଷ୍ଟୁଡ଼ିଓ ରୁ ଗତକାଲି ବିଳମ୍ବିତ ରାତିରେ ଦୋକାନ ତାଲା ଭାଙ୍ଗି ଦୋକାନ ଭିତରେ ଥିବା

ସଡ଼କ ଦୁର୍ଘଟଣାରେ ୨ ଗୁରୁତର !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୋଇ ଗାଁ ଛକ ନିକଟରେ ଏକ ଅଟୋ ସହ ଏକ ବାଇକ୍ ଧକ୍କା ହେବା ଫଳରେ ବାଇକରେ ଥିବା ୨ଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତର ୨ହେଲେ ଅଁଳାକଟା ଗାଁ ର ବିକଳ ସାହୁ ଓ ମହେଶ୍ଵର ସାହୁ । ସୂଚନା ଅନୁଯାୟୀ ବସୋଇ ଗ୍ରାମରୁ ଏକ ବାଇକ ଯୋଗେ ନିଜ ଗ୍ରାମକୁ

ବିପୁଳ ପରିମାଣର ଗଞ୍ଜେଇ ସହ ଜଣଙ୍କୁ ଗିରଫ କଲା ଅବକାରି ବିଭାଗ

ଗାର୍ମେଣ୍ଟ ବିକ୍ରି ଆଳରେ ଚାଲିଛି ଚୋରା ଗଞ୍ଜେଇ ବେପାର । ବସ୍ତା ବସ୍ତା ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ଆଉ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଚାଲିଥିବା ଏପରି କଳା କାରନାମାର ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ । ବିଶେଷ ସୂତ୍ରରୁ ସୂଚନା ପାଇ

ଯୁବକଙ୍କ ଆତ୍ମହତ୍ୟା !

ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ପୋଡାପଡା ଗ୍ରାମରେ ଗତକାଲି ରାତିରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ପୋଡାପଡା ଗ୍ରାମର ବିକ୍ରମ ମହାପାତ୍ର ଙ୍କ ସାନପୁଅ ବିଦୁଷ ମହାପାତ୍ର (୨୩) ଚଳିତ ବର୍ଷ ବିବାହ କରିଥିଲେ । ଗତକାଲି ରାତିରେ ସେ ଘରେ

ମୋ ସ୍କୁଲ ଅଭିଯାନରେ ନୂଆ ପୃଷ୍ଠା; ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷା ନେଇ କର୍ମଶାଳା

ଆଜିର ଛାତ୍ରଛାତ୍ରୀଙ୍କୁ ଆଗାମୀ ପିଢ଼ିର ସଫଳ ରୂପାୟନ ଦେବାକୁ ଏକ ଅନୁକୂଳ, ସହଯୋଗୀ ଓ ସୃଜନ ପରିବେଶ ସୃଷ୍ଟି କରି ଆରମ୍ଭ ହୋଇଛି ମୋ ସ୍କୁଲ ଅଭିଯାନ । ବିଭିନ୍ନ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ସହଯୋଗ ମୂଳକ ମଞ୍ଚ ଗଠନ କରିବା ହେଉଛି ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ।

ଶ୍ବଶୁର ଘର ପଛ ପଟୁ ଜ୍ବାଇଁର ମୃତଦେହ ଉଦ୍ଧାର !

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ରାଇତୈଳା ଗ୍ରାମରେ ଶ୍ବଶୁର ଘର ପଛ ପଟୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହାତା ଗ୍ରାମର ସନ୍ତୋଷ ବେଉରା ବୋଲି ଜଣାପଡିଛି । ଖବର ପାଇ ଗଁଦିଆ ପୋଲିସ ଏହି ଗ୍ରାମର

ପୁଷ୍ପ ର ଦୁଃଖ ଶୁଣିବ କିଏ ; ଘର ଖଣ୍ଡିଏ ପାଇଁ ସରପଞ୍ଚ ଙ୍କ ଠାରୁ ବିଡ଼ିଓ ଙ୍କ ନିକଟକୁ ଧାଇଁ ଧାଇଁ ନିରାଶ !

ସରକାର ଙ୍କ ଆବାସ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଯୋଗାଇବା ପାଇଁ ବ୍ୟବସ୍ଥା ରହିଥିବା ବେଳେ । ଆଜି ମଧ୍ୟ ଅନେକ ଗରିବ ପରିବାର ଅଛନ୍ତି ଯାହାଙ୍କ ପାଖରେ ଏହି ଯୋଜନା ପହଞ୍ଚିବା କଷ୍ଟକର । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବ୍ଳକ୍ ବାଲ୍ୟମ୍ବା ପଞ୍ଚାୟତ

ଭଡ଼ାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଆହୁସିଂବୋର୍ଡ ର ଏକ ଭଡ଼ା ଘରୁ ଆଜି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ମଠତେନ୍ତୁଲିଆ ଗ୍ରାମର ପ୍ରତିମା ଦାସ , ସେ ୨୦୦୨ ରେ ବିବାହ କରିଥିଲେ ସେ ନିଜ ସ୍ୱାମୀଙ୍କ ସହ ଏକ ଭଡା ଘରେ ରହୁଥିଲେ । ଆଜି ସ୍ୱାମୀ ନିଜ

ଫୁଟବଲ ଖେଳକୁ ନେଇ ଗୋଷ୍ଠୀ କନ୍ଦଳ

ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଆଇଜିଆଇଟି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ । ଚତୁର୍ଥ ବର୍ଷର ଛାତ୍ର ଏବଂ ତୃତୀୟ ବର୍ଷ ଛାତ୍ର ମଧ୍ୟରେ ଗୋଷ୍ଠୀ କନ୍ଦଳ ଶ୍ରୁଷ୍ଟି ହୋଇଥିଲା । ମଙ୍ଗଳବାର ଦିନ ଫୁଟବଲ ଖେଳକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ପରେ ହାତାହାତି

ଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଟାଟା ଷ୍ଟିଲ ବିଏସଏଲ

କୌଣସି କାରଣ ବଶତଃ ଟାଟା ଷ୍ଟିଲ ବିଏସଏଲ କମ୍ପାନୀ ନିକଟରେ ଥିବା ଏକ ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପ୍ରାୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ ଖବର ପାଇ କମ୍ପାନୀର ଅଗ୍ନିଶମ କର୍ମଚାରୀ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ରେ ସାହୁ
error: Content is protected !!