News
lipub
samparksetu
Browsing Category

ଢେଙ୍କାନାଳ ଖବର

ନିମଡିହ ଗାଁରେ ଶିବ ଲିଙ୍ଗ ଆବିର୍ଭାବ ନେଇ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ପଂଚାୟତ ଅନ୍ତର୍ଗତ ନିମଡିହ ଗାଁରେ ଶିବ ଲିଙ୍ଗ ଆବିର୍ଭାବକୁ ନେଇ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଲୋକମାନେ ନୀତିକାନ୍ତିରେ ଶିବ ଲିଙ୍ଗକୁ ପୂଜାର୍ଚ୍ଚନା କରିଥିଲେ । ସଂକୀର୍ତ୍ତନ ,ହରିବୋଲ ହୁଳହୁଳିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ

ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଓ ସମାଧାନ ପାଇଁ ବୈଠକ

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ ପଞ୍ଜିକୃତ କରିଥିବା ଚାଷୀ ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି କରି ନପାରି କମ ଦରରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହୋଇଛନ୍ତି। ସୂଚନା ଥାଉ କି ପଞ୍ଜିକୃତ କରିଥିବା ଅର୍ଦ୍ଧାଧିକ ଚାଷୀ ବିକ୍ରି କରି ପାରି ନାହାଁନ୍ତି। ସମବାୟ

କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ ଛାତ୍ର ନିଖୋଜ,ବିଦ୍ୟାଳୟ ସୁରକ୍ଷାକୁ ନେଇ ବଢ଼ିଲା ଅଡୁଆ !

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ଗାଁ ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରୁ ଜଣେ ଦଶମ ଶ୍ରେଣୀ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି । ନିଖୋଜ ଛାତ୍ରଙ୍କ ନାମ ଦିନେଶ ପ୍ରଧାନ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଜରପଡା ଥାନା

ଇନ୍ଦିପୁର ଗ୍ରାମରେ ନବାହ୍ନ ପାରାୟଣ ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଆଜି ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ନବାହ୍ନ ପାରାୟଣର ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । କୋଭିଡ କଟକଣାକୁ ଆଖି ଆଗରେ ରଖି ଅଳ୍ପ ସଂଖ୍ୟକ ଭକ୍ତରେ ହନୁମାନ ପ୍ରଭୁଙ୍କର ନବାହ୍ନ ପାରାୟଣର ୨୫ ବର୍ଷ ପୂର୍ତ୍ତି ଅବସରରେ

ବିଳମ୍ବିତ ରାତିରେ ୨ଜଣଙ୍କ ଘରୁ ଲୁଟ !

ବିଳମ୍ବିତ ରାତିରେ ଦୁଇ ଦୁଇ ଜଣ ଙ୍କ ଘରୁ ଲୁଟ୍ ଅଭିଯୋଗ, ରବିବାର ବିଳମ୍ବିତ ରାତିରେ ୨ଜଣଙ୍କ ଘରୁ ଲୁଟ ହୋଇଛି ୫ ଭରି ସୁନା ଅଳଙ୍କାର ଏବଂ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଲତାବିଲ ଗ୍ରାମରେ

ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି !

ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି , ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ମଙ୍ଗେଇ ତରେଇ ଙ୍କ ପୁଅ ନେଉଳ ତରେଇ (୪୫) ଆଜି ମାଛ ଧରିବାକୁ ଯାଇ ନଦୀରେ ବୁଡିଯାଇ ଥିବାର ସୂଚନା ମିଳିଛି । ତେବେ ଅନେକ ଖୋଜାଖୋଜି ପରେ ମାଳପୁରା ମଦୀ ଘାଟରୁ ତାଙ୍କର ମୃତ ଦେହ

ବିଜୁଳି ସତ୍ୟାଗ୍ରହର ପଞ୍ଚମ ଦିନରେ ସାମିଲ ହେଲେ, ଢେଙ୍କାନାଳ ଆପ୍ ର ବରିଷ୍ଠ ସଦସ୍ୟ ଏବଂ କର୍ମୀ

ଆମ୍ ଆଦମୀ ପାର୍ଟି ପକ୍ଷରୁ ଭୁବନେଶ୍ୱର ଠାରେ ଜାରି ରହିଛି ବିଜୁଳି ସତ୍ୟାଗ୍ରହ । ପ୍ରକାଶ ଥାଉକି, ଗତ ୭ ତାରିଖ ଠାରୁ ଆପ୍ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ମାସିକ ଦୁଇ ଶହ ୟୁନିଟ ବିଜୁଳି ବିନା ମୂଲ୍ୟରେ ଯୋଗାଇ ଦେବା ଦାବିରେ ଆମରଣ ଅନଶନରେ ବସିଛନ୍ତି । ଓଡ଼ିଶାର

ପଞ୍ଚାୟତ ସମିତି ର ନବମ ସାଧାରଣ ଅଧିବେଶନ

କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହ ଠାରେ ପଞ୍ଚାୟତ ସମିତି ର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ପୂର୍ତ୍ତ ଖଣି ଓ଼ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିଲେ । ଗତ ବର୍ଷ ପଞ୍ଚାୟତ ସମିତି ରେ ଥିବା

ହାତୀ ଆକ୍ରମଣ ରେ ବ୍ୟବସାୟୀଙ୍କ ମୃତ୍ୟୁ !

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ପଟାଳୁ ଗ୍ରାମ ନିକଟରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଜୋଟବେରେଣା ଗ୍ରାମର ମାୟାଧର ସ୍ୱାଇଁ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ମାୟାଧର ଜଣେ ଗୂଡ଼ ବ୍ୟବସାୟୀ । ଗୂଡ଼ ବିକିବାକୁଯାୟୀ ଗତକାଲି ନିଜ ସାଇକଲ ଯୋଗେ

ଛୁଟି କାଟିବାକୁ ଘରକୁ ଆସିଥିଲେ ଯବାନ ଦୁର୍ଘଟଣାରେ ଚାଲିଗଲା ଜୀବନ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରଥପଦା ନିକଟରେ ଦୁର୍ଘଟଣା, ହାଇୱା ଏବଂ କାର୍ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ କୋତ୍ତମ ଗ୍ରାମର ମନୋଜ ବେହେରା ଏବଂ ଗଣ୍ଡାନାଳୀ ଗ୍ରାମ ର ଗୋପବନ୍ଧୁ ରାଉତ ଏକ କାର୍ ଯୋଗେ ପୁରୁଣା କଟକ -
error: Content is protected !!