News
lipub
samparksetu
Browsing Category

ଢେଙ୍କାନାଳ ଖବର

ସଡକ ଦୁର୍ଘଟଣା ରେ ରାଜସ୍ବ ନିରୀକ୍ଷକ ଙ୍କ ମୃତ୍ୟୁ

ଭୁବନ ତହସିଲ ର ପୂର୍ବତନ ରାଜସ୍ବ ନିରୀକ୍ଷକ ଶ୍ରୀକାନ୍ତ କୁମାର ପରିଡା ଙ୍କର ସଡକ ଦୁର୍ଘଟଣା ଦେହାନ୍ତ ହୋଇଯାଇଛି । ଢେଙ୍କାନାଳ ଷଡ଼ଙ୍ଗୀ ରାସ୍ତା ରେ ନିଜ ଘର ଗଁଦିଆ ବ୍ଲକ କାଶୀପୁର ଗ୍ରାମ ପଂଚାୟତ ଭାଲିଆପାଟ କୁ ମୋଟର ସାଇକେଲ ଯୋଗେ ଫେରୁଥିବା ବେଳେ ବିଳମ୍ବିତ ରାତିରେ କପିଳାସ ନିକଟରେ

ବିରାଶାଳ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବିରାଶାଳ ଠାରେ ବିରାଶାଳ ମଣ୍ଡଳ ବିଜେପି ତରଫରୁ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗର ବିଜେପି ପାର୍ଥି ତଥା ସମାଜ ସେବୀ ନେତା ବିଭୁତି ପ୍ରଧାନ, ମଣ୍ଡଳ ସଭାପତି ସନାତନ ସାହୁ

ଆପ୍ ର ପର୍ଯ୍ୟବେକ୍ଷକଙ୍କ ଢେଙ୍କାନାଳ ଗସ୍ତ, ଗଣତାନ୍ତ୍ରିକ ପଦ୍ଧତିରେ ଜିଲ୍ଲା ଆବାହକ ନିର୍ବାଚିତ

ଆମ୍ ଆଦମୀ ପାର୍ଟି ର ପର୍ଯ୍ୟବେକ୍ଷକଙ୍କ ଢେଙ୍କାନାଳ ଜିଲ୍ଲାର ସକ୍ରିୟ ସଦସ୍ୟ ମାନଙ୍କୁ ନେଇ ବୈଠକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ସ୍ତରରେ ଜିଲ୍ଲାର ୬୬ ଜଣ ସକ୍ରିୟ ସଦସ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ

ଘର ଢ଼ଳେଇ ଭୋଜି ଖାଇ ଝାଡାବାନ୍ତିରେ ୨ ଶ୍ରମିକ ମୃତ,୪ ଗୁରୁତର ଏବଂ ୧୫ ରୁ ଅଧିକ ଆକ୍ରାନ୍ତ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅରଖପାଳ ପଞ୍ଚାୟତ ଅନ୍ତର୍ଗତ ବେଢାପାଳ ଗାଁରେ ଭୋଜି ଖାଇବା ପରେ ବ୍ୟାପିଲା ଝାଡାବାନ୍ତି। ଝାଡାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ୪ ଜଣ ବ୍ୟକ୍ତି ଗୁରୁତର ଏବଂ ୧୫ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ୪ ଗୁରୁତରଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ

ବାଇକ ଧକ୍କାରେ ସାଇକେଲ ଆରୋହୀଙ୍କର ଉଡ଼ିଗଲା ପ୍ରାଣ ବାୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲର ଗେଙ୍ଗୁଟିଆ ଗାଁ ନିକଟରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପରଜଙ୍ଗ ଥାନା କୁଲେଇ ଗାଁର ଜିତେନ୍ଦ୍ର ଜେନା(୫୨) । ସୂଚନା ଅନୁଯାୟୀ ,ଶନିବାର ଦିନ ସଂନ୍ଧ୍ୟା ୬ଟା ସମୟରେ କୁଲେଇ

ଢେଙ୍କାନାଳ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ରାଧାକୃଷ୍ଣ ଯୁବକ ସଂଘ କଙ୍କିଳି ସହଯୋଗ ରେ କଙ୍କିଳି ହାଇ ସ୍କୁଲ ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଭଲି ବଲ , ଶହେ ମିଟର ଦୌଡ, ଲମ୍ବ ଡିଅଁ କ୍ରୀଡା

ଗୋଟିଏ ନମ୍ବର ୩ଟି ସେବା, ଆରମ୍ଭ ହେଲା ୧୧୨ ସେବା

ଏଣିକି ଗୋଟିଏ ନମ୍ବରରେ ମିଳିବ ସମସ୍ତ ଜରୁରୀକାଳୀନ ସେବା, ନିଆଁ ଲାଗିଲେ ଅଗ୍ନିଶମ ବାହିନୀ, ଆଇନଶୃଙ୍ଖଳା ପାଇଁ ପୋଲିସ ଏବଂ ଦେହ ଖରାପ ପାଇଁ ଆମ୍ବୁଲାନ୍ସ ଏହି ୩ ପ୍ରକାର ଜରୁରୀକାଳୀନ ସେବା ପାଇଁ ରାଜ୍ୟ ସରକାର ଗୋଟିଏ ନମ୍ବର ୧୧୨ ଆରମ୍ଭ କରିଛନ୍ତି । ଫଳରେ କୌଣସି ଅପ୍ରୀତିକର

କଳାପରିଷଦ ପକ୍ଷରୁ ବହି ପୂଜା

ଢେଙ୍କାନାଳ ଜିଲ୍ଲା ଭୁବନ ଅଂଚଳ ର କଳାକାର ଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଭୁବନ କଳାପରିଷଦ ପକ୍ଷରୁ ସ୍ଥାନୀୟ ବୁଦ୍ଧେସ୍ୱର ମନ୍ଦିର ପରିସରରେ ନାଟକ ବହି ପୂଜା ଶୁକ୍ରବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ହିଙ୍ଗୁଳା ପୂଜା ଅବସର ରେ ରାଜଧାନୀ ଝିଅ ରାଜନନ୍ଦିନୀ ବହିକୁ ପୂଜା

ସର୍ବସାଧାରଣ ସ୍ଥାନରେ ହୋଲି ପାଳନ ଉପରେ କଟକଣା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିଷ୍ପତ୍ତି, ସର୍ବସାଧାରଣ ସ୍ଥାନରେ ହୋଲି ପାଳନ ଉପରେ କଟକଣା । ଜାରି ରହିତ ପରମ୍ପରା ହେଲେ ରାସ୍ତାକୁ ଆସିବା ମନା ଘରେ ରହି ପରିବାର ସହ ହୋଲି ଖେଳିପାରିବେ ହୋଲି । ଏନେଇ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍

ଆମ ଆଦମୀ ପାର୍ଟି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଅଧକ୍ଷଙ୍କ ଦ୍ୱାରା ଆପ୍ ର ପ୍ରସ୍ତୁତି ବୈଠକ

କାମାକ୍ଷାନଗର ବ୍ଲକ ତଥା ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧୀନ ପାରିମାଳ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସ୍ଥାନୀୟ ଅଞ୍ଚଳରେ ପଶୁ ଡାକ୍ତରଖାନା, ପାନୀୟଜଳ ସମସ୍ୟାର, କୃଷି ଅଫିସ ଓ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା
error: Content is protected !!