News
lipub
samparksetu
Browsing Category

ଢେଙ୍କାନାଳ ଖବର

ହାଇଡ୍ରା ବାଇକ୍ ମଧ୍ୟରେ ଦୁର୍ଘଟଣା, ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭଗବାନ ପୁର ନିକଟରେ ଦୁର୍ଘଟଣା । ବାଇକ୍ ଓ ଏକ ହାଇଡ୍ରା ମଧ୍ୟରେ ଦୁର୍ଘଟଣା, ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ । ମୃତ ବାଇକ୍ ଚାଳକ ଜଣଙ୍କ ନେଉଳପୋଇ ଗ୍ରାମର ଅଜୟ ଗଡ଼ନାୟକ । ଅଜୟ ଢେଙ୍କାନାଳ ରୁ ନିଜ ଘରକୁ ଫେରୁଥିବା ସମୟରେ

ହାତୀ ଆକ୍ରମଣରେ ବାପ,ପୁଅ ଗୁରୁତର !

ଢେଙ୍କାନାଳ ଜିଲ୍ଲା ପଣ୍ଡୁଆ ସୋଗର ରାସ୍ତାରେ କାଲି ସନ୍ଧ୍ୟା ରେ ଏକ ଦନ୍ତା ହାତୀ ଆକ୍ରମଣରେ ବାପ,ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବାପା ପୁଅ ହେଲେ ସୋଗର ଗ୍ରାମର ସୁଦର୍ଶନ ମଲ୍ଲିକ (୪୦) ଓ ତାଙ୍କର ପୁଅ ସୁବ୍ରତ ମଲ୍ଲିକ (୯) ବୋଲି ଜଣାପଡିଛି । ସୂଚନାଯୋଗ୍ୟ କି, କାଲି ସନ୍ଧ୍ୟାରେ

କଙ୍କଡ଼ାହାଡ଼ ରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଜୁନିୟର ମହାବିଦ୍ୟାଳୟ ଠାରେ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ କଙ୍କଡାହାଡ ବ୍ଲକର ୨୧ ଟି ପଞ୍ଚାୟତ ରେ ଥିବା ଦିବ୍ୟାଙ୍ଗ ମାନେ ଯୋଗଦେଇଥିଲେ। ବିଡିଓ ଖଗେଶ୍ବର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭିବେ ଉଦଘାଟନ

ଶ୍ରୀଗୁରୁ ଅନନ୍ତ ଆଶ୍ରମ ସର୍ବୋଦୟ ସମିତି ର ୧୫ ତମ ବାର୍ଷିକ ଯଜ୍ଞ ଅନୁଷ୍ଠିତ

୨୦୦୬ ମସିହା ରେ ପ୍ରତିଷ୍ଠା ହୋଇଥିବା ଏହି ଆଶ୍ରମରେ ସମାଜର ମଙ୍ଗଳ ସାଧନ ପାଇଁ ପ୍ରତିବର୍ଷ ଜଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେଉଛି । ଆଶ୍ରମର ମୁଖ୍ୟ ଆବାହକ ଙ୍କ ମତ ଅନୁସାରେ ସନାତନ ଧର୍ମର ପ୍ରଚାର ଓ ପ୍ରସାର ଏବଂ ବ୍ରହ୍ମ ଜ୍ଞାନର ଉତ୍ତଥାନ ନିମନ୍ତେ ଅନନ୍ତ ଆଶ୍ରମର ଉତ୍ପତ୍ତି। ସଂସାରରୁ

ଚାଷ ଜମିରେ ବୋମା ବିସ୍ପୋରଣ !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗ୍ରାମ ଅନ୍ତର୍ଗତ ତଳ ସାହିର ଚାଷ ଏକ ବୋମା ବିସ୍ପୋରଣ ଘଟିଥିବାର ଦେଖା ଦେଇଛି । ତେବେ ଚାଷ ଜମିରେ ଜଣେ ମହିଳା ମାଟି ଖୋଳୁଥିବା ବେଳେ ଏଭଳି ବିସ୍ପୋରଣ ଘଟିଛି । ମହିଳା ଜଣଙ୍କ ସେହି ଗ୍ରାମର ନିରୁପମା ବାରିକ ବୋଲି ସୂଚନା ମିଳିଛି। ନିଜ ବାଡିରେ

ଭଗବାନପୁର ନିକଟରେ ଦୁର୍ଘଟଣା, ବାଇକ୍ ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ସହର ଉପକଣ୍ଠ ଭଗବାନପୁର ଶିବମନ୍ଦିର ନିକଟରେ ଦୁର୍ଘଟଣା । କାର୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ କାର୍ ଚାଳକ ଘଟଣା ସ୍ଥଳରୁ ଫେରାର ଥିବାର ଜଣାଯାଇଛି । ମୃତ ବାଇକ୍ ଚାଳକ ଜଣଙ୍କ ଦୁଧୁ କାଟେଣି

ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀଙ୍କ ବିୟୋଗ

ଆଜି ଦିବା ୧୦ ଘଟିକା ସମୟରେ ଭୁବନେଶ୍ବରସ୍ଥ ଏକ ଘରୋଇ ହସପିଟାଲରେ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀ ଜ୍ୟୋତିର୍ମୟୀ ଭୂତିଆଙ୍କ ୭୧ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣ ହୋଇଯାଇଛି। ସେ ଜଣେ ଅତ୍ୟନ୍ତ ସଦଗୁଣ ଧାରୀ, ଅମାୟିକା, ସ୍ନେହୀ, ପରୋପକାରୀ, ଧର୍ମପ୍ରାଣା ମହିଳା ଭାବରେ

ଷ୍ଟୋଭ୍ ଫାଟି ମହିଳା ଜୀବନ୍ତ ଦଗ୍ଧ !

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଜାଆନ୍ଦାପଶି ଗ୍ରାମରେ ଅଭାବନୀୟ ଘଟଣା, ଜୀବନ୍ତ ଦଗ୍ଧ ହେଲେ ମହିଳା । ସୂଚନା ଅନୁଯାୟୀ ଜାଆନ୍ଦାପଶି ଗ୍ରାମର ଜଣେ ମହିଳା ରୋଷେଇ କରୁଥିବା ସମୟରେ ଷ୍ଟୋଭ୍‌ ଟି ହଠାତ ଫାଟିଯାଇଥିଲା । ମହିଳା ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଘରେ ଥିବା ସମସ୍ତ

ବାରାହା ଆକ୍ରମଣରେ ୫ଗୁରୁତର !

ବାରାହା ଆକ୍ରମଣରେ ୫ଗୁରୁତର ,ସମସ୍ତ ଗୁରୁତରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।ସକାଳେ ଘରେ ବସିଥିବା ବେଳେ ବାରାହା ଆକ୍ରମଣ କରିଥିଲା।ସମସ୍ତ ଗୁରୁତର ହେଲେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମୁତୁରିବନ୍ଧ ଗ୍ରାମର। ସୂଚନା ଅନୁସାରେ ଆଜି ସକାଳେ ସମସ୍ତେ ନିଜ ଘର କାମ

କାଇମାଟି ଛକ ନିକଟରେ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ସାଇକଳ ଚାଳକ ଗୁରୁତ୍ତର

ଢେଙ୍କାନାଳ ଉପକଣ୍ଠ କାଇମାଟି ଛକ ନିକଟରେ ଦୁର୍ଘଟଣା, ଦୁର୍ଘଟଣାରେ ସାଇକଲ ଚାଳକ ଗୁରୁତ୍ତର । ଗୁରୁତ୍ତର ଜଣଙ୍କ ଡାହିମାଲ ଗ୍ରାମର ରବି ନାରାୟଣ ମହାନ୍ତି । ସୂଚନା ଅନୁଯାୟୀ ରବି ସାଇକଲ ଯୋଗେ କାଇମାଟି ଆସୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇ
error: Content is protected !!