Browsing Category
ଢେଙ୍କାନାଳ ଖବର
ଆୟୁଷ ଡାକ୍ତର ଙ୍କ ସନ୍ଦେହ ଜନକ ମୃତ୍ୟୁ
ଆଜି ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଅବନୀ କାନ୍ତ ସାହୁ ଙ୍କର ପରଲୋକ ଘଟିଥିଲା ଜଣାପଡିଛି । ଡାକ୍ତର ଅବନୀ କାନ୍ତ ସାହୁଙ୍କର କିଛିଦିନ ହେବ ଅସୁସ୍ଥ ଥିଲେ ମଧ୍ୟ ତାଙ୍କର ଦୈନଦିନ କାର୍ଯ୍ୟ କରୁଥିଲେ । ଆଜି ସକାଳୁ କୈାଣସି କାର୍ଯ୍ୟରେ ଯିବାକୁ ମେଡିକାଲ ଗାଡ଼ି ଚାଳକ!-->…
ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଯୁବକ ଗୁରୁତର ଆହତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଜରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜରଡ଼ା ଠାରେ ଘଟିଛି ଏକ ନାରକୀୟ କାଣ୍ଡ।
ସୂଚନା ଅନୁଯାୟୀ , ଜରଡା ଗ୍ରାମର ସରୋଜ କୂମାର ପାଢ଼ୀ (୫୦) ଆଜି ଗ୍ରାମ ନିକଟସ୍ଥ ଆଶ୍ରମରେ ଫୁଲତୋଳୁଥିବା ସମୟରେ ଦୁଇ ଦୁର୍ବୃତ୍ତ ଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆହତ!-->!-->!-->…
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ
ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଛି । ଟିଏସ୍ଏଫ୍ ପକ୍ଷରୁ ୨୦୨୩ ନଭେମ୍ବର ୧୪ରେ ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍ର ମଙ୍ଗଳପୁର ଗ୍ରାମରେ ଏକ ମଲ୍ଟି ସ୍ପେସିଆଲିଟି (ବହୁମୁଖୀ) ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ!-->…
ନାଳରେ ବୁଡି ଯୁବକ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଞ୍ଚାୟତ କଲଦା ଗ୍ରାମର ହାଡିବନ୍ଧୁ ଦେହୁରୀ ଙ୍କ ନାଳରେ ବୁଡି ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ , ମଙ୍ଗଳବାର ପୂର୍ବାହ୍ନ ରେ କଲଦା ନାଳରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲେ । ତାଙ୍କର ଘଟଣା ସ୍ଥଳରେ ହିଁ!-->!-->!-->…
ରାସ୍ତା ନିର୍ମାଣକୁ ନେଇ ଜନ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୧୫ ନଂ ୱାର୍ଡ ଆଳୁସିଂହ ଗ୍ରାମରେ ପୂର୍ତ୍ତବିଭାଗର ରାସ୍ତା ନିର୍ମାଣକୁ ବିରୋଧ କରି ଶତାଧିକ ମହିଳା ଓ ଗ୍ରାମବାସୀ ମାନେ ବିରୋଧ କରିବା ସହିତ ରାସ୍ତାଟି ଗ୍ରାମଦେବୀଙ୍କ ନିକଟ ପାର୍ଶ୍ୱ ଦେଇ ସଙ୍କୋଳ ରାସ୍ତାରେ ସଂଯୋଗ କରିବାକୁ ଗ୍ରାମବାସୀ ମାନେ ଦାବିକରି!-->…
ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ , ଆଜି ଅପରାହ୍ନ ଦୁଇଟା ସମୟରେ ହିନ୍ଦୋଳ ଏନଏସି ୱାର୍ଡନଂ -୩ ଚମ୍ପତିସାହି ଛକ ନିକଟରେ ଚମ୍ପତି ସାହିର ସରୋଜ ସାମଲ(୩୫)ଙ୍କ ବାଇକ ସହ ହିନ୍ଦୋଳ!-->!-->!-->…
ପାରିବାରିକ କଳହ କୁ ନେଇ ଏସିଡ ମାଡ
ଭୁବନ ବ୍ଲକ ବାଳିବୋ ପଞ୍ଚାୟତ ଅନ୍ତର୍ଗତ ଗଡଗହମପୁର୍ ଗ୍ରାମ ର ୱାର୍ଡ ନମ୍ୱର ୬ ଲତାବିଲ ସାହିରେ ପାରିବାରିକ କଳହକୁ ନେଇ ଏସିଡ ମାଡ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ କି , ଗ୍ରାମର ଯୋଗୀ ନାୟକଙ୍କ ସାନପୁଅ ଭାଗିରଥି ନାୟକ (୪୦) ରାତି ପ୍ରାୟ ୧୦ଟା ବେଳେ ଏସିଡ ମାଡ ହୋଇଥିବା ଜଣାପଡିଛି!-->!-->!-->…
ନାତି ବେକରେ ଛୁରି ଲଗାଇ ଲୁଟ
ଭୁବନ ଥାନା ବାଲିବୋ ପଞ୍ଚାୟତ ଗରୁଡ଼ବନ୍ଧି ଗ୍ରାମ ରେ ଘରେ ପସି ଲୁଟିନେଲେ ସାଠିଏ ହଜାର ଟଙ୍କା ଓ ଚାରି ଭରି ସୁନା । ଏପରି ଘଟଣା ଘଟିଛି ଗରୁଡବନ୍ଦୀ ରାଉତ ସାହିରେ । ଶୁକ୍ରବାର ରାତ୍ରୀ ଗୋଟାଏ ସମୟରେ ତିନି ଜଣ ଲୁଟେରା ମୁହଁରେ ଗାମୁଛା ଘୋଡାଇ ଗ୍ରାମର ବିଜୟ ରାଉତ ଘରେ ପସିଥିଲେ ।
!-->!-->!-->…
ଅଧ୍ୟାପକଙ୍କ ବଦଳି ବାତିଲ ଦାବିରେ କଲେଜ ଅଧକ୍ଷଙ୍କୁ ଘେରିଲେ ଛାତ୍ରଛାତ୍ରୀ
କାମାକ୍ଷାନଗର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ମଦନ ମୋହନ ବରାଳ ଙ୍କର ୮ ମାସ ଚାକିରୀ ରହିଛି l କିନ୍ତୁ ସରକାର ଏହାକୁ ନଜର ନକରି ଶ୍ରୀ ବରାଳ ଙ୍କୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଦଳି କରିଥିଲେ l ଏହି ବଦଳି କୁ ବିରୋଧ କରି ଅଧ୍ୟାପକ ଶ୍ରୀ ବରାଳ ଉଚ୍ଚ ନ୍ୟାୟାଳୟ ରେ ଦ୍ୱାରସ୍ଥ!-->…
ତପୋବନ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ତପୋବନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l
ନଭେମ୍ବର ୨୨ତାରିଖରେ ଶ୍ରୀ ମହିମା ଗୋସାଇଁଙ୍କ ତପୋବନ ମେଳା ଅନୁଷ୍ଠିତ ହେବ l ଏହି ସ୍ଥାନରୁ ହିଁ!-->!-->!-->…