Browsing Category
ଢେଙ୍କାନାଳ ଖବର
ରାଜପଥ ଉପରେ ହାତୀପଲ
କାମାକ୍ଷାନଗର ୧୪୯ ନଂ ଜାତୀୟ ରାଜପଥ ଉପରେ ୪୬ ଟିକିଆ ହାତୀପଲ ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାରେ ଜାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ରାସ୍ତା ପାର ହୋଇ ହାତୀପଲ ଏବେ ମହାବିରୋଡ଼ ରେଞ୍ଜ ପରମହଂସପୁର ଗ୍ରାମନିକଟରେ ଥିବାର ସୂଚନା ମିଳିଛି ।
ହାତୀପଲ ଉପରେ ବନବିଭାଗ!-->!-->!-->…
ଟ୍ରାନ୍ସଫର୍ମର ସଂସ୍ପର୍ସରେ ଆସି ଷଣ୍ଢ ମୃତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ପରମହଂସପୁର ଛକ ନିକଟରେ ବସିଥିବା ୧୬ କେଭି ର ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ସୋମବାର ସକାଳ ପ୍ରାୟ ୬ ଘଟିକା ସମୟରେ ଏକ ଷଣ୍ଢ ର ମୃତ୍ୟୁ ଘଟିଛି ।
ସୋଚନା ଯୋଗ୍ୟ କି , ଉକ୍ତ ବିଦ୍ୟୁତ!-->!-->!-->…
ନକଲି ଡାକ୍ତରଙ୍କୁ ଗିରଫ କଲା ପୋଲିସ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଇଥିବା କାରଣରୁ ଏହାର ସୋଯୋଗ ନେଇ କିଛି ନକଲି ଡାକ୍ତର ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ନିରୀହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁ ରେ ଶୋଷଣ କରୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଏହି ବ୍ଲକ ଅନ୍ତର୍ଗତ!-->!-->!-->…
ଦୁର୍ନୀତି ନିବାରଣ ସଚେତନତା ଶିବିର ଅନୁଷ୍ଠିତ
ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ଥାନୀୟ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଭାପୁର ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଶିବିର ରେ ବ୍ଯାଙ୍କର ଶାଖା!-->!-->!-->…
ଗଜଲଷ୍ମୀ ପୂଜାର ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପ୍ରସିଦ୍ଧ ଗଜଲଷ୍ମୀ ପୂଜାର ଭସାଣି ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଗଜଲଷ୍ମୀ ଙ୍କ ଭସାଣି ଉତ୍ସବ ୮ ନଭେମ୍ବର ସକାଳ ୮.୩୦ ଘଟିକାରୁ ଆରମ୍ଭ ହେବ l ଏହି!-->…
ପାଇକ ବିଦ୍ରୋହର ୨୦୫ ବର୍ଷ ପୂର୍ତୀ ଅବସରରେ ଢେଙ୍କାନାଳରେ ଖଣ୍ଡାୟତ କ୍ଷେତ୍ରୀୟ ରାଜ୍ୟ ସମ୍ମିଳନୀ
ଗତକାଲି ଅପରାହ୍ନରେ ଢେଙ୍କାନାଳ ସହରସ୍ଥଏକ ହୋଟେଲ୍ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଖଣ୍ଡାୟତ ,କ୍ଷତ୍ରୀୟ ମହାସଭା ଦ୍ୱାରା ଆହୁତ ଏକ ମହାମିଳନ, ଆବାହକ ରାଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଏହି ପରାକ୍ରମୀ ବୀର ଜାତିର ପୂର୍ବସୂରୀମାନଙ୍କ!-->…
ଅପହରଣ ପରେ ହତ୍ୟା ସନ୍ଦେହ, ଏସପି ଙ୍କ ଦ୍ୱାରସ୍ତ ହେଲେ ପତ୍ନୀ
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମର ଅଦେଇ ସାମଲ (୪୫) ଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ତାଙ୍କ ପତ୍ନୀ ସୋଭାଗିନି ସାମଲ ସୋମବାର ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ବେଳେ ଏସ ପି ଜ୍ଞାନରଞ୍ଜନ ମହାପାତ୍ର ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଘଟଣା ର ତଦନ୍ତ କରାଯାଇ!-->…
ଦୁର୍ଘଟଣାରେ ରୋଜଗାରିଆ ପୁଅକୁ ହରାଇଲା ପରିବାର
ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଜଣେ ଯୁବକ ଖୁଣ୍ଟୁଣି ନିକଟରେ ଟ୍ରକ୍ ଦୁର୍ଘଟଣା ରେ ପ୍ରାଣ ହାନୀ ଘଟିଥିବା ଜଣାଯାଇଛି । ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହାଆରଡମ୍ବରେ ଚାଲୁଥିବା ସମୟରେ ଦୁଇ ସାଙ୍ଗଙ୍କ ପାଇଁ ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା ।ଏଭଳି ଅଭାବନୀୟ ଘଟଣା ଘଟିଯାଇଛି!-->…
ଦାଦନ ଖଟିବାକୁ ଯାଇ ଶ୍ରମିକ ଙ୍କ ମୃତ୍ୟୁ !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଂଚାୟତ କର୍ଣ୍ଣପୁର ଗ୍ରାମର ଜନୈକ ଯୁବକ ଦାଦନ ଖଟିବାକୁ ଯାଇ ମାସ ପରେ ଘରକୁ ଆସିବାର ଥିବାବେଳେ ହଠାତ ତାଙ୍କର ମୃତୁ ଖବର ଶୁଣି ଗ୍ରାମରେ ଶୋକର ଛାୟା ଖେଳିଯାଇଛି l
ଘଟଣା ରୁ ପ୍ରକାଶ ଯେ, କନ୍ତାମିଲା ପଂଚାୟତ ଖଜୁରିଆମୁଣ୍ଡାଗ୍ରାମର!-->!-->!-->…
ଜିଲ୍ଲା ପ୍ରଶାସନ ପକ୍ଷରୁ ପିଆଜ ଦର ନିର୍ଦ୍ଧାରିତ
ଅସାଧୁ ଉପାୟରେ ପିଆଜ ମହଜୁଦ ରଖି କଳାବଜାରି କରୁଥିବାର ଅଭିଯୋଗ ଆସିଲା ପରେ ଜିଲ୍ଲା ବେସାମାରିକ ଯୋଗାଣ ବିଭାଗ ତରଫରୁ ପିଆଜ ଗୋଦାମ ମାନଙ୍କରେ ଚଡାଉ କରି ତନଖି କରାଯାଇଛି ।
ଏହାସହିତ ଉପଖଣ୍ଡ ସ୍ତରରେ ମଧ୍ୟ ଉପଜିଲ୍ଲାପାଳ, ବେସାମାରିକ ଯୋଗାଣ କର୍ମଚାରୀ ଓ ଫୁଡ ଇନସପେକ୍ଟର ମିଳିତ ଭାବେ!-->!-->!-->…