News
lipub
samparksetu
Browsing Category

ଢେଙ୍କାନାଳ ଖବର

ବିଶ୍ୱ ମହିଳା ଦିବସ ଅବସରରେ ଡାକମୋହର ଉନ୍ମୋଚିତ

ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଡାକମଣ୍ଡଳ ତରଫରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଏକ ବିଶେଷ ଡାକ ମୋହର ଉନ୍ମୋଚିତ ହୋଇଯାଇଅଛି। ଆଜିର ଏହି ବିଶେଷ ମୋହର ଜରିଆରେ ମହିଳା ମାନଙ୍କର ସମସ୍ତ କ୍ଷେତ୍ରରେ ସମାନ ଅଧିକାର, ଆଉ ଦେଶର ବିକାଶ ପଥରେ ତାଙ୍କର ଅବଦାନ କିଛି କମ ନୁହଁ ବାର୍ତ୍ତା ର

ଆପ୍ ରାଜ୍ୟ ଆବାହକଙ୍କ ଢେଙ୍କାନାଳ ଗସ୍ତ

ଆମ୍ ଆଦମୀ ପାର୍ଟି ଓଡ଼ିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଦୀର୍ଘ ଦଶ ଦିନ ହେଲା ପଶ୍ଚିମ ଓଡ଼ିଶା ଗସ୍ତ କରିବାପରେ ଢେଙ୍କାନାଳ ଠାରେ ଜିଲ୍ଲା କର୍ମୀ ମାନଙ୍କର ସ୍ୱାଗତ ଏବଂ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଏକ ଔପଚାରିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ

ଗୋଲେଇ ଛକ ନିର୍ମାଣ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ !

ଢେଙ୍କାନାଳ ସହରକୁ ମହିଷାପାଟ ଦେଇ ଆସିଥିବା ସଂଯୋଗୀକରଣ ରାସ୍ତା ଏବେ ପାଲଟିଛି ଦୁର୍ଘଟଣା ପ୍ରବଣ ସ୍ଥାନ । ପ୍ରତିଦିନ ଘଟୁଛି ନାହିଁନଥିବାର ଦୁର୍ଘଟଣା । ସମ୍ପୃକ୍ତ ସଂଯୋଗୀ କରଣ ରାସ୍ତା ଉପରେ ନିର୍ଭର କରନ୍ତି ଅନ୍ୟୁନ୍ୟ ୪ ପଞ୍ଚାୟତ ଏବଂ ୨୦ ରୁ ଉର୍ଦ୍ଧ୍ବ ଗ୍ରାମର ବାସିନ୍ଦା ।

ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁଇଦିନ ଧରି ଗୋଟିଏ ଘରେ ଅଟକ ରଖି ମାନସିକ ନିର୍ଯାତନା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଭୁବନରେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁଇଦିନ ଧରି ଗୋଟିଏ ଘରେ ଅଟକ ରଖି ମାନସିକ ନିର୍ଯାତନା ଅଭିଯୋଗ । ବାହା ହେବାକୁ ରାଜି ନହେଲେ ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ, ଖବର ପାଇ ଉଦ୍ଧାର କଲା ପୋଲିସ, ଅଭିଯୁକ୍ତ ଯୁବକ ଗିରଫ । ସୂଚନା ଅନୁଯାୟୀ ଭୁବନ ଥାନା

ଗଛରେ ପିଟିହୋଇ ବାଇକ ଚାଳକ ଗୁରୁତର !

ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା-ବିରିଖୁଣ୍ଟି ରାସ୍ତାରେ ସଡ଼କ ଦୁର୍ଘଟଣା। ଆଜି ସନ୍ଧ୍ୟା ୭ଟା ପାଖାପାଖି ଏହି ଦୁର୍ଘଟଣା ଘଟିଛି। ନାଗିଆପଶି ପଞ୍ଚାୟତର ଡାହିମାଳ ଗାଁ ର ପଙ୍କଜ ଦେହୁରୀଙ୍କ ପୁଅ ଚନ୍ଦନ ଦେହୁରୀ ନିଜ ପଲସର ବାଇକ୍ (ଓଡି୦୬ଜେ୫୨୮୭) ନେଇ ଯାଉଥିବା ସମୟରେ

କାମାକ୍ଷାନଗର ସମାଟାଙ୍ଗି ଗାଁ ରେ ଭୟାନକ ଅଗ୍ନିକାଣ୍ଡ ; ଜଳିଗଲା ୬ ବଖରା ଘର !

କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସମାଟାଙ୍ଗି ଗାଁରେ ଭୟାବହ ଅଗ୍ନିକାଣ୍ଡରେ କୈଳାସ ସାହୁ(କଇ)ଙ୍କ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ୬ ବଖରା ଘର ସହ ଘରେ ଥିବା ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ଟଙ୍କା ସବୁ ପୋଡ଼ି ପାଉଁଶ ହୋଇଯାଇଛି। ନିକଟ ଅତୀତରେ କୈଳାସଙ୍କ ସାନ ପୁଅ ବିବାହ

ଠିକା କମ୍ପାନୀ କ୍ୟାମ୍ପରେ ଅଗ୍ନିକାଣ୍ଡ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଦଶିପୁର ଠାରୁ ଘାଗରାମୁଣ୍ଡା ରାସ୍ତା ପାଇଁ ଗତରେଇ ଗ୍ରାମ ଠାରେ ଏକ କ୍ୟାମ୍ପ କରାଯାଇଥିଲା । ସେଠାରେ ଶ୍ରମିକ ମାନଙ୍କ ସହିତ ମେସିନ , ପାଇପ , ମୋଟର ଆଦି ରଖାଯାଇଥିଲା । ସମସ୍ତ ଶ୍ରମିକ କାମ କରିବାକୁ ଯାଇଥିବା

ବେଆଇନ ମଦ ବେପାର ପାଇଁ ଦୁଇ ଦୋଷୀ ଙ୍କୁ ମିଳିଲା ଜେଲ ଦଣ୍ଡ !

ଆଜି ମାନ୍ୟବର ଜେ.ଏମ. ଏଫ.ସି, ଭୁବନ ଶ୍ରୀଯୁକ୍ତ ଶ୍ରୀଚନ୍ଦନ ଦାସ ମୋହଦୟଙ୍କ କୋଟ ରେ ଏକ କେସ ର ବିଚାର କରି ଅଭିଯୁକ୍ତ ଜୋତ୍ୟି ରଂଜନ ଜେନା ଏବଂ ବେବିନା ଜେନା ଙ୍କୁ ଓଡିଶା ଏକ୍ସଇଜ ଆକ୍ଟ ୨୦୦୮ ଦଫା ୫୨ (ଏ)(ଆଇ) ରେ ତିନି ବର୍ଷ ଲେଖା ସଶ୍ରମ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଲେଖାଏଁ

ରାଜରାସ୍ତାରେ ଚାଷୀ,ଧାନ ବସ୍ତା ରଖି ଦେଲେ ଧାରଣା !

ହିନ୍ଦୋଳ ଉପଖଣ୍ଡ ରଂଜାଗୋଳ ପଞ୍ଚାୟତ ରାସ୍ତାରେ ଆଜି ୫ ଗୋଟି ପଂଚାୟତର ଚାଷୀ ଧାନ ବସ୍ତା ରଖି ରାସ୍ତା ରୋକ କରିବା ସହ ଧାରଣାରେ ବସିଥିଲେ । ରଂଜାଗୋଳ ସେବା ସମବାୟ ସମିତି ଅଧିନରେ ରଂଜାଗୋଳ,ଅସରଡା,କୁକୁଟା,ଠୋକର ,କଡଲା ପ୍ରଭୃତି ୫ ଗୋଟି ପଂଚାୟତର ଚାଷୀ ଅନଲାଇନ ମାଧ୍ୟମରେ ନାମ
error: Content is protected !!