News
lipub
samparksetu
Browsing Category

ଢେଙ୍କାନାଳ ଖବର

ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଟାଟା ଗ୍ରୁପର ପ୍ରତିଷ୍ଠାତା ଜେଏନ୍ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ସ୍ଥିତ ପ୍ଳାଣ୍ଟ ପରିସରରେ ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଦଜୀ ନସେରୱାନଜୀ ଟାଟାଙ୍କ ୧୮୨ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି। କମ୍ପାନୀର ମୂଖ୍ଯ ମାନବ ସମ୍ବଳ ଅଧିକାରୀ ଶ୍ରୀ ସନ୍ଦିପ ଧରଙ୍କ ନେତୃତ୍ବରେ କମ୍ପାନୀର

ଜଙ୍ଗଲ ନିଆଁରେ ଫସିଛନ୍ତି ହାତୀ ; ଚିତ୍କାରରେ ଫାଟିପଡୁଛି ଜଙ୍ଗଲ !

ଢେଙ୍କାନାଳ ଜିଲ୍ଲାରେ ଥିବା ବିଭିନ୍ନ ବନାଞ୍ଚଳରେ ଲାଗିଛି ନିଆଁ ।ବନ ବିଭାଗ ନିକଟରେ କୌଣସି ସରଞ୍ଜାମ ନଥିବାବେଳେ ନିଆଁରେ ଫସିରହିଥିବା ବନ୍ୟଜନ୍ତୁ ହାତୀ ଫସି ଚିତ୍କାର କରିଥିବାରୁ ଅଂଚଳରେ ଆତଙ୍କ ଖେଳିଯାଇଛି । ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ବମ୍ଫା ସେକସନରେ ଥିବା ବୁଢ଼ୀ

ବିଧାରପୁର ମଣ୍ଡିରେ ଧାନବିକ୍ରି ରେ ଅନିୟମିତତା ହେତ ୫ଘଣ୍ଟାୁ ରାସ୍ତା ରୋକ

ଗଁଦିଆ ବ୍ଲକ ବିଧାରପୁର ଛକ ଠାରେ ଆଜି ଶତାଧିକ ଚାଷୀ ଧାନର ଅଭାବୀ ବିକ୍ରି ମଣ୍ଡିରେ ଧାନଦେଇନପାରିବା ଘଟଣାର ପ୍ରତିବାଦରେ ଆଜି ଧାନବସ୍ତା ରଖିରାସ୍ତା ରୋକ କରିଥିଲେ । ବିଧାରପୁର ପଞ୍ଚୟତର ଚାଷୀମାନେ ଢେଙ୍କାନାଳ ଭୁବନ ମୁଖ୍ୟ ରାସ୍ତା କୁ ବିଧାରପୁର ଛକ ଠାରେ ଧାନ ବସ୍ତା ରଖି ଅବରୋଧ

କଟକଣା ଭିତରେ ହେବ କପିଳାସର ଜାଗର ଯାତ୍ରା; ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି ,ବିନାଵ…

ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି ,ଓଡ଼ିଶାର କୈଳ।ଶ କପିଳାଶ ପୀଠ ରେ ଜାଗର ଯାତ୍ରା ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି । ଏ ନେଇ ଆଜି ଜିଲ୍ଲା ପ୍ରଶାସନ ଦ୍ୱାରା ଦ୍ଵିତୀୟ ବୈଠକ

ଗୋଟିଏ ରାତିରେ ୨ମନ୍ଦିରରୁ ଲୁଟ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛାଟିଆ ଗ୍ରାମରେ ଥିବା ତାରିଣୀ ମନ୍ଦିର ଓ ଶିବ ମନ୍ଦିରର ତାଲା ଭାଙ୍ଗି ଗତକାଲି ରାତିରେ ଲୁଟ ହୋଇଛି । ତାରିଣୀ ମନ୍ଦିର ହୁଣ୍ଡି ସହ ପାଖରେ ଥିବା ଶିବ ମନ୍ଦିର ହୁଣ୍ଡିକୁ ଭାଙ୍ଗି ଦକ୍ଷିଣା ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ।ଦୁର୍ବୃତ୍ତ ମାନେ

ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୫ ବଖରା ଘର !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାମର୍ଦା ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ । ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମିଭୂତ । ସୂଚନା ଅନୁସାରେ, ଆଜି ଅପରାହ୍ନ ସମୟରେ ଗ୍ରାମର ପ୍ରମୋଦ ସାହୁ ଙ୍କ ଘରେ କୌଣସି କାରଣ ରୁ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର

ମହିଳାଙ୍କ ଠାରୁ ଲୁଟିନେଲେ ୩ଲକ୍ଷ ଟଙ୍କା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ସାତମାଇଲ ସ୍ଥିତ ବ୍ୟାଙ୍କ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ଅପରାହ୍ନ ରେ ନୂଆବାଗ ପଞ୍ଚାୟତ ଅନ୍ତର୍ଗତ ବାହାଲୁଣ୍ଡା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ନର୍ମଦା

ସଡ଼କ ଦୁର୍ଘଟଣାରେ ୨ ଗୁରୁତର ; ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁମୁସି ପାଣିଗେଙ୍ଗୁଟିଆ ପୂର୍ତ୍ତବିଭାଗ ରାସ୍ତାର ଗେଙ୍ଗୁଟିଆ କାଜୁ ଜଙ୍ଗଲ ନିକଟରେ ସ୍କର୍ପିଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଦୁଇଜଣ ହେଲେ ପରଜଙ୍ଗ ଥାନା ପାଣି ଗେଙ୍ଗୁଟିଆ

ପୌରାଞ୍ଚଳର ବିଭିନ୍ନ ସମସ୍ୟା ନେଇ ନିର୍ବାହୀ ଅଧିକାରୀଙ୍କୁ ଘେରିଲା ଢେଙ୍କାନାଳ ବିଜେପି

ଢେଙ୍କାନାଳ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ସମସ୍ତ କର୍ମୀ ପୌରନିର୍ବାହୀ ଅଧିକାରୀଙ୍କୁ ଢେଙ୍କାନାଳ ପୌରାଞ୍ଚଳରେ ନିତିଦିନିଆ ସମସ୍ୟା ନେଇ ଘେରାଉ କରିଛନ୍ତି । ପୋୖରାଞ୍ଚଳ ର ବିଭିନ୍ନ ସମସ୍ୟା ଯେପରିକି

ବାଇକ୍ ଧକ୍କାରେ ଯୁବକ ଗୁରୁତର

ବାଇକ୍ ଧକ୍କାରେ ଯୁବକ ଗୁରୁତର । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଭିତରଦିଗ ପାଟଣାର ନନ୍ଦ କିଶୋର ସାହୁଙ୍କ ପୁଅ ଶିଶିର ସାହୁ(୨୬)ନିଜ ବାଇକ୍ ଯୋଗେ କାଳୀବଜାରରୁ କଲେଜରୋଡ ଯିବା ସମୟରେ ବିପରୀତ ଦିଗରୁ ଦୃତଗତିରେ ଆସୁଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା
error: Content is protected !!