News
lipub
samparksetu
Browsing Category

ଢେଙ୍କାନାଳ ଖବର

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ କୁନି ଝିଅ ମିକି

ଜନ୍ମଦିନ କିଏ କେକ କାଟି ପାଳନ କରେ ତ କିଏ ମଉଜ ମଜଲିସ ରେ ଦିନଟି କାଟେ ହେଲେ, ଅନ୍ୟକୁ ଖୁସି କରି ନିଜର ଜନ୍ମଦିନ ପାଳିବା ବ୍ୟକ୍ତିତ୍ୱ ସତରେ ଖୁବ କମ । ଏଭଳି ଜନ୍ମ ଦିନ ପାଳନ କରିଛନ୍ତି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଗ୍ରା.ପ ଅନ୍ତର୍ଗତ ତାଳଡ଼ଙ୍ଗା ଗ୍ରାମର ସୁମନ୍ତ ସାହୁ ଏବଂ ମିଲି

ଗୋଚର ଜମି ଉପରେ ବେଧଡକରେ ଚାଲିଛି ମାଙ୍କଡା ପଥର କଟା

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମ ପଞ୍ଚାୟତ ର ଦଲକ ଗ୍ରାମରେ ଗୋଚର ଜମି ଉପରେ ବେଧଡକରେ ଚାଲିଛି ମାଙ୍କଡା ପଥର କଟା । ଗୋଚର ଜମି ଉପରେ ବିନା ଫଳକରେ ଏବଂ ମେସିନ ଦ୍ୱାରା NREGS କାମ ହେଉଛି । ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କହିବା କଥା ସେ ଏହିସବୁ

ସପ୍ତମ କେ.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାରନ୍ଦା ଖେଳ ପଡିଆରେ କାରନ୍ଦା ଗ୍ରାମ ପକ୍ଷରୁ କେ.ସି.ସି କ୍ରିକେଟ୍ କପ୍ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ ପଡା ଓ ଶିରିଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପଡା ପ୍ରଥମେ ଟସ୍ ବିଜୟୀ ହୋଇ ଶିରିଡି କ୍ରିକେଟ୍ ଦଳକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ

ସାରା ବିଶ୍ୱ ପାଳୁଛି ଖ୍ରୀଷ୍ଟମାସ ହେଲେ ଜାଣିଛନ୍ତି କି କଣ ରହିଛି ଖ୍ରୀଷ୍ଟମାସ ପଛର କାହାଣୀ

ଡିସେମ୍ବର ୨୫କୁ ସାରା ବିଶ୍ୱ ବଡ଼ଦିନ ବା ଖ୍ରୀଷ୍ଟମାସ ରୂପେ ପାଳନ କରିଥାଏ । ଖ୍ରୀଷ୍ଟମାସ ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ସବୁଠାରୁ ବଡ଼ ପର୍ବ, ତେବେ ୨୫ ଡିସେମ୍ବର ଦିନ ହିଁ କାହିଁକି ପାଳନ ହୁଏ ବଡ଼ଦିନ ବା ଖ୍ରୀଷ୍ଟମାସ । ଖ୍ରୀଷ୍ଟମାସ ଦିନ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ । ବାଇବେଲ ଅନୁସାରେ

ମୁହଁରେ ବଢୁଛି ମାଂସ ପିଣ୍ଡୁଳା ,ଯନ୍ତ୍ରଣାରେ ଛଟପଟ ବବିତା ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଆଖି ଥାଇ ଅନ୍ଧୁଣୀ, ଦୁନିଆଁ କଣ ଦେଖିବା ଆଗରୁ ସବୁ ଅନ୍ଧାର । ଦିନକୁ ଦିନ ମୁହଁରେ ବଢୁିବାରେ ଲାଗିଛି ମାଂସ ପିଣ୍ଡୁଳା । ଅପରେସନ ପାଇଁ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା । କିନ୍ତୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ

ନୂତନ ଏଡିଏମଙ୍କ ଯୋଗଦାନ

ଢେଙ୍କାନାଳ ରେ ନୂତନ ଅତିରିକ୍ତ ଜିଲ୍ଳାପାଳ ଭାବେ ଶଶାଙ୍କ ଶେଖର ଦାସ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ । ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଭାଗୀୟ ଅଧିକାରୀ ଓ

କାଳିଆର ହତ୍ୟାକାରୀକୁ ଗିରଫ କଲା ପୋଲିସ୍, ଜାଣନ୍ତୁ କିଭଳି ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ

ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମରେ ଶିଶୁ ମୃତ୍ୟୁ ଘଟଣା , ପୋଲିସ ହାତରେ କାଳିଆର ହତ୍ୟାକାରୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୋମଳ ଶିଶୁକୁ ଶ୍ୱାସରୁଦ୍ଧ କରି ମାରିଦେଲା  ପଡୋଶୀ ମହିଳା  । ୧୬ ଡିସେମ୍ବର ସଂନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ

ରାସ୍ତା କାମ କୁ ନେଇ ଗଣ୍ଡଗୋଳ ; ୩ ଆହତ , ୩ ଗିରଫ

ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଁଳାବେଡା ଗ୍ରାମରେ ରାସ୍ତା କାମ ଓ ଗଛ କଟା କୁ ନେଇ ତୁମୁଳକାଣ୍ଡ । ଦୁଇ ଗୋଷ୍ଠି ମଧ୍ୟରେ ଠେଙ୍ଗା ଓ ଭୁଜାଲି ରେ ଆକ୍ରମଣ । ଫଳରେ ଉଭୟ ପକ୍ଷରୁ ତିନିଜଣ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ କି , ଅଁଳାବେଡା ଗ୍ରାମରେ ଏକ ରାସ୍ତା କାମ ଚାଲୁଥିବା ବେଳେ

କୂଅ ଭିତରୁ କାଳିଆ ର ମୃତଦେହ ଉଦ୍ଧାର ; ଗତକାଲି ଠାରୁ ଥିଲେ ନିଖୋଜ

ଗତକାଲି ସଂନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ପରିବାର ଲୋକେ କାଳିଆର ଖୋଜ ଖବର ପାଇ ନ ଥିଲେ।ପରେ ପରିବାର ଲୋକେ ଥାନା ରେ ଏକ ଏତଲା ଦେଇଥିଲେ
error: Content is protected !!