News
lipub
samparksetu
Browsing Category

ଢେଙ୍କାନାଳ ଖବର

ଜିଲ୍ଲାପରିଷଦ ପାର୍ଥିନି ଶ୍ରୀମତୀ ମମତା ପାଣି ଙ୍କ ନାମାଙ୍କନ ପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପରଜଙ୍ଗ ବ୍ଲକ ଅନ୍ତର୍ଗତ ୩ ନଂ ଜୋନ୍ ରେ ହେବାକୁ ଯାଉଥିବା ଜିଲ୍ଲାପରିଷଦ ଉପନିର୍ବାଚନ ପାଇଁ ମାନ୍ୟବର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ପାର୍ଥିନି ଶ୍ରୀମତୀ ମମତା ପାଣି ମହୋଦୟାଙ୍କ ନାମ ଘୋଷଣା

ଅଲେଖ ମହିମା ମଠରୁ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି !

କାମାଖ୍ୟାନଗର ବ୍ଲକ ତୁମୁସିଂହା ଥାନା ଅନ୍ତର୍ଗତ ଜକା ଗ୍ରାମରେ ଅବସ୍ଥିତ ସନାତନ ଧର୍ମର ଅନ୍ୟ ଏକ ପ୍ରମୁଖ ମଠ ହେଲା ମହିମା ଅଲେଖ । ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ମଠର ଗେଟ୍ ଭାଙ୍ଗି ମଠ ମଧ୍ୟରେ ଥିବା ୨୧ ହାତିଆ ମନ୍ଦିରର ମୁଖ୍ୟଦ୍ବାରା ଭାଙ୍ଗି ସେଥି ମଧ୍ୟରେ ଥିବା

ଏବିଭିପି ଢେଙ୍କାନାଳ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ବିଶ୍ବ ଦରବାରରେ ଭାରତକୁ ପରିଚିତ କରିଥିବା ବ୍ୟକ୍ତି ପ୍ରତ୍ୟେକ ଯୁବକ ମାନଙ୍କର ପ୍ରେରଣାର ଉତ୍ସ ବିଶ୍ବ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ବିଶ୍ବ ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଢେଙ୍କାନାଳ ଜିଲ୍ଲା ତରଫରୁ ବିଭିନ୍ନ ଶାଖାରେ ଆଜି

ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ପଞ୍ଜିକରଣ ଶିବିର

ଗଁଦିଆ ବ୍ଳକ୍ ଷଡ଼ଙ୍ଗି ଗ୍ରା.ପ କାର୍ଯ୍ୟ।ଳୟଠାରେ ଆଜି ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ପଞ୍ଜିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଢେଙ୍କାନାଳ ଜିଲ୍ଲା ଓରମାସ ତରଫରୁ ଏକଜିକ୍ୟୁଟିଭ ଆସିଷ୍ଟ।ଣ୍ଟ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ, ଗଁଦିଆ ପଞ୍ଚାୟତ ସମିତିର

ପାରିମାଳ ଅଞ୍ଚଳରେ ହାତୀ ଉପଦ୍ରବ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ପାରିମାଳ ଅଞ୍ଚଳରେ ହାତୀ ଉପଦ୍ରବ ଥମିବା ନା ଧରୁ ନାହିଁ। ରାତି ହେଲେ ହାତୀ ଜନବସତି ମୁହାଁ ହେଉଛନ୍ତି । ଚାଷୀ ଜମିରୁ ଧାନ ଅମଳ ପରେ ହାତୀ ଖାଲି ଜମିରୁ ଧାନ ନପାଇ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି । ଚାଷୀ ଅମଳ କରି

ଖୁବ ଶୀଘ୍ର ବାଜିବ ନିର୍ବାଚନ ବିଗୁଲ , ମାଇଦାନକୁ ଓହ୍ଲେଇବେ ୩ଟି ପଞ୍ଚାୟତ ର ସରପଞ୍ଚ ପାର୍ଥୀ

ଢେଙ୍କାନାଳ ଜିଲ୍ଲାରେ ଖାଲି ପଡିଥିବା ଗୋଟିଏ ଜିଲ୍ଲା ପରିଷଦ ଆସନ ଓ ୩ଟି ପଞ୍ଚାୟତର ସରପଞ୍ଚ ପଦ ପାଇଁ ଆସନ୍ତା ଫେବୃଆରୀ ୧୧ରେ ଭୋଟ ଗ୍ରହଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କ୍ରମରେ ପରଜଙ୍ଗ ବ୍ଳକ ୨୦ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ରଂଜନ ପଣ୍ଡାଙ୍କ ଅକାଳ ବିୟୋଗ ହେତୁ ଉପନିର୍ବାଚନ

ସରକାରୀ ସହାୟତା ଅପେକ୍ଷାରେ ବାପା-ମା’ ଛେଉଣ୍ଡ ୩ ଶିଶୁ

କୁନି କୁନି ପିଲାଙ୍କ ମୁଣ୍ଡରେ ଅସରନ୍ତି ଦୁଃଖ! ତିନି ବର୍ଷ ତଳେ ବାପା ପର କରି ଆରପାରିକୁ ଚାଲିଯାଇଥିଲେ ଗତବର୍ଷ ମା ବି ଛାଡ଼ି ଆରପାରିକୁ ଚାଲିଗଲେ। ଦୁନିଆ କ'ଣ ଜାଣିବା ଦୂର କଥା ଠିକ୍ ଭାବରେ କଥା ବି କହି ଜାଣି ନାହାଁନ୍ତି କହିଲେ ଚଳେ। ଦୁଇ ଭାଇ ଓ ଗୋଟିଏ ଭଉଣୀ ଏବେ ଗରିବ ଅଜା ଉପରେ

ଖୁବଶୀଘ୍ର ବାଇପାସ୍ ରାସ୍ତା ସହ ସଂଯୋଗ କରୁଥିବା ଏକ ନୂତନ ରାସ୍ତା ହେବ ନିର୍ମାଣ

ଜିଲ୍ଲା ସ୍ବାସ୍ଥ୍ୟ କଲ୍ୟାଣ ସମିତି ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ରୋଗୀ କଲ୍ୟାଣ ସମିତିର ଏକ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ରାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର

ଦଳ ପରିବର୍ତ୍ତନ କରିନାହାନ୍ତି ସୁମିତ୍ରା, ଜାରିକଲେ ଘୋଷଣା ପତ୍ର

ଦଳ ପରିବର୍ତ୍ତନ କରି ନାହାନ୍ତି ପୂର୍ବତନ ଉପ ନଗରପାଳ ସୁମିତ୍ରା ଭୋଇ । ଏନେଇ ଏକ ଘୋଷଣା ପତ୍ର ଜାରି କରିଛନ୍ତି ନିଜେ ସୁମିତ୍ରା । ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ଗତକାଲି ହୋଇଥିବା ମିଶ୍ରଣ ପର୍ବରେ ବିଭିନ୍ନ ନେତା ଏବଂ କର୍ମୀଙ୍କ ଫଟୋ ମଧ୍ୟରେ ସୁମିତ୍ରା ଙ୍କ ଫଟୋ ଥିବା ବେଳେ ବିଭିନ୍ନ

ଅଲ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିନ ମ୍ୟାଚ ରେ ୟୁନିକ କ୍ରିକେଟ ଏକାଡେମୀ ବିଜୟ

ଭୁବନ ମିନି ଷ୍ଟାଡିୟମରେ ଅଲ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ୨ୟ ଦିନ ମ୍ୟାଚରେ ଫ୍ରେଣ୍ଡସ କ୍ରିକେଟ କ୍ଲବ (ତାଳଚେର) ଓ ୟୁନିକ କ୍ରିକେଟ ଏକାଡେମୀ (କେଉଁଝର) ଅନୁଷ୍ଠିତ ହୋଇଥିଲା। ଏହି ମ୍ଯାଚରେ ୟୁନିକ କ୍ରିକେଟ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୨୬.୩ ଓଭରରେ
error: Content is protected !!