News
lipub
samparksetu
Browsing Category

ଢେଙ୍କାନାଳ ଖବର

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତ୍ତର

ଢେଙ୍କାନାଳ ବନଖଣ୍ଡ ପରଜଙ୍ଗ ରେଞ୍ଜ ଅନ୍ତର୍ଗତ ବସୁଇ ଗ୍ରାମରେ ହାତୀ ଆକ୍ରମଣ । ସୂଚନା ଅନୁଯାୟୀ ସେହି ଗ୍ରାମର ମାଗୁଣି ସାହୁ (୬୫) ଆଜି ସକାଳେ ଶୌଚ ଯାଇଥିବା ବେଳେ ହାତିଆକ୍ରମଣ ର ଶିକାର ହୋଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ କଛାଡ଼ି ଦେବାପରେ ସିଏ ଜୋରସେ ପାଟିକରିବାରୁ ପରିବାରଲୋକେ ଆସି

ଅବକାରୀ ବିଭାଗର ଚଢାଉ ; ୧୮୦ ଲିଟର ମହୁଲି ମଦ ଜବତ , ୮ ଗିରଫ

ଢେଙ୍କାନାଳ ଜ଼ିଲ୍ଲା ଭୁବନ ଅଞ୍ଚଳ ଯେମିତି ଚୋରା ଓ ନକଲି ମଦ ବିକ୍ରିର କେନ୍ଦ୍ର ବିନ୍ଦୁ ପାଲଟିଛି। ମଦ ମାଫିଆଙ୍କର ଖୁଲମଖୁଲା ମଦ ବେପାର ଚାଲିଛି। ଢେଙ୍କାନାଳ ଅବକାରୀ ଇନସ୍ପେଟର ସମିର ମହାନ୍ତି,ମୋବାଇଲ ସ୍ବାଡ୍ ଓ କାମାକ୍ଷାନଗର ଅବକାରୀ ବିଭାଗ ମିଳିତ ଭାବେ ଆଜି ଭୁବନ ଥାନା ଅଞ୍ଚଳର

ବେଆଇନ୍ ବାଲି ଚୋରାଚାଲାଣ ହାଇୱା ଜବତ ସହ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ

ଢେଙ୍କାନାଳ ଜିଲ୍ଲାକୁ ବ୍ରାହ୍ମଣୀ ନଦୀ ଦୁଇ ଭାଗରେ ବିଭକ୍ତ କରୁଛି। ଜିଲ୍ଲାର ୬ଟି ତହସିଲରେ ବାଲି ସଇରାତ ରହିଛି ।ସେଥିମଧ୍ୟରୁ ଭୁବନ ତହସିଲ ଅଧିନରେ ଥିବା ୧୧ଟି ସଇରାତରୁ ୯ଟିର ନିଲାମ ଅବଧି ଶେଷ ହୋଇଛି। ପୁରସତମପୁର ଓ ଯମୁନାକୋଟ ଘାଟର ନିଲାମ ଅବଧି ରହିଛି। ଏହି ଘାଟ ବାଦ୍ ଅନ୍ୟ

ମହିଳା ସଶକ୍ତିକରଣ ପାଇଁ ଟାଟା ଷ୍ଟିଲ ବିଏସଏଲର ସିଲାଇ ପ୍ରଶିକ୍ଷଣ

ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁରରେ ଅବସ୍ଥିତ ଟାଟାଷ୍ଟିଲ ବିଏସଏଲ ସ୍ଥାନୀୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମହିଳାମାନଙ୍କୁ ସିଲାଇ ମେସିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। କୋଭିଡ ୧୯ ଲକଡାଉନ ପରେ ଅର୍ଥନୈତିକ କ୍ଷେତ୍ରରେ ମହିଳା ମାନେ କିପରି ସୁଦୃଢ ହୋଇପାରିବେ

ସପ୍ତାହ ତଳେ ଜଳ ଯୋଗାଣ ଶୁଭାରମ୍ଭ ହୋଇଥିଲା ; ନିମ୍ନ ମାନର କାର୍ଯ୍ୟ ହେତୁ ଭୁଷୁଡିଲା କୂଅ

ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଇ ଦେବାକୁ ସରକାରଙ୍କ ସ୍ବଜଳଧାରା ଯୋଜନାର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଢେଙ୍କାନାଳ ଜିଲ୍ଲାର ଅନେକ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ସଠିକ ରୂପେ କାର୍ଯ୍ୟ କରୁ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ନିମ୍ନ ମାନର କାର୍ଯ୍ୟ। ଏହାର ନଗ୍ନ ଉଦାହରଣ

ବେସାହାରା ଆଈ ନାତୁଣୀ ଙ୍କୁ ସହଯୋଗ ର ହାତ ବଢାଇଲେ ସମାଜସେବୀ

ଢେଙ୍କାନାଳ ପରଜଙ୍ଗ ବ୍ଲକ ର ରୋଡ ଗ୍ରାମ ରେ ବାପା ମା ଛେଉଣ୍ଡ ଝିଅ ଲିନା ପ୍ରଧାନ ଓ ତାଙ୍କ ୭୫ ବର୍ଷ ର ବୁଢ଼ୀ ଜେଜେ ମା ଏକ ଭଙ୍ଗା କୁଡିଆରେ ରହୁଥିବା ଖବର ଆମେ ଗତକାଲି ପ୍ରକାଶ କରିଥିଲୁ। ତାଙ୍କୁ ସହାୟତାର ହାତ ବଢାଇଛନ୍ତି କିଛି ସମାଜସେବୀ।ଅର୍ଥ ଅଭାବରୁ ଖାଦ୍ୟର ବହୁତ୍ କଷ୍ଟରେ ଜୀବନ

ସାହାରା ଅପେକ୍ଷାରେ ଜେଜେମା ନାତୁଣୀ

ଜଣେ ଦୁନିଆ ଭଲରେ ଦେଖି ନାହିଁ, ଆଉ ଜଣେ ଜୀବନର ଶେଷ ପ୍ରାନ୍ତରେ ଠିଆ ହୋଇଛି ! ମୁଣ୍ଡ ଗୁଞ୍ଜିବାକୁ ଭଙ୍ଗାରୁଜା ଚାଳ ଘରଟିଏ, ଓଳିଏ ଖାଇଲେ ଓଳିଏ ଉପବାସ ।ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ ଗାଁ ର ଏହି ଦୁଇ ଜେଜେମା ଓ ନାତୁଣୀ । ବୃଦ୍ଧା ଜେଜେମା ତନୁ ପ୍ରଧାନ (୭୫) ନାତୁଣୀ ଲିନା

ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳରେ ଘର ଚୋରି !

ଟଙ୍କା ସୁନା ପରି ଜିନିଷ ଚୋରି ହେବା କଥା ସମସ୍ତେ ଶୁଣିଥିବେ କିନ୍ତୁ ଘର ଚୋରି ହେବା ଘଟଣା ଶୁଣିଲେ କେହି ବିଶ୍ବାସ କରିପାରିବେ ନାହିଁ। କଥାଟା ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ବି ସତ। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳର ୯ ନମ୍ବର ଓ୍ବାର୍ଡରେ। ଏହି ଓ୍ବାର୍ଡର

ଅନେକ ଅଭିଯୋଗ ପରେ ମଧ୍ୟ ଭିନ୍ନକ୍ଷମ ମହିଳାଙ୍କୁ ମିଳୁନି ଭତ୍ତା

କାହାର ଛଅଟି ଆଙ୍ଗୁଠି ଥିଲାବେଳେ ଭତ୍ତା ମିଳୁଛି ତ କାହାର ଆଖିର ଦୃଷ୍ଟିଶକ୍ତି ନଥାଇ ମଧ୍ୟ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ। ଏପରି ଘଟଣା ଦୃଷ୍ଟିକୁ ଆସିଛି ତୁମୁଁସିଙ୍ଗା ପଞ୍ଚାୟତରେ। ଗୋଟିଏ କି ଦୁଇଟି ନୁହେଁ ଅନେକ ହିତାଧିକାରୀ ମିଥ୍ୟା ସତ୍ୟପାଠ ଦ୍ବାରା ଭିନ୍ନକ୍ଷମ ଭତ୍ତା ହାତେଇଛନ୍ତି।

କିଡନୀ ରୋଗରେ ପଞ୍ଚାୟତ ପିଅନ ଆକ୍ରାନ୍ତ ; ଅର୍ଥ ଅଭାବ ହେତୁ ହୋଇପାରୁନି ଚିକିତ୍ସା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତର ପିଅନ ମହେଶ୍ୱର ସାମଲ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି l ଦୁଃଖର ବିଷୟ ଏହାକି ଘରର ସେ ଏକମାତ୍ର ରୋଜଗାର କ୍ଷମ । ଅର୍ଥ ଅଭାବ ହେତୁ ତାଙ୍କର ଚିକିତ୍ସା ହୋଇପାରୁ ନାହିଁ । ତାଙ୍କର ଗୋଟେ ପୁଅ ଦୁଇ ଝିଅ ,ବଡ଼ ଝିଅ
error: Content is protected !!