News
lipub
samparksetu
Browsing Category

ଢେଙ୍କାନାଳ ଖବର

ବିଦ୍ୟୁତ ବିଭାଗର କାମଚଳା ନୀତି ; ଖୁଣ୍ଟ ବଦଳରେ ଗଛରେ ଭିଡ଼ା ହୋଇଛି ବିଦ୍ୟୁତ ତାର

ବ୍ରାହ୍ମଣ ପୂଜା କରିବା ସମୟରେ ବସ୍ତ୍ର ନଥିଲେ ସୂତା ଦ୍ଵାରା କାମ ଚଳାଇ ଦିଅନ୍ତି ଠିକ୍ ଏହି ପରି ଏକ ଦୃଶ୍ୟ ଢେଙ୍କାନାଳ ସଦର ବ୍ଲକ ତରଭା ଗାଁ ରେ ଦେଖିବାକୁ ମିଳିଛି । ତରଭା ଗାଁର ପାଟଣା ସାହିକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଖୁଣ୍ଟ ବଦଳରେ ଗଛ ସହାୟତା ଦିଆଯାଇଛି। ଟ୍ରାନ୍ସଫର୍ମରରୁ

ସଙ୍କଟରେ ଢେଙ୍କାନାଳ ର ଐତିହ ଭାଗୀରଥି ସାଗର

ଢେଙ୍କାନାଳ ର ଐତିହ୍ୟ ୨୬ ଏକର ବିଶିଷ୍ଟ ଭାଗିରଥି ସାଗର ବା ନୂଆ ପୋଖରୀ କୁ ସୁରକ୍ଷା ଦେବା ଏବଂ ସଫା କରିବା ପରିବର୍ତ୍ତେ ତାକୁ ପୋତିବା ପାଇଁ ବା ବନ୍ଦ କରିବା ପାଇଁ କିଛି ବ୍ୟକ୍ତି ବିଶେଷ ଙ୍କ ସହିତ ପ୍ରଶାସନ ମଧ୍ୟ ମସୁଧା ଚଳାଇଛନ୍ତି l ଏହାର ସୁରକ୍ଷା ପାଇଁ ଅନେକ ଥର ଗଣ ମାଧ୍ୟମରେ

ଫାଙ୍କା ପଡିଛି ଅତ୍ୟାବଶ୍ୟକ ସମନ୍ଵିତ ରୋଗ ନିରୂପଣ କେନ୍ଦ୍ରର ପରୀକ୍ଷାଗାର: ଅତ୍ୟାବଶ୍ୟକୀୟ କର୍ମଚାରୀ ର ଅଭାଵ

ଅତ୍ଯାବଶ୍ୟକ ସମନ୍ଵିତ ରୋଗ ନିରୂପଣ କେନ୍ଦ୍ରର ପରୀକ୍ଷାଗାର ଖୋଲା ଅଛି, ସକାଳ ୮ଟା ୩୪ ସୁଦ୍ଧା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଥିବା ଅତ୍ୟାଵଶ୍ୟକ ସମନ୍ଵିତ ରୋଗ ନିରୂପଣ କେନ୍ଦ୍ରର ପରୀକ୍ଷା ଗାରଟି ମହାମାରୀ କରୋନା ସମୟରେ ଖୋଲା ପଡିଛି। ଏଭକି କିଛି ଦୃଶ୍ୟ ସ୍ଥାନୀୟ ବାସିନ୍ଦା ଦୃଷ୍ଟିକୁ

ଢେଙ୍କାନାଳ ବସଷ୍ଟାଣ୍ଡ ରାସ୍ତା ସାଜିଛି ମରଣ ଯନ୍ତା

କରୋନା କାୟାରେ ସବୁଆଡେ ହାହାକାର ଥିବା ବେଳେ ଧୀରେଧୀରେ ସୁଧାର ଆସୁଛି ପରିସ୍ଥିତିରେ । ଅନଲକ ଆରମ୍ଭ ହୋଇଛି ଚଳପ୍ରଚଳ ଆରମ୍ଭ ହୋଇଛି, ସ୍ୱାଭାବିକ ହେବାରେ ଲାଗିଛି ଧନଜୀବନ । ଢେଙ୍କାନାଳ ସହର ବସଷ୍ଟାଣ୍ଡ ତଥା ସର୍କିଟ ହାଉସ ସମ୍ମୁଖରେ ଥିବା ପିଡବ୍ଲୁଡି ରାସ୍ତାର ଅବସ୍ଥା ସଂକଟାପନ୍ନ

ଭୁବନର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଵାବା ବୁଦ୍ଧେଶ୍ୱର ନାଳର ପୁନରୁଦ୍ଧାର ଦାବି

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ଠାରେ ରହିଛି ରାଜ୍ୟର ସୁପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବାବା ବୃଦ୍ଧେଶ୍ୱର ମନ୍ଦିର। ଯେଉଁଠିକି ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ପର୍ଯ୍ୟଟକ ପରିଦର୍ଶନରେ ଆସିଥାନ୍ତି।କିନ୍ତୁ ଏବେ କରୋନା ମହାମାରୀ ହେତୁ ସରକାରୀ କୋଭିଡ ନିୟମ ଅନୁସାରେ ଏହି

ମେଣ୍ଢାପଦା ଗାଁ ରେ ପାନୀୟ ଜଳ ସମସ୍ୟା

ମାସେ ପାଖାପାଖି ହେବ ପର୍ଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗାଁ ର ଲୋକ ପାନୀୟ ଜଳ ସମସ୍ୟା ଯୋଗୁଁ ଅତିଷ୍ଠ ହୋଇ ପଡିଲେଣି। ଦୁଇଟି ଓ୍ବାର୍ଡ ର ଲୋକ ବସୁଧା ଯୋଜନାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେଉଥିଲେ। କିନ୍ତୁ ଏହି ପ୍ରକଳ୍ପର ବିଦ୍ୟୁତ ଟ୍ରାନ୍ସଫର୍ମ ଟି ପୋଡ଼ି

ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ କୋହ୍ଲା ଗାଁ ର ଦୁର୍ଗା

ଗଁଦିଆ ବ୍ଲକ ଷୋରିସିଆପଦା ପଞ୍ଚାୟତର କୋହ୍ଲା ଗାଁ ଅନ୍ତେଇ ସାହିର ଦୁର୍ଗା ଲାଗୁରି। ବୟସ ଷାଠିଏ ପାର, ଆଧାର କାର୍ଡ ଅନୁଯାୟୀ ୬୫ ବର୍ଷ କିନ୍ତୁ ବାସ୍ତବରେ ତାଠାରୁ ଯଥେଷ୍ଟ ଅଧିକ ହେବ। ସରକାରୀ ବାବୁମାନେ କ'ଣ ଲେଖି ଦେଇଛନ୍ତି ବୋଲି ଦୁର୍ଗା କହନ୍ତି। ଏମିତି ବି ସେ ରହୁଥିବା ବସ୍ତିକୁ

ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଫାଟି ଆଁ କଲାଣି ଫିଲ୍ଡ ଚ୍ୟାନେଲ କାନ୍ଥ ; ୧୦ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ହୋଇଥିଲା କାର୍ଯ୍ୟ

ପରଜଙ୍ଗ ବ୍ଲକ ଆମ୍ବପଳାସ ପଞ୍ଚାୟତର ଏନଆରଜିଏସ ଯୋଜନାରେ ନିର୍ମିତ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଫିଲ୍ଡ ଚ୍ୟାନେଲ କାନ୍ଥ ଫାଟି ଆଁ କଲାଣି। ସୂଚନା ଫଳକରେ ସଠିକ ସୂଚନା ଦିଆ ବି ଯାଇନଥିଲା ଯେଉଁ କାରଣ ପାଇଁ ଠିକାଦାର ଜାଣି ଶୁଣି ଭାଙ୍ଗି ଦେଇଥିବା ଜଣାପଡିଛି। ଅନୁସନ୍ଧାନରୁ ଜଣାପଡିଛି ପ୍ରାୟ

ଆନ୍ତରିକ ଶୁଭେଚ୍ଛା

ତାଜା ପତ୍ରକାରିତା କ୍ଷେତ୍ରରେ ଢେଙ୍କାନାଳ ଅପଡେଟ ର ସ୍ଥାନ ଅନ୍ୟତମ। ଡିଜିଟାଲ ଖବର ପ୍ରସାରଣ ରେ ମୋ ଜାଣିବାରେ ଢେଙ୍କାନାଳ ରେ ଏହା ସର୍ବପ୍ରଥମ । ନିତିଦିନ ଜିଲ୍ଲାର ଛୋଟ-ବଡ ଖବର ପଢ଼ିବାକୁ ମିଳେ, ରାଜ୍ୟ କିମ୍ବା ଦେଶ ବାହାରେ ଥିଲେ ମଧ୍ୟ ନିତିଦିନ ନିଜ ଗାଁ ଓ ଜିଲ୍ଲା ର ତାଜା ଖବର

୧,୬୮,୦୦୦ ଟଙ୍କା ବ୍ୟୟରେ ନିର୍ମିତ କଲର୍ଭଟ ଭାଙ୍ଗିଲା

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ଝରାସାହିକୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତାରେ ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭରେ ୧,୬୮,୦୦୦ ଟଙ୍କା ବ୍ୟୟରେ ନିର୍ମିତ କଲର୍ଭଟ ଭାଙ୍ଗି ଦୁଇ ପାର୍ଶ୍ଵକୁ ଖସି ପଡ଼ିଛି। ଏ ବିଷୟରେ ପୂର୍ବରୁ ଆମେ ଖବର ପ୍ରକାଶ କରିଥିଲେ ମଧ୍ୟ ବିଭାଗୀୟ କନିଷ୍ଠ
error: Content is protected !!