News
lipub
samparksetu
Browsing Category

ଢେଙ୍କାନାଳ ଖବର

ଭତ୍ତା ରୁ ବଞ୍ଚିତ ଦେବକୀ

କାମାକ୍ଷାନଗର: ବର୍ଷେ ତଳେ ସ୍ବାମୀ ଏକା କରି ଆରପାରିକୁ ଚାଲିଗଲେ! ଦୁଇଟି ପୁଅ ଯେ ଜଣେ ଦିନ ମଜୁରୀଆ ଓ ଅନ୍ୟ ଜଣେ ମାନସିକ ବିକୃତ। ନା ଅଛି ରୋଜଗାର ନା ଅଛି ଧନ ସମ୍ପତ୍ତି! ଦଇବ ଦେଇଛି ଦାରୁଣ ଦୁଃଖ। ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତା ଦେବକୀ ବେହେରା। ଢେଙ୍କାନାଳ କାମାକ୍ଷାନଗର

ବୟସ ଷାଠିଏ ପାର କିନ୍ତୁ ମିଳିନି ବାର୍ଦ୍ଧକ୍ୟ ଭତ୍ତା ; କଷ୍ଟେ ମଷ୍ଟେ ଜୀଵନ ବିତାଉଛନ୍ତି ଆଦିବାସୀ ବୃଦ୍ଧ ଦମ୍ପତ୍ତି

ଆଦିବାସୀ ଦମ୍ପତ୍ତିଙ୍କ ବୟସ ଷାଠିଏ ପାର, ଆଧାର କାର୍ଡ ଅନୁଯାୟୀ ସ୍ବାମୀଙ୍କ ବୟସ ୬୮ ଓ ପତ୍ନୀଙ୍କ ବୟସ ୬୪। ଅନ୍ୟ ପଟେ ପତ୍ନୀଙ୍କୁ ଆଜକୁ ପନ୍ଦର ବର୍ଷ ହେଲା ଆଖିକୁ ଭଲ ଦେଖା ଯାଉ ନାହିଁ। ପରିବାର ଚଳାଇବା ପାଇଁ ଆଉ ସାମର୍ଥ୍ୟ ନାହିଁ। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୨୫ କିଗ୍ରା ଚାଉଳ

ବହୁମୂଲ୍ୟ ଜଙ୍ଗଲ କୁ ନଷ୍ଟ କରି ଭୂମି ଅତିଆର କରିବାକୁ ବସିଲେଣି ମାଙ୍କଡ଼ା ପଥର ଖଣି ମାଫିଆ , ବନ ବିଭାଗ ଚୁପ

କଥାରେ ଅଛି ବୃକ୍ଷ ହିଁ ଜୀବନ। ବୃକ୍ଷ ରୁପଣ କରି ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ଜଙ୍ଗଲ ନଷ୍ଟ କରି ଭୂମି ଅତିଆର କରିବାକୁ ବସିଲେଣି ଜଂଗଲୀ ଚୋର । ଘଟଣା ଟି ହେଉଛି କାମାକ୍ଷାନଗର ବ୍ଲକ ତୁମୁସିଂହା ଗ୍ରାମର ଖୁଦଖାଇ ରଗୋଡି ବହୁମୂଲ୍ୟ ଜଙ୍ଗଲ କୁ ନଷ୍ଟ କରି ଭୂମି ଅତିଆର କରିବାକୁ

୩ ମାସ ହେଲାଣି ଅଚଳ ଷ୍ଟ୍ରୀଟ ଲାଇଟ ; ଅନ୍ଧାରରେ ନାଠୁଆ ବିଶ୍ରାମ ଗାର ଅଞ୍ଚଳ

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ସୁଗରପଶି ପଞ୍ଚାୟତ ର ନାଠୁଆ ଗ୍ରାମରେ ଥିବା ବିଶ୍ରାମ ଗାର ନିକଟରେ ଥିବା ଷ୍ଟ୍ରୀଟ ଲାଇଟ ଗତ ୩ମାସ ହେବ ଅଚଳ ହୋଇପଡିଛି । ଯାହା ଫଳରେ ସଂନ୍ଧ୍ୟା ହେବା ମାତ୍ରେ ଏହି ଅଞ୍ଚଳ ରେ ଜାତାୟତ ରେ ଅସୁବିଧା ହେବ ସହ ଵିଶ୍ରାମ ଗାଁର ଟି ମଧ୍ୟ ଅନ୍ଧକାର ରେ

ପ୍ରକାଶ ପାଇଛି ୨୦୨୦ ଆଇପିଏଲ ଖେଳସୂଚୀ ଜାଣନ୍ତୁ କିଏ କେବେ କାହାକୁ କେବେ ଦେବେ ଟକ୍କର

ସେପ୍ଟେମ୍ବର ୧୯ ରାତି ୭.୩୦ ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ଆବୁଧାବି ସେପ୍ଟେମ୍ବର ୨୦ ରାତି ୭.୩୦ ଦିଲ୍ଲୀ କ୍ୟାପିଟାଲ୍‌ସ ବନାମ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦୁବାଇ ସେପ୍ଟେମ୍ବର ୨୧ ରାତି ୭.୩୦ ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ

ଧର୍ମପରାୟଣ ମହିଳାଙ୍କ ପରଲୋକ

ଢେଙ୍କାନାଳ ସହର ନିବାସୀ ରାଜଲକ୍ଷ୍ମୀ ଶତପଥୀଙ୍କ (୬୩) ବର୍ଷ ବୟସରେ ପରଲୋକ ଘଟିଛି । ରାଜଲକ୍ଷ୍ମୀ ଜଣେ ଧର୍ମପରାୟଣ , ବନ୍ଧୁବତ୍ସଳ ଓ ପରୋପକାରୀ ମହିଳା ଥିଲେ । ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ, ଦୁଇ ଝିଅ ଜ୍ବାଇଁ, ପୁତ୍ରବଧୁ, ଭାଇ, ପୁତୁରା ଏବଂ ତାଙ୍କ ସ୍ୱାମୀ ଅବସର ପ୍ରାପ୍ତ ଡିଏଫଓ

ଢେଙ୍କାନାଳ ଅପଡେଟ୍ ମାଧ୍ୟମରେ ଜାତୀୟ ଗଣମାଧ୍ୟମର ଉପଦେଷ୍ଟାଙ୍କ ବାର୍ତ୍ତା

"ବିନା କିଛି ପାଇବା ଆଶାରେ ପୃଥିବୀ ସମସ୍ତ ମଣିଷଙ୍କ ଚାହିଦା ପୂରଣ କରିଛି, ହେଲେ ମଧ୍ୟ ଅସନ୍ତୁଷ୍ଟ ମନୁଷ୍ୟ। ଗଛ କାଟିବା ବନ୍ଦ୍ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ସମସ୍ତେ ପ୍ରକୃତିର ରକ୍ଷା କରିବା ଦରକାର।" ଆଜି ପୃଥିବୀ ଦିବସ ଉପଲକ୍ଷେ ଏକ ଖବର ଢେଙ୍କାନାଳ ଅପଡେଟରେ ପ୍ରସାରିତ ହୋଇଥିବା

ହାପି ବାର୍ଥଡେ…

ଟ୍ୟାକ୍ସି ଷ୍ଟାଣ୍ଡରେ ଯାତ୍ରୀ ଅପେକ୍ଷାରେ ଥାଏ ରାଜୁ । ବୈଶାଖର ଧୂଧୂ ଖରାରେ ଅବସ୍ଥା ବି ବେହାଲ । ଦିନକୁ ଦିନ କ୍ୟାବ ସେବା ଆରମ୍ଭ ହେବାରୁ ଟ୍ୟାକ୍ସିର ବେପାର ପୂର୍ବ ଅପେକ୍ଷା କମିଯାଇଛି । ଖରା ଯାଇ ସଞ୍ଜ ହେଲାଣି କିନ୍ତୁ ଗୋଟିଏ ବି ଯାତ୍ରୀଙ୍କ ଦେଖାନଥିଲା । ଆଜି ରାଜୁର ସାନ ଝିଅର

ଦୁଃଖବନ୍ଧୁ ପରିବାରର ଦୁଃଖ ବୁଝିଲେ ପ୍ରଶାସନ

ଗରିବମାନଙ୍କ ଦୁଃଖ ସରକାରଙ୍କ ବ୍ଳକ ସ୍ତରର ପ୍ରତିନିଧି ଗାଁ ଗାଁ ବୁଲି ବୁଝୁଥିବା ବେଳେ ଭୁବନ ସହର ଉପକଣ୍ଠରେ କୁନିନ୍ଦା ପଞ୍ଚାୟତର ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ୪ଜଣ ଅନାଥ ଙ୍କୁ ମିଳିଛି ସହାୟତା ।ଖବର ନେବାରେ ଜଣାଯାଇଛି ଯେ ବ୍ରହ୍ମାନନ୍ଦ କଲୋନୀ ପଡା ଗ୍ରାମଟି ଭୁବନ ସହରର ପଶ୍ଚିମ ରେ

ଖୋଲା ଆକାଶ ତଳେ ବୃଦ୍ଧ ଦମ୍ପତି,ପାଇଖାନା ଘରେ ରହୁଛି ଆସବାବପତ୍ର

ଖାଦ୍ୟ, ବସ୍ତ୍ର ଓ ବାସଗୃହ ଜୀବନଚର୍ଯ୍ଯା ପାଇଁ ଅପରିହାର୍ଯ୍ୟ। କେହି ଯେପରି ଖାଦ୍ୟ ବିନା ମୃତ୍ୟୁ ମୁଖରେ ନ ପଡନ୍ତି ତା ପାଇଁ ସରକାର ଖାଦ୍ୟ ସୁରକ୍ଷା ଆଇନ ଆଣିଥିବା ବେଳେ ଆଶ୍ରୟ ପାଇଁ ଗରିବ ନିଃସହାୟ ମାନଙ୍କ ପାଇଁ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏତେ ସବୁ ପରେ ବି ସମାଜର ଏପରି
error: Content is protected !!