Browsing Category
ଢେଙ୍କାନାଳ ଖବର
ଢେଙ୍କାନାଳ ଜିଲ୍ଲାର ବିସ୍ମୟ ବାଳକ ଅନ୍ନବ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ଧାରି
ଢେଙ୍କାନାଳ ଜିଲ୍ଲାର ବିସ୍ମୟ ବାଳକ ଅନ୍ନବ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ଧାରି
କଅଁଳ ବୟସରେ ମୁହେଁ ମୁହେଁ ସବୁ କିଛି ସାଉଁଟି ଦେଇଛନ୍ତି ଅନ୍ନବ । ପୃଥିବୀର ମ୍ୟାପ ସମସ୍ତ ରାଜ୍ୟ, ଓ ଜିଲ୍ଲା, ୪ଟି ଭାଷା ଓଡିଶା, ହିନ୍ଦୀ , ତେଲୁଗୁ ଏବଂ ଇଂରାଜୀ ରେ ସବିଶେଷ ତଥ୍ୟ!-->!-->!-->…
ଅର୍ଥ ସାଜିଛି ବାଧକ, ଅସହ୍ୟ ଯନ୍ତ୍ରଣାରେ ଛଟପଟ କୌଶଲ୍ୟା
କୋଶଲ୍ଯା ବେହେରା ବୟସ ୧୫ , ଜୀବନ କଣ ଜାଣିବା ପୂର୍ବରୁ ଏହି ନାବାଳିକାଙ୍କ ଜିଭ ତଳେ ମାଂସ ପିଣ୍ଡୁଳା ବୃଦ୍ଧି ପାଇବାରେ ଲାଗିଛି। ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବାପା ଜଣେ ଦିନ ମଜୁରିଆ ହୋଇଥିବା ରୁ ଝିଅର ଚିକିତ୍ସା କରିପାରୁନାହାଁନ୍ତି ।!-->…
ବସଷ୍ଟାଣ୍ଡ ସାଜିଛି ଦୁର୍ଘଟଣା ପ୍ରବଣସ୍ଥାନ
କରୋନା କାୟାରେ ସବୁଆଡେ ହାହାକାର ଥିବା ବେଳେ ଧୀରେଧୀରେ ସୁଧାର ଆସୁଛି ପରିସ୍ଥିତିରେ । ଅନଲକ ଆରମ୍ଭ ହୋଇଛି ଚଳପ୍ରଚଳ ଆରମ୍ଭ ହୋଇଛି, ସ୍ୱାଭାବିକ ହେବାରେ ଲାଗିଛି ଧନଜୀବନ ।
ତେବେ ସହର ମଧ୍ୟସ୍ତିତ ଢେଙ୍କାନାଳ ବସଷ୍ଟାଣ୍ଡ ତଥା ସର୍କିଟ ହାଉସ ସମ୍ମୁଖରେ ଥିବା ପିଡବ୍ଲୁଡି ରାସ୍ତାର!-->!-->!-->…
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଅବ୍ୟବସ୍ଥା , କେଉଁଠି ପାଣି ଟ୍ୟାପ ନାହିଁ ତ କେଉଁଠି ବଲବ
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ସବୁ ସମୟରେ ନାନା ସମସ୍ୟା ଲାଗିରହିଛି l ଯାହା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ବର୍ଷ ଦୁଇଟି ନପୂରୁଣୁ ସାତ ମହଲା ବିଶିଷ୍ଟ ହସ୍ପିଟାଲରେ ବିଭିନ୍ନ ପ୍ରକାର ଚୋରି ଥମିବାର ନା ନେଉନାହିଁ l
କୌଣସି ଶୌଚାଳୟ ରେ ପାଣି!-->!-->!-->!-->!-->…
ଇତିହାସର ନୂଆ ପୃଷ୍ଠା, ଚାନ୍ଦା ବିହୀନ ହେବ ଲକ୍ଷ୍ମୀପୂଜା ୨୦୨୦
ଚଳିତ ବର୍ଷ ଅକ୍ଟୋବର ୩୦ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ପରମ୍ପରା ଓ ଐତିହ୍ୟକୁ ବଜାଇ ରଖିବା ସହ କରୋନା ମହାମାରୀକୁ ଦୃଷ୍ଟି ରେ ରଖି ୫ ଅକ୍ଟୋବର ଦିନ ଜିଲ୍ଲା ପରିଷଦ ସମ୍ମୀଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । କରୋନା କଟକଣାକୁ ଆଖି ଆଗରେ ରଖି ପ୍ରଶାସନ!-->…
ହଜିଗଲା ବିଜୁ ପଟ୍ଟନାୟକ ପାର୍କ ଯୋଜନା !
ଢେଙ୍କାନାଳ ଜିଲ୍ଲା କୁଞ୍ଜକାନ୍ତ ମଧୁବନ ସ୍ଥିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିମନ୍ତେ ଉଦ୍ଦିଷ୍ଠ ସରକାରୀ ଜମିକୁ ହରିଲୁଟ ଉଦ୍ୟମ କରାଯାଇଥିବା ବେଳେ ମାନବାଧିକାର ଆୟୋଗ ଓ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମଞ୍ଜୁରୀକୁ ସରକାରୀ ବାବୁଙ୍କ ବେଖାତିର କରାଯାଇଥିବାର ଅଭିଯୋଗ ହୋଇଛି ।
!-->!-->!-->…
କାମ ପୋଲା ରାସ୍ତା ଖୋଲା, ପୁଣି କୁଞ୍ଜକାନ୍ତ ରେ ଦବିଲା ରାସ୍ତା
ବାରମ୍ବାର ଢେଙ୍କାନାଳ ପୌରପାଳିକାର ବିଭିନ୍ନ ଅପାରଗତାର ଖବର ପ୍ରସାରଣ ପରେ ମଧ୍ୟ ପୁଣି ସେହି ଭୁଲ ଦୋହରାଇ ଚାଲିଛନ୍ତି ପୋୖରପାଳିକା କର୍ତ୍ତୃପକ୍ଷ । ରାସ୍ତା ମରାମତି ହେଉ ବା ଅଳିଆ ସଫା ବା ହେଉ ଭଙ୍ଗା ଡ୍ରେନ ସବୁଥିରେ ପଛଘୁଞ୍ଚା ଦେଇଛନ୍ତି କର୍ତୁପକ୍ଷ ।
ଆଜି ଢେଙ୍କାନାଳ!-->!-->!-->!-->!-->…
ବାର୍ଦ୍ଧକ୍ୟ ଭତ୍ତା କୁ ଚାହିଁ ରହିଛନ୍ତି ହରିପୁରର ହରିଆ
ଢେଙ୍କାନାଳ ଜିଲ୍ଲା ହରିପୁରର ହରିଆ ଦେହୁରୀ, ନା ଅଛି ପକ୍କାଘର ନା ମିଳି ପାରୁଛି କିଛି ସହାୟତା କିନ୍ତୁ ଚାହିଁ ରହିଛନ୍ତି କେବେ ମିଳିବ ମୋ ବାର୍ଦ୍ଧକ୍ୟ ଭତ୍ତା।
ସଦର ମହକୁମା ଗୁଣ୍ଡିଚା ପଡ଼ା ପଞ୍ଚାୟତ ହରିପୁର ଗ୍ରାମର ହରିଆ ଦେହୁରୀ। ବୟସ ଦେଖିଲେ ଲାଗୁଛି, କେବେଠୁ ଷାଠିଏ ଟପିଲାଣି!-->!-->!-->…
ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଢେଙ୍କାନାଳ ପୋୖରପାଳିକା ଅଧିକାରୀଙ୍କ ଦୁର୍ନୀତିରେ ତାଲା ପକାଇବେ ସାଂସଦ
ଢେଙ୍କାନାଳ ପୋୖରପାଳିକା ମହାମାରୀ କରୋନା ସମୟରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ନଦେଇ ମନମାନି କରୁଛି ବୋଲି ସାଂସଦ ମହେଶ ସାହୁ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୨୯ ତାରିଖ ରେ ପୌରପାଳିକା କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ସାଂସଦ, ତେବେ ଏ ନେଇ ସାଂସଦ!-->…
କ୍ରଲ୍ ରୁ ଏନ୍-କ୍ଳୋଜରକୁ ଗଲା “ରାକେଶ”
ରାକେଶ ଦୀର୍ଘ ଦିନ ଧରି କପିଳାସ ଏଲିଫ୍ୟାଣ୍ଟ୍ ରେସକ୍ୟୁ ସେଣ୍ଟର ର କ୍ରଲ୍ ଭିତରେ ଆବଦ୍ଧ ହୋଇ ରହିଥିଲା। ଏବେ ସେଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଅସ୍ଥାୟୀ ରହଣୀ ସ୍ଥାନରେ ଛଡାଯାଇଛି ।ଦୀର୍ଘ ଦିନର ବନ୍ଦ ଜୀବନରୁ ଏବେ ତାକୁ କିଛିଟା ଆଶ୍ବସ୍ତି ମିଳିଛି। କପିଳାସ ଚିଡିଆଖାନା ପରିସର!-->…