News
lipub
samparksetu
Browsing Category

ଢେଙ୍କାନାଳ ଖବର

ଛାତରୁ ପଡ଼ି ଯୁବକ ମୃତ

ଛାତରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି , ମୃତକ ହେଲେ ଭୁବନ ବ୍ଳକ ଜୟପୁର ଗାଁର ସତ୍ୟଜିତ ମାଝୀ (୨୭) । ସୂଚନା ଅନୁଯାୟୀ ,ଗୁରୁବାର ସତ୍ୟଜିତ ନିଜ ଘର ଛାତରେ ବୁଲୁଥିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ଼ ଖସି ଯାଇଥିଲା । ସାରା ରାତି ପଡି ରହି ଥିବା ବେଳେ ସକାଳୁ ତାଙ୍କ ଦାଦା

ଗଁଦିଆ ବ୍ଲକ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ସଭାଗୃହ ଠାରେ ଆଜି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଗଁଦିଆ ଥାନ ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ

ବନ୍ଧ୍ୟା ନିରାକରଣ ଯୋଜନାର ୬ ମାସ ପରେ ବି ମିଳୁନି ହିତାଧିକାରୀ ଙ୍କ ପଇସା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ମେଡିକାଲ ଅଧୀନ ରେ ଚାଲୁଥିବା ମେଡିକାଲ ଗୁଡ଼ିକ କୁ କେଉଁଠି ଡ଼ାକ୍ତର ନାହାନ୍ତି ତ, କେଉଁଠି ଘର ନାହିଁ, ଯେଉଁଠି ବି ଅଛନ୍ତି ସକାଳେ ଆସନ୍ତି ଉପରବେଳା କୁ ନାହିଁ । ଯୋଜନା ଏଠି ସବୁ ପ୍ରକାର ଫେଲ୍ ମାରୁଛି । ଏହି ମେଡିକାଲ ଅଧୀନ ରେ

ପିଅନଙ୍କ ବଦଳି ବାତିଲ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଉଳପୁର ସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ପିଅନଙ୍କ ବଦଳି ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ବଦଳି ପରେ କନ୍ତିଓପୁଟ ସାହି

ନିଆଁ ପାଣି ବାଛନ୍ଦ ଅଭିଯୋଗ ନେଇ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ଢେଙ୍କାନାଳ ଜିଲ୍ଲା ବ୍ଲକ ନିହଲପ୍ରସାଦ ଥାନା ଅନ୍ତଗର୍ତ ପର୍ଵତକଣୀ ଗ୍ରାମରେ ଜମିବାଡିକୁ ନେଇ ବିବାଦ ସୃଷ୍ଟିହେବା ସହତି ପରିବାରକୁ ନିଆଁ ପାଣି ବାଛନ୍ଦ କରିବାକୁ ନେଇ ନ୍ୟାୟ ପାଇଁ ପରିବାର ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ପର୍ବତକଣୀ ଗ୍ରାମର ହରିହର ବାରୀକ ଙ୍କ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଦିନବନ୍ଧୁପୁର ଗ୍ରାମରେ ଜନୈକ ବୃଦ୍ଧ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ହେଲେ ଉକ୍ତ ଗାଁର ବିକଳ ସାହୁ (୭୦) । ସୂଚନା ଅନୁଯାୟୀ ,ଆଜି ଅପରାହ୍ନରେ ସେ ଆମ୍ବ ଗୋଟାଇବାକୁ ନିକଟରେ ଥିବା ଜଙ୍ଗଲକୁ ଯାଇ ହାତୀ ଆକ୍ରମଣର ଶିକାର

ମନ୍ଦିରରୁ ଚୋରି

ମାଳପୁରା ରାମ ମନ୍ଦିରରୁ ଚୋରି । ମୁଖ୍ୟ ମନ୍ଦିରର ତାଲା ଭାଙ୍ଗିବା ସହ ପାର୍ଶ୍ୱ ଦେବୀ ମନ୍ଦିରରୁ ୯ ଗୋଟି ସୁନାର ଟିକିଲି ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ମନ୍ଦିର ପୂଜକ ସକାଳୁ ପୂଜା କରିବାପାଇଁ ମନ୍ଦିରକୁ ଆସିଥିବା ବେଳେ ମନ୍ଦିର ଲାଇଟ୍ ବନ୍ଦ ଥିବା ସହ ମୁଖ୍ୟ

ଯବାନଙ୍କ ମର ଶରୀରକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗ୍ରାମର ପୁଅ ବୀର ଯବାନ ଧୂର୍ବ ଚରଣ ସାମଲଙ୍କୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭୁବନେଶ୍ୱର ରେ କାର୍ଯ୍ୟରତ ସିଆରପିଏଫ ଯବାନ୍ ଧୂର୍ବ ଚରଣ ସାମଲ କାର୍ଯ୍ୟରତ ଥିବା ବେଳେ ଅସୁସ୍ଥ ହୋଇ ଚିକିତ୍ସା ହେବା ପାଇଁ ଘରକୁ

ତହସିଲଦାରଙ୍କୁ ଆକ୍ରମଣ କରି ବନ୍ଧା ହେଲେ ମାଫିଆ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ବ ନିରିକ୍ଷକ ଆଲୋକ ଲେଙ୍କାଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ ଓ ମାଟିଖୋଳାରେ ବ୍ୟବହୃତ ଜେସିବି ମେସିନ, ୨ଟି ଟ୍ରାକ୍ଟରକୁ ଯବତ କଲା କାମାକ୍ଷାନଗର ପୋଲିସ । ସାମ୍ବାଦିକ ସମିଳନିରେ ସୂଚନା ଦେଲେ

କର୍ତ୍ତବ୍ୟ ରେ ଅବହେଳା ହେତୁ ୧୩ ଅଧ୍ୟକ୍ଷ ଓ କିରାଣୀ ଙ୍କ ଦରମା ବନ୍ଦ କଲେ ଉଚ୍ଚ ଶିକ୍ଷା ବିଭାଗ

କର୍ତ୍ତବ୍ୟ ରେ ଚରମ ଅବହେଳା ପାଇଁ ଢେଙ୍କାନାଳ ଜିଲ୍ଲାର ୧୩ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ କିରାଣୀ ଙ୍କ ଦରମା ବନ୍ଦ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୨୨୭୬/୨୩ରେ ନିର୍ଦ୍ଦେଶ ଦିଆଯାଇଛି। ଏହି କଲେଜ ଗୁଡିକ ମଧ୍ୟରେ ଆଞ୍ଚଳିକ ମହାବିଦ୍ୟାଳୟ, ଭୁବନ ନୂଆହାଟ
error: Content is protected !!