Browsing Category
ଢେଙ୍କାନାଳ ଖବର
କଳା ପଲସର ଆତଙ୍କ , ମହିଳାଙ୍କ ଠାରୁ ଲୁଟିନେଲେ ୪୦ ହଜାର ଟଙ୍କା
ବ୍ୟାଙ୍କରୁ ଟଙ୍କା ଉଠାଇବା ଫେରୁଥିବାବେଳେ, ଅଧା ବାଟରୁ ଗୋଟିଏ କଳାରଙ୍ଗର ପଲସର ବାଇକରେ ଆସି ଟଙ୍କା ବ୍ୟାଗଟି ଛଡାଇନେଇ ଫେରାର ହୋଇଗଲେ ୩ ଦୁର୍ବୃତ୍ତ ।
ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ କଙ୍କଡାହାଡ ଥାନା ରହଣି ଗ୍ରାମର ସିତା ବାରିକ। ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୨ଟା!-->!-->!-->…
ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର
ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ କାଉଁରିଆପାଳ ଜଣେ ବୃଦ୍ଧା ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧ ହେଲେ କାଉଁରିଆପାଳ ର ଦୁଃଶାସନ ସ୍ୱାଇଁ(୬୦) ।
ସୂଚନା ଅନୁଯାୟୀ , ଆଜି ସକାଳୁ ଗାଁ ପାଖ ଜଙ୍ଗଲକୁ ଦୁଃଶାସନ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ!-->!-->!-->…
ଟ୍ରେନରୁ ଖସିପଡି ଯୁବକ ମୃତ
ଢେଙ୍କାନାଳ ରେଳ ଷ୍ଟେସନ ଠାରେ ଗତକାଲି ରାତିରେ ତପସ୍ୱନି ଏକ୍ସପ୍ରେସରୁ ଖସିପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣକ ହେଲେ କାମାକ୍ଷାନଗର ରେକୁଳା ଗାଁର ରଞ୍ଜିତ କୁମାର ବେହେରାଙ୍କ ପୁଅ ରାଜଶ ବେହେରା ।
ସୂଚନା ଅନୁଯାୟୀ , ରାଜେଶ ଝାର୍ସୁଗୁଡାର ଏକ କମ୍ପାନୀରେ କାର୍ଯ୍ୟ!-->!-->!-->…
ପୋଖରୀ ରେ ବୁଡି ଯୁବକ ମୃତ
ପୋଖରୀ ରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ କାମାକ୍ଷାନଗର ଥାନା ଜୟପୁରାକାଟିଣି ଗାଁର ଶିରିଣି ପ୍ରଧାନ l ଶିରିଣି ଆଜି ସକାଳୁ ସ୍ଥାନୀୟ ପୋଖରୀ କୁ ଗାଧେଇବାକୁ ଯାଇଥିଲେ l ଗାଧୋଉଥିବା ସମୟରେ ପାଣି ଭିତରେ ତାଙ୍କ ଗୋଡ଼ ଖସି ଯାଇଥିଲା l
ଫଳରେ ସେ ପାଣିରେ ବୁଡି ଯାଇଥିଲେ!-->!-->!-->…
ପାଣି ପାଇଁ ରାସ୍ତା ରୋକ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଗଡପଳାଶୁଣି ଗ୍ରାମ ବଡସାହିର ଲୋକମାନେ ପିଇବା ପାଣି ପାଇଁ ଆଜି ରାସ୍ତା ରୋକ ହୋଇଥିଲା ।ଗ୍ରାମରେ ଗୋଟିଏ ନଳକୂପ ଚାଲୁଛି।ଅନ୍ୟ କୈାଣସି ବିକଳ୍ପ ବ୍ୟବସ୍ଥା ନାହିଁ। ଏପରିକି ଆଜି ପର୍ଯ୍ୟନ୍ତ ଗ୍ରାମଟି ସରକାରଙ୍କ ବସୁଧା ଯୋଜନା ଥିବା ସତ୍ୱେ ବଡ଼!-->…
ନୂଆ ପୋଖରୀରେ ବୁଡ଼ି ଯୁବକ ମୃତ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଦ୍ଭାଗୀରଥି ସାଗର (ନୂଆ ପୋଖରୀ ) ରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ମାନସ ଦେହୁରୀ ।
ସୁଚନା ଅନୁଯାୟୀ , ଆଜି ନେହେରୁ ପାର୍କର କାର୍ଯ୍ୟରତ ମାଳୀ ମିନକେତନ ଦେହୁରୀଙ୍କ ବଡ ପୁଅ ମାନସ ଦେହୁରୀ ଭଗୀରଥୀ ସାଗରକୁ ଗାଧୋଇବାକୁ ଯାଇ ଆଉ!-->!-->!-->…
ପତ୍ନୀଙ୍କୁ ମାରି ଜାଳିଦେଲା ସ୍ୱାମୀ !
ପତ୍ନୀଙ୍କୁ ମାରି ଜାଳିଦେଲା ସ୍ୱାମୀ , ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କେରଜୁଳି ପଞ୍ଚାୟତର ବାଲିସାହି ଗାଁରେ ଦେଖିବାକୁ ମିଳିଛି।ରବିବାର ଅପରାହ୍ନ ପ୍ରାୟ ୩ଟା ବେଳେ ନିରଞ୍ଜନ ଦାସ (୫୮) ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଜାଳି!-->…
ଏନଏଚଆରସି ଏବଂ ଏନସିପିସିଆରଙ୍କ ନିର୍ଦ୍ଦେଶ କୁ ବେଖାତିର, ଜବରଦଖଲ ହେବାକୁ ଯାଉଛି ସରକାରୀ ଜମି, ପୋୖରଅଧିକାରୀ ଚୁପ୍ !
ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ୩ନମ୍ବର ୱାର୍ଡରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଅଞ୍ଚଳ ବାସୀଙ୍କ ମନରେ ଥିବା ଅସନ୍ତୋଷ ଏବେ ତୀବ୍ର ରୂପ ନେଇଛି । ଦୀର୍ଘ ୧୫ ବର୍ଷ ଧରି ୩ ନମ୍ୱର୍ ୱାର୍ଡ ବାସିନ୍ଦା ପ୍ରାୟ ୯ଗୁଣ୍ଠ ର ଏକ ସରକାରୀ!-->!-->!-->…
ଜନ ଗହଳି ସ୍ଥାନରେ ବିଦେଶୀ ମଦ ଦୋକାନକୁ ନେଇ ସାଧାରଣରେ ଅସନ୍ତୋଷ
ଗଁଦିଆ ର ମୁଖ୍ୟ ସ୍ଥାନରେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଅଛି । ଉକ୍ତ ଦୋକାନଟି ଏକ ଜନଗହଳି ପୂର୍ଣ୍ଣ ହାଟ ଛକ ନିକଟରେ ଖୋଲାଯାଇ ଥିବାର ଦେଖିବାକୁ ମିଳିଛି ।
ଢେଙ୍କାନାଳ ଠାରୁ ଗଁଦିଆ ବ୍ଲକ ଦେଇ ଭୁବନଓ ଚଡେଇଧରାକୁ ସଂଯୋଗ କରୁଥିବା ଏହି!-->!-->!-->…
ପୋଲିସ କୁ ଚୋର ଙ୍କ ଖୋଲା ଚ୍ୟଲେଞ୍ଜ ,ଅଧ୍ୟାପକ ଓ ବ୍ୟବସାୟୀ ଙ୍କ ଘରୁ ଚୋରି
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳ ରେ ଦିନକୁ ଦିନ ଚୋରି ବଢ଼ି ଚାଲିଛି । ଚୋର ମାନେ ନିଛାଟିଆ ଜାଗାରେ ଘର କରିଥିବା ବଡ଼ ବ୍ୟବସାୟୀ ଓ ସରକାରୀ ଚାକିରିଆ ଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି ।
୨ ଦିନରେ ୨ ଟି ସ୍ଥାନ ରୁ ଚୋରି ହୋଇଥିବା ଥାନାରେ ଏତଲା ହୋଇଛି ।ଶୁକ୍ରବାର ରାତି ରେ!-->!-->!-->…