News
lipub
samparksetu
Browsing Category

ଢେଙ୍କାନାଳ ଖବର

ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଟ୍ରାପରେ ଧରାପଡିଥିବା କିରାଣୀଙ୍କୁ ୨ ବର୍ଷ କାରାଦଣ୍ଡ

ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ବର୍ତ୍ତମାନ ବାଇଁଶିଆ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟ୍ରାପ କରାଯାଇଥିଲା । ଏହି ମାମଲାରେ କିରାଣୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ୨୦

କାମକୁ ଯାଉଥିଲେ ଅଧା ବାଟରେ ଚାଲିଗଲା ଜୀବନ

ଗଁଦିଆ ଥାନା ଷଡ଼ଙ୍ଗୀ ଗ୍ରାମ ନିକଟରେ ମଙ୍ଗଳବାର ଦିନ ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଷଡ଼ଙ୍ଗୀ ଗାଁର ସୌମ୍ୟରଞ୍ଜନ ବେହେରା (୨୮) । ସୂଚନା ଅନୁଯାୟୀ ସୌମ୍ୟ ଯାଜପୁର ଜିଲ୍ଲାର ଏକ କମ୍ପାନୀ ରେ ମେକାନିକ ଭାବରେ କାର୍ଯ୍ୟ କରନ୍ତି , ସେ ନିଜ କାର୍ଯ୍ୟକୁ

ମାନସିକ ନିର୍ଯ୍ୟାତନା ଦେଉଥିଲେ ବିଇଓ, ଅଫିସରେ ବେହୋସ୍ ହୋଇଗଲେ ଶିକ୍ଷୟତ୍ରୀ

ଢ଼େଙ୍କାନାଳ ବ୍ଲକ୍ ଶିକ୍ଷାଧିକାରୀଙ୍କ ମାନସିକ ଚାପରେ ବିଇଓଙ୍କ ଅଫିସରେ ବେହୋସ୍ ହୋଇଗଲେ ଶିକ୍ଷୟତ୍ରୀ । ସୂଚନା ଅନୁଯାୟୀ ଢ଼େଙ୍କାନାଳ ଗଜମରା ୟୁପି ସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ନବନିତା ସାହୁଙ୍କୁ ଢ଼େଙ୍କାନାଳ ବିଇଓ ବ୍ରହ୍ମାନନ୍ଦ ରାଉତ କୌଣସି ଏକ ଘଟଣାରେ ଅଫିସକୁ ଡ଼କାଇଥିଲେ।

ଦ ଇଣ୍ଡିଆନ ଗୋଲ୍ଡେନ ଆୱାର୍ଡ – ୨୦୨୩ ରେ ସମ୍ମାନିତ ହେଲେ ଅଙ୍କିତା

ଦ ଇଣ୍ଡିଆନ ଗୋଲ୍ଡେନ ଆୱାର୍ଡ - ୨୦୨୩ ରେ ସମ୍ମାନିତ ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ପଞ୍ଚାୟତ ଦଧିସିଙ୍ଗା ଝିଅ ଅଙ୍କିତା ସାହୁ । କଳାଞ୍ଜଳି ଆଟିଷ୍ଟ୍ରି ଟ୍ରଷ୍ଟ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ରେ ଆୟୋଜିତ ହୋଇଥିବା ଲୋକକଳା

ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ

ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଅଧିନ ଅରାଚୁଆ ଗ୍ରାମରେ ଆଜି ଘଟିଯାଇଛି ଏକ ଅଭାବନୀୟଘଟଣା । ପୋଖରୀ ପାଣିରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ,ଉକ୍ତ ଗ୍ରାମର ରତିକାନ୍ତ ସାହୁଙ୍କର ବଡପୁଅ ଚିରଞ୍ଜିବି ସାହୁ( ୧୨)ଆଜି ସକାଳ ସମୟରେ ଶୌଚ ପାଇଁ

ଦୁର୍ଘଟଣାରେ ଦାଦା ଓ ପୁତୁରା ଙ୍କ ଚାଲିଗଲା ଜୀବନ

କଙ୍କଡାହାଡ ଥାନା ବନ୍ଦାଣିଆ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ୨ଜଣ ହେଲେ ଯାଜପୁର ଜିଲ୍ଲା ଟାଟାମାଇନ୍ସ ଅଞ୍ଚଳର ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ। ସୂଚନା ମୂତାବକ ଉଭୟ ଆଜି ସକାଳେ ବଜାଜ ପଲସର ଗାଡିର କିସ୍ତି ଦେବାକୁ

ରେଳ ଟ୍ରାକକୁ ହାଇୱା ଖସିବା ଘଟଣା ,୧୫ ଘଣ୍ଟା ବନ୍ଦ ରହିଲା ରେଳ ଚଳାଚଳ

ଅନୁଗୁଳ ସୁକିନ୍ଦା ରେଳ ପଥ ର ଯମୁନାକୋଟ ଠାରେ ଟ୍ରାକ ଉପରକୁ ହାଇୱା ଖସିପଡିବା ଦ୍ୱାରା ୧୫ଘଣ୍ଟା ରେଳ ଚଳାଚଳ ବନ୍ଦ ରହିଥିଲା । ଘଟଣାରୁ ଜଣାପଡିଛି ଯେ ଅନୁଗୁଳ ଜିଲ୍ଲା ବୁଢାପଙ୍କ ଠାରୁ ଢେଙ୍କାନାଳ ଜିଲ୍ଲା ଦେଇ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବାଘୁଆପାଳ ପଯ୍ୟନ୍ତ ୯୦.୨୧ କିମି ର ରେଳ ଟ୍ରାକ

କୂର୍ମଦା ରେ ପୋଡିଗଲା ୨ ବଖରା ଘର

ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ର କୂର୍ମଦା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ହେତୁ ନିଆଁ ଲାଗି ଦିଲ୍ଲୀପ ଦେହୁରୀ ଙ୍କର ୨ ବଖରା ଘର ପୋଡ଼ିଯାଇଛି । ଅଗ୍ନିଶମ ବାହିନୀ ର କର୍ମଚାରୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ । ବାଲିବୋ ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର

୩୬ପ୍ରାଣୀ ଚିକିତ୍ସିକଙ୍କ ସାମୂହିକ ଇସ୍ତଫା !

ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟରତ ସିଡିଭିଓଙ୍କ ସହିତ ୩୬ଜଣ ପ୍ରାଣୀ ଚିକିତ୍ସକ ସରକାରଙ୍କ ନିଷ୍ପତିର ପୁନର୍ବିଚାର କରିବା ଦାବି କରି ସାମୂହିକ ଇସ୍ତଫା ଦେଇଥିବାର ଜଣାପଡିଛି । ଫଳରେ ଜିଲ୍ଲାରେ ଗୃହ ପାଳିତ ପଶୁ ପକ୍ଷୀଙ୍କର ଚିକିତ୍ସାରେ ଘୋର ବାଧାପ୍ରାପ୍ତ ହୋଇଛି । ସରକାରଙ୍କ ଅଧିନରେ

ପୁଣି ଢେଙ୍କାନାଳ ସହର ନିକଟରେ ସେକ୍ସ ରାକେଟ ଠାବ: ଜଣେ ରାଣୀ ମହୁମାଛି ଏବଂ ଜଣେ ଯୁବତୀ ସହ ୪ ଗ୍ରାହକ ଗିରଫ

ଢ଼େଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗର ସ୍ଥିତ ଏକ ଘରେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିବା ବେଳେ, ସମ୍ପୃକ୍ତ ଘରେ ସେକ୍ସ ରାକେଟ ଚାଲୁଥିବାର ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆନନ୍ଦ ନଗର ଅଞ୍ଚଳରେ ନିଜକୁ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ଏକ ଘରଭଡା ନେଇଥିଲେ । ଦୀର୍ଘ
error: Content is protected !!