Browsing Category
ଢେଙ୍କାନାଳ ଖବର
କେନ୍ଦୁ ପତ୍ର କର୍ମଚାରୀଙ୍କ ପାଞ୍ଚ ଦଫା ଦାବି ନେଇ ଅଫିସ୍ ସମ୍ମୁଖରେ ଧାରଣା
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେନ୍ଦୁ ପତ୍ର କର୍ମଚାରୀଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଲେ କେନ୍ଦୁ ପତ୍ର କର୍ମଚାରୀ। ଖରା ବର୍ଷା ପାଣି ପବନ ଶୀତ କାକର ନ ସହି ମହିଳା ଓ ପୁରୁଷ ମାନେ କେନ୍ଦୁ ପତ୍ର ସଂଗ୍ରହ କରି ଥାଆନ୍ତି। କେନ୍ଦୁ ପତ୍ର ସଂଗ୍ରହ କରୁଥିଲେ ମଧ୍ୟ ଉଚିତ୍ ମୂଲ୍ୟ ମିଳି!-->…
ନେଉଳପୋଇ ଉଚ୍ଚବିଦ୍ୟାଳୟର ଅବସର କାଳୀନ ସଭା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ନେଉଳପୋଇ ଗ୍ରାମ ପାଞ୍ଚୟତର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା ଓ କନିଷ୍ଠ ସହାୟକ ଶ୍ରୀଯୁକ୍ତ ଉଗ୍ରେସନ ଗଡ଼ନାୟକଙ୍କ ଅବସର କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି l ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର!-->…
ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
ଢେଙ୍କାନାଳ ଜିଲ୍ଲା ସଦର ଥାନା ବଳଦିଆବନ୍ଧ ଠାରେ ୫୫ନମ୍ବର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କଣ୍ଟେଇକୋଳିଆ ଗ୍ରାମର ସୁରେନ୍ଦ୍ର ଦାସ (ପିଣ୍ଟୁ) ଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ , ପିଣ୍ଟୁ ନିଜ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବଳଦିଆବନ୍ଧ ଠାରେ କଟକ ଆଡୁ!-->!-->!-->…
ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ଦାବିପତ୍ର
କେନ୍ଦ୍ରୀୟ ବି.ଏମ.ଏମ୍ ର ନିଷ୍ପତି କ୍ରମେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର ଙ୍କୁ!-->…
ପ୍ରେମ ଯୋଗୁଁ ହତ୍ୟା !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପାଖ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଆଜି କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ମନୋଜ ବିଶ୍ୱାଳ। ପ୍ରେମଜନିତ କାରଣରୁ ପୁଅକୁ ମାରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମନୋଜ ଗତକାଲି!-->…
ରୋଗୀ ଆଣିବାକୁ ଯାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ ସୂଚନା
ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଆମ୍ବୁଲାନ୍ସରେ ଥିବା ୩ କର୍ମଚାରୀ ଆହତ । ସୂଚନା ଅନୁଯାୟୀଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ଟି ଆଜି ସକାଳେ ଜଣେ ରୋଗିକୁ ଆଣିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଓଲଟି!-->!-->!-->…
ଜବରଦଖଲ ହଟାଇ ପାରୁନାହାନ୍ତି ଅଧିକାରୀ, ପାର୍କିଂ ଚାଲାଣ କାଟି ବେଫିକର ଟ୍ରାଫିକ ପୋଲିସ
ଗୋଟିଏପଟେ ଚାଲିଛି ଶୋଭାଯାତ୍ରା ଡିଜେବାଜା ରେ କମ୍ପୁଛି ଚତୁର୍ଦିଗ ନାଚଗୀତ ରେ ମସଗୁଲ ଶୋଭାଯାତ୍ରାରେ ଆସିଥିବା ବ୍ୟକ୍ତି । ହେଲେ ଭିଡର ଅନ୍ୟପଟେ ବିକଟାଳ ଚିତ୍ର, ଫସିରହିଛି ଆମ୍ବୁଲାନ୍ସ କାକୁତି ମିନତୀ ହୋଇ ଖୋଜୁଛି ବାଟ ଡିଜେ ସାଉଣ୍ଡ ରେ ସତେଯେପରି ଫିକା ପଡିଯାଉଛି ଆମ୍ବୁଲାନ୍ସର!-->!-->!-->…
ବି.ବି.ହାଇସ୍କୁଲ ୧୯୮୦ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ
ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ୧୯୮୦ ବ୍ୟାଚ୍ ର ବନ୍ଧୁମିଳନ - 'ମୋ ସ୍କୁଲ ଅଭିଯାନ'ର ଆଲୁମିନି -ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମ -୨୦୨୩ ବି.ବି.ହାଇସ୍କୁଲ୍ ,ଢେଙ୍କାନାଳ ପରିସରରେ ଓ ସ୍ଥାନୀୟ ଗଣେଶ ମଣ୍ଡପରେ କୋଭିଡ-୧୯ ନିୟମସବୁକୁ ଅନୁପାଳନକରି ମହା ସମାରୋହରେ!-->!-->!-->…
ଗାଡି ଧକ୍କାରେ ବାପା ମୃତ, ପୁଅ ଗୁରୁତର
ତୁମୁସିଙ୍ଗା ଥାନା ସୋଗର ଗ୍ରାମର ଅକ୍ଷୟ ସାହୁ ଓ ପୁଅ ଆଶିଷ ସାହୁ ଉଭୟ ଆଜି କୌଣସି କାମ ନେଇ ବାଇକ୍ ଯୋଗେ ପଣ୍ଡୁଆ ବଜାରକୁ ଆସିଥିଲେ, କାମସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କ ବାଇକକୁ ସାଳୁଆ ଛକ ନିକଟରେ ଧକ୍କା ଦେଇଥିଲା।
ଫଳରେ ବାପ ପୁଅ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ!-->!-->!-->…
କୂଅରେ ପଡି ନାବାଳକର ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗ୍ରାମରେ ଅଘଟଣ କୂଅରେ ପଡି ଚାଲିଗଲା ୧୨ ବର୍ଷୀୟ ବାଳକର ଜୀବନ ।
ସୂଚନା ଅନୁଯାୟୀ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର ଶୁଭମ ନାୟକ (୧୨) ଯାତ୍ରା ଦେଖିବାକୁ ନିଜ ପରିବାର ସହ ମାମୁଘର ସରଦେଇପୁରକୁ ଆସିଥିଲେ । ବିଳମ୍ବିତ ରାତିରେ!-->!-->!-->!-->!-->…