Browsing Category
ଢେଙ୍କାନାଳ ଖବର
ସିଫା ପକ୍ଷରୁ ଦିନିକିଆ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ଆଲୋଚନା ଚକ୍ର
କେନ୍ଦ୍ରୀୟ ଜଳଜୀବ ପାଳନ ସଂସ୍ଥା ( ସିଫା ) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ଗ୍ରାମରେ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସିଫା ପକ୍ଷରୁ ଜି.ଏସ ସାହା ପ୍ରିନ୍ସିପାଲ!-->…
ପ୍ରାଣୀ ବିଜ୍ଞାନ ବିଭାଗର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ମହାବିଦ୍ୟାଳୟ ପରିସରରେ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଶେଷ ବର୍ଷର ଛାତ୍ରଛାତ୍ରୀ ନିମନ୍ତେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି ।
ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ଜିତେନ୍ଦ୍ରିୟ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ!-->!-->!-->…
ଉଦ୍ଭିଦ ବିଜ୍ଞାନ ବିଭାଗ ର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଗଁଦିଆ ବ୍ଲକ ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫ ରୁ ଶେଷ ବର୍ଷ ର ଛାତ୍ର ଛାତ୍ରୀ ନିମନ୍ତେ ଚଳିତ ବର୍ଷର ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଅଛି ମହାବିଦ୍ୟାଳୟ ର ଅଧକ୍ଷ ଡ. ସଦାନନ୍ଦ ମିଶ୍ର ଙ୍କ ଅଧ୍ୟକ୍ଷତା ରେ!-->!-->!-->…
ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଢେଙ୍କାନାଳ ଗସ୍ତ
ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରିଆନ୍ ପ୍ରଭୁଦତ ସୁବୁଧି ଗତକାଲି ଅପରାହ୍ନରେ ଢେଙ୍କାନାଳ ରୋଟାରୀ କ୍ଲବ୍ ଦ୍ୱାରା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମର ସମୀକ୍ଷା ନିମନ୍ତେ ଢେଙ୍କାନାଳ ଗସ୍ତ କରିଥିଲେ । ଅପରାହ୍ନ ୫ ଘଟିକା ସମୟେ ସ୍ଥାନୀୟ ହୋଟେଲ୍ ଆର୍.କେ.ରେଜେନ୍ସି ସମ୍ମିଳନୀ!-->!-->!-->…
ଆରଆଇଙ୍କ କଳା କାରନାମା, ଜାଲ ଦସ୍ତଖତ କରି ଗିରଫ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲରେ ରାଜସ୍ୱ ନିରୀକ୍ଷକ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଜିଲ୍ଲାପାଳଙ୍କ ଦସ୍ତଖତକୁ ନିଜ ସିସିଆର ପୁସ୍ତକ ଜାଲକରି ଗିରଫ ହୋଇଥିବାର ଜଣାପଡିଛି ।
କାମାକ୍ଷାନଗର ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ରାଜସ୍ୱ ନିରୀକ୍ଷଣକ ବିଶ୍ୱନାଥ ପ୍ରଧାନ ଗତ!-->!-->!-->…
ଜବରଦଖଲ ଉଚ୍ଛେଦ କୁ ବିରୋଧ !
ପୌରପାଳିକା ପକ୍ଷରୁ ଆଜି ଜୁଆଙ୍ଗ ସାହିରେ ଜବରଦଖଲ ଉଚ୍ଛେଦ ହୋଇଛି । ଯାହାକୁ ବସ୍ତି ବାସିନ୍ଦା ପ୍ରବଳ ବିରୋଧ କରିବାରୁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଛି । ପରେ ବସ୍ତି ବାସିନ୍ଦା ଜିଲ୍ଲାପାଳ ଏବଂ ସଦର ବିଧାୟକଙ୍କୁ ଭେଟି ଉଚ୍ଛେଦ ନକରିବା ପାଇଁ ଗୁହାରି କରିଛନ୍ତି ।
ସୂଚନା ଅନୁଯାୟୀ ,!-->!-->!-->…
ଧାର ଟଙ୍କା ମାଗିବାରୁ ଠେଙ୍ଗା ରେ ମାଡ଼ !
ଧାର ଟଙ୍କାକୁ ନେଇ ଗଣ୍ଡଗୋଳ, ଠେଙ୍ଗା ପାହାର ମାଡ଼ ରେ ଯୁବକ ଗୁରୁତର , ଭୁବନ ଥାନାରେ ଅଭିଯୋଗ । ସୂଚନା ଅନୁଯାୟୀ, ଭୁବନ ଥାନା କୀର୍ତନପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ରବୀନ୍ଦ୍ର କୁମାର ଧୀର ଙ୍କୁ ଏକମାତ୍ର ପୁଅ ଜ୍ୟୋତି ରଞ୍ଜନ ଧୀର (୩୧) ଜିରାଳ ଗ୍ରାମ ରୁ ଆସି!-->…
ସଡ଼କ ଦୁର୍ଘଟଣା ରେ ଯୁବକ ମୃତ, ଦୁଇ ଗୁରୁତର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ସାତମାଇଲ ଛକରେ କାର ଦୁର୍ଘଟଣାରେ ଜଣେ ଶୋଚନୀୟ ଭାବରେ ମୃତ୍ୟୁବରଣ କରିଥିବା ବେଳେ ୨ଜଣ ଗୁରତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ , ହିନ୍ଦୋଳ ଥାନା ଅନ୍ତର୍ଗତ ସତମାଇଲ ଛକ ନିକଟରେ ଆଜି ଅପରାହ୍ନ ୫ଟା ସମୟରେ ଏକ କାର ଭାରସାମ୍ୟ ହରାଇ ଏକ ଗଛ ରେ ବାଡେଇ!-->…
ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି କଲେଜ ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ…
କଲେଜ ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଅନୁଧ୍ୟାନ କରିବା ସହ ଯାତ୍ରୀଙ୍କ ଗମନାଗମନ ନିମନ୍ତେ କୌଣସି ବାଧା କିଭଳି ନ ଉପୁଜେ ଏନେଇ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ତତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଟିମ୍ ଗତକାଲି ଅପରାହ୍ନରେ ପରିଦର୍ଶନ କରିଛନ୍ତି ।
ସହରର!-->!-->!-->!-->!-->…
ମହିମା ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଢେଙ୍କାନାଳ ଜିଲା ଯୋରନ୍ଦା ମହିମା ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ଚଳିତବର୍ଷର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଶିକ୍ଷାବିଭାଗର ବରିଷ୍ଠ ପ୍ରାଧ୍ୟାପକ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ନବାଗତ ଭାଗେ ଯୋଗ!-->…