Browsing Category
ଢେଙ୍କାନାଳ ଖବର
ସାଇକେଲ ଆରୋହୀ ଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆ ଛକ ନିକଟରେ ଟ୍ରାକ୍କର ଦୁର୍ଘଟଣାରେ ସୋଗର କାଟେଣୀ ଗ୍ରାମର ରମେଶ ନାୟକ (୪୨) ଟ୍ରାକ୍ଟର ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ , କାକ୍ଷାନଗର- ଢେଙ୍କାନାଳ ମୁଖ୍ୟ ରାସ୍ତା କାର୍ଯ୍ୟ!-->!-->!-->…
ପାଣି କାଢୁଥିବା ବେଳେ କୂଅରେ ପଡି ମହିଳା ମୃତ
କୂଅରୁ ପାଣି କାଢୁଥିବାବେଳେ ଅସାବଧାନତା ହେତୁ କୂଅରେ ପଡି ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମର ନିହଲି ବାରିକ।
ସୁଚନା ମୁତାବକ ଆଜି ସକାଳେ ମହିଳା ଜଣକ କୂଅରୁ ଦଉଡି ସାହାଯ୍ୟରେ ପାଣି କାଢୁଥିଲେ ,ଅସାବଧାନତା ହେତୁ ସେ କୂଅରେ ପଡିଯାଇଥିଲେ।!-->!-->!-->…
ସାଇକେଲ ପଛପଟୁ ଧକ୍କାଦେଲା ମୋଟରସାଇକେଲ, ଦୁଇ ଗୁରୁତର
ଭୁବନ ଅନନ୍ତପୁର ଛକ ନିକଟ ଜାତୀୟରାଜପଥ ୫୩ ଉପରେ ଗତକାଲି ରାତିରେ ସାଇକେଲ ପଛପଟୁ ଏକ ବାଇକ ଧକ୍କା ଦେଇଥିବାର ସୂଚନା ମିଳିଛି । ଫଳରେ ଦୁଇ ଗୁରୁତର ହେବା ସହ ସେମାନଙ୍କୁ ଭୁବନ ଅଗ୍ନିଶମ ବାହିନୀ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲା।
ଡାକ୍ତର ପ୍ରାଥମିକ!-->!-->!-->…
ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ , କ୍ଷତିପୂରଣ ପାଇଁ ଅଞ୍ଚଳବାସୀ କଲେ ରାସ୍ତାରୋକ
କଟକରର ଚିକିତ୍ସିତ ଅବସ୍ଥାରେ ଢେଙ୍କାନାଳ ସହର କଣ୍ଟାନାଳୀ ର ବିକ୍ରମ ପ୍ରଧାଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ ,ଗତ ୧୬ ତାରିଖ ବିଳମ୍ବିତ ରାତିରେ କଣ୍ଟାନାଳୀ ର ଦିନେଶ ଦେହୁରୀ ସରୋଜ ସ୍ୱାଇଁ , ବିକ୍ରମ ପ୍ରଧାନ କୌଣସି କାମରେ ଯାଇ ବାଇକ ଯୋଗେ ଘରକୁ ଫେରୁଥିଲେ ।ବାଇପାସ ର କିଛି ବାଟ!-->!-->!-->…
୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କୋଟୋଗର ଗ୍ରାମର ଏକ ଆଖୁ କିଆରୀ ରୁ ୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି ।
ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ର ସଦସ୍ୟ ମହେନ୍ଦ୍ର ଭୂତିଆ , ନିରାକାର ସାହୁ ଓ ଆଶିଷ ମିଶ୍ର ପହଞ୍ଚି ସାପ ଟିକୁ ଉଦ୍ଧାର କରି ପଶ୍ଚିମା!-->!-->!-->…
ଲାଉଲଇ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ ସେବା ଓ ଋଣ ସଚେତନ ଶିବିର
ଗଁଦିଆ ବ୍ଲକ୍ ଅନ୍ତର୍ଗତ ଲାଉଲଇ ସେବା ସମବାୟ ସମିତି ପରିସରରେ ଆଜି ଅପରାହ୍ନ ୩ଘଟିକାରେ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣସଚେତନଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସମବାୟ ବିଭାଗ ଉପନିବନ୍ଧକ ସରୋଜିନୀ ଜେନା ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ!-->…
୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା , ବାଲ୍ ସୁଧାର ଗୃହ ଗଲେ ନାବାଳକ
ଢେଙ୍କାନାଳ ସହର ହାଟରୋଡ୍ ଅଞ୍ଚଳର ୯ମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ ମାମଲାରେ ରବିବାର ପରିବାର ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ କରାଯାଇଛି। ଗାଧୋଇବା ବେଳର ଭିଡିଓକୁ ସ୍ଥାନୀୟ ଜଣେ ୧୦ମ ଶ୍ରେଣୀ ପଢୁଥିବା ନାବାଳକ ଛାତ୍ର ଭାଇରାଲ୍ କରିଦେବା ପରେ ଛାତ୍ରୀଜଣକ ଲୋକଲଜ୍ଜା ଏବଂ!-->…
ପୁରୁଣା ଆଳୁତୁମା ଗ୍ରାମରେ ୧୦ ଦୋଳ ଉତଯାପିତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ରାଧାକୃଷ୍ଣ ଙ୍କ ମେଲଣ ଦୋଳ ଯାତ୍ରା ଉଦଯାପିତ ହୋଇଯାଇଛି। ଗତ ୧୦ ଦିନ ଧରି ଉପଖଣ୍ଡର ବିଭିନ୍ନ ଗ୍ରାମରେ ଉତ୍ସବ ପାଳିତ ହୋଇଥିବା ବେଳେ ୧୦ ଦୋଳ ପୁରୁଣା ଆଳୁତୁଣା ଗ୍ରାମ ସମେତ ମହୁଲ ପାଳ , ଖଟକୁରା, ଏକ୍ତାଳି, ବେଲ ବସନ୍ତ,ଆଦି!-->…
ବାଛନ୍ଦ ହେତୁ ଦୁଇ ମାସ ହେଲା ପତ୍ନୀ ମରିଥିଲେ ମଧ୍ୟ ସୁଧିକ୍ରିୟା କରିପାରୁ ନାହାନ୍ତି ସ୍ୱାମୀ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ ତାଶେରୀ ଆଦିବାସୀ ପଡ଼ାରେ କୁଆର ଟୁଡୁ ଜୈନିକ ବ୍ୟକ୍ତି ଦୀର୍ଘ ୮ବର୍ଷ ହେଲା ଗ୍ରାମ ମୁଖୀଆଙ୍କ ଠାରୁ କଙ୍ଗାରୁ କୋର୍ଟ କରାଯାଇ ବାଚ୍ଛନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାଯାଏ, ଯେ ଗ୍ରାମ ଏକ ଜାଗା!-->…
ବାଇକ ଡିକିରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ହିନ୍ଦୋଳ ରୋଡ ବଜାର ଛକ ଜନ ଗହଳି ସ୍ଥାନରେ ଥିବା ଏକ ବାଇକ ଡିକିରୁ ଜଣେ ଦୁର୍ବୃତ୍ତ ୬୦ ହଜାର ଟଙ୍କା ନେଇ ପାର ହୋଇ ଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବେଡାପଡା ଗ୍ରାମ ର ମନୋଜ ଗଡ଼ନାୟକ ନାମକ ବ୍ୟକ୍ତି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ୬୦ ହଜାର!-->!-->!-->…