Browsing Category
ଢେଙ୍କାନାଳ ଖବର
ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ସ୍ୱାମୀ ଅଟକ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଥାନା ବାଉଁଶପୋଖୋରି ପଞ୍ଚାୟତ ୧ନଂୱାର୍ଡ ମଝିସାହିରେ ଗତ କାଲି ବିଳମ୍ବିତ ରାତ୍ରୀ ରେ ଜଣେ ସ୍ଵାମୀ ତାଙ୍କ ସ୍ତ୍ରୀ ଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ହିନ୍ଦୋଳ ଥାନାରେ ଅଭିଯୋଗ ହେବା ପରେ ଆଜି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ!-->…
ହିନ୍ଦୋଳ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗର ପାଠ୍ୟଚକ୍ର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ରାଜନୀତି ଵିଜ୍ଞାନ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀଙ୍କ ପୌରାହିତ୍ୟରେ ଗଣତନ୍ତ୍ରକୁ ସୁଦୃଢ କରିବାରେ ଗଣମାଧ୍ୟ୍ୟମର ଭୂମିକା ଉପରେ ଏକ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଛି l
ବିଭାଗ!-->!-->!-->…
ସଡ଼କ ଦୁର୍ଘଟଣାରେ ଜଣେ ମୃତ ,ଜଣେ ଗୁରୁତର
ସଡ଼କ ଦୁର୍ଘଟଣାରେ ଜଣେ ମୃତ ,ଜଣେ ଗୁରୁତର। ସୂଚନା ଅନୁଯାୟୀ ,ଢେଙ୍କାନାଳ ସଦର ଥାନା ଦୀନବନ୍ଧୁପୁର ଗ୍ରାମର ଶ୍ରୀକାନ୍ତ ନାଏକ ଓ ଅଜୟ ନାଏକ କୌଣସି କାମରେ ଯାଇ ଏକ ବାଇକ ଯୋଗେ ଫେରୁଥିବା ସମୟରେ ଆଜି ଅପରାହ୍ନରେ ରସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ପେଟ୍ରୋଲପମ୍ପ ନିକଟରେ ଏକ ଅଜଣା ଗାଡି!-->…
ଝୋଟ ମିଲରେ କାର୍ଯ୍ୟରତ ଶ୍ରମିକଙ୍କ କଟିଲା ଆଙ୍ଗୁଳି
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ସ୍ଥାନୀୟ ଷ୍ଟେସନ ବଜାର ଠାରେ ଥିବା କଳିଙ୍ଗ ଝୋଟ ମିଲରେ ଆଜି ଜଣେ ଶ୍ରମିକଙ୍କ ଆଙ୍ଗୁଳି କଟିଯାଇଛି ।ତାଙ୍କର ଡାହାଣ ହାତର ତିନିଟି ଆଙ୍ଗୁଳି କଟିଯାଇଥିବାର ସୂଚନା ରହିଛି ।ଶ୍ରମିକ ଜଣଙ୍କ ହେଲେ ବିହାରର କୁନ୍ଦନ କୁମାର(୧୯) ।
ସୂଚନା ଅନୁଯାୟୀ ଆଜି ସେ!-->!-->!-->…
ପେଟପାଟଣା ପାଇଁ ଛିଣ୍ଡିଲା ପାପୁଲି !
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ ଗୁରୁ ଜାଙ୍ଗୁଲି ଗ୍ରାମର ଗୋଲେଖ ସାହୁ (୫୫) ଆଜି ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ବିବାହ ଉତ୍ସବ ରେ ବାଣ ଫୁଟାଇବାକୁ ଯାଇଥିଲେ । ବାହାଘରଟି ଝିଲି ଗ୍ରାମରୁ ଦଶିପୁର୍ ପଞ୍ଚାୟତ କୁ ଯାଉଥିଲା ।
କିନ୍ତୁ ବଡ଼!-->!-->!-->…
ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ କବଜାରେ କୁଖ୍ୟାତ ଡକାୟତି ଗ୍ୟାଙ୍ଗ । ଜିରାଳ କଲେଜ ନିକଟରୁ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଶରତ ମହାଳିକ କଲେଜ ନିକଟରେ ଚଢ଼ାଉ କରିଥିଲେ ।!-->…
ନାବାଳକ ନିଖୋଜକୁ ୮ ଦିନ ପୁରିଲା ପୋଲିସ ହାତ ଖାଲି,ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା ସଦର ଥାନା ମଙ୍ଗଳପୁର ପାଞ୍ଚକାହାଣିଆ ଗ୍ରାମର ଜଣେ ନାବାଳକ ଗତ ୮ ଦିନ ହେବ ନିଖୋଜ ହୋଇଯାଇଛି । ପରିବାର ତରଫରୁ ସଦର ଥାନାରେ ୮ ଦିନ ହେବ ଅଭିଯୋଗକରାଯାଇଥିବା ବେଳେ ପୋଲିସ କୌଣସି ପଦକ୍ଷେପ ନନେବାରୁ ଗ୍ରାମବାସୀ ମାନେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ମଙ୍ଗଳପୁର!-->!-->!-->…
ସଡ଼କ ଦୁର୍ଘଟଣାରେ ତିନି ଗୁରୁତର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି ।
ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ୭ଘଟିକା ସମୟରେ ଏକ ଅଟୋ ଏବଂ ଏକ ବୁଲଲେଟ ମୋଟରସାଇକେଲ ଆଗପଛ ହୋଇ ରସୋଳ ଆଡକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଅନୁଗୁଳ!-->!-->!-->…
ଡିକି ଭାଙ୍ଗି ଲୁଟ
ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ବଜାର ସ୍ଥିତ ଏସବିଆଇ ଏଟିଏମ୍ ସମ୍ମୁଖରୁ ସ୍କୁଟର ଡିକି ଖୋଲି ଦୁର୍ବୃତ୍ତ ୧ଲକ୍ଷ ୩୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ମୋଟଙ୍ଗା ଗାଁର ଜ୍ଞାନେନ୍ଦ୍ର ସାହୁ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ନିମବାହାଳି ସ୍ଥିତ!-->!-->!-->…
ମଧ୍ୟାହ୍ନ ଭୋଜନ ଖାଇ ୨ ଛାତ୍ରୀ ଅସୁସ୍ଥ
ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଜରଡା ପଞ୍ଚାୟତ ବାଲିକିଆରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨ ଛାତ୍ରୀ ଗୁରୁତ୍ତର ଅବସ୍ଥାରେ ଅସୁସ୍ଥ ହୋଇ ହିନ୍ଦୋଳ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା । ଦୁଇ ଛାତ୍ରୀ ହେଲେ ଅଷ୍ଟମ ଶ୍ରେଣୀର ଶ୍ରାବଣୀ ବେହେରା , ପଞ୍ଚମ!-->…