News
lipub
samparksetu
Browsing Category

ଢେଙ୍କାନାଳ ଖବର

୭ ଦିନ ମଧ୍ୟରେ ଜବର ଦଖଲକୁ ଉଛେଦ ପାଇଁ ନିର୍ଦ୍ଦେଶ

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟ।ଳୟ ସଦଭାବନା ସଭାଗୃହରେ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ସଂସଦୀୟ ମଣ୍ଡଳୀ କମିଟିର ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେରଖି ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ସହରର ପ୍ରମୁଖ ସ୍ଥାନ ଗୁଡିକରେ ଜବରଦଖଲକୁ

ସ୍ଥାୟୀ ନିଯୁକ୍ତି ଦାବିରେ ୪ ଆୟୁଷ ଡାକ୍ତର ପିନ୍ଧିଲେ କଳାବ୍ୟାଚ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ୪ଜଣ ଆୟୁଷ ଡାକ୍ତର ସ୍ଥୟୀ ନିଯୁକ୍ତି ଦାବିରେ କଳାବ୍ୟାଚ ପିନ୍ଧିଲେ ।ରାଜ୍ୟରେ କାର୍ଯ୍ୟ କରୁଥିବା ଚୁକ୍ତି ଭିତ୍ତିକ ଅବା ଠିକା ଆୟୁଷ ଡାକ୍ତର ମାନଙ୍କ ଅଭିଯୋଗ କିଛିଦିନ ପୁର୍ବରୁ

ଷାଠିଏ ବର୍ଷର ପୁରୁଣା ରାସ୍ତାକୁ ନିଜ ଜାଗା ଦାବିକରି ଖୋଳିଦେଲେ ଜମି ମାଲିକ,ବିଦ୍ୟାଳୟ ନଯାଇ ରାସ୍ତାରେ ବସିଲେ ଛାତ୍ର…

ହିନ୍ଦୋଳ ଉପଖଣ୍ଡ ବୁହାଳିପାଳ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ସମ୍ମୁଖ ରାସ୍ତାକୁ ନିଜ ଜାଗା ଦର୍ଶାଇ ଶନିବାର ଦିନ ଅଂଳାବେଡା ଗ୍ରାମର ବିରଞ୍ଚି ବିଶ୍ୱାଳ, ଅଭିମନ୍ୟୁ ବିଶ୍ୱାଳ, ଓ ଗଦାଧର ବିଶ୍ୱାଳ ରାସ୍ତାଟି ଜେସିବି ମେସିନ ସାହାଯ୍ୟ ରେ ଖୋଳି ଦେଇଥିବା ବେଳେ ଏ ନେଇ ବୁହାଳି ପାଳ ଗ୍ରାମବାସୀ

ଚୋରା ବନ୍ଧୁକ କାରଖାନା ସହ ବନ୍ଧୁକ ଠାଵ!

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ପୋଲିସ, ଓ ହିନ୍ଦୋଳ ବନବିଭାଗ ଦ୍ୱାରା ପୃଥକ ପୃଥକ ଘଟଣାରେ ବନ୍ଧୁକ କାରରଖାନା ଓ ଜନ୍ତୁ ଶିକାରୀ ଧରା ପଡିଛନ୍ତି । ଖବରରୁ ପ୍ରକାଶ ଜେ ଗତକାଲି ତିନିଜଣ ଜନ୍ତୁ ଶିକାରୀ ଙ୍କୁ ଜଙ୍ଗଲରୁ ଗିରଫ କରିଥିଲା ହିନ୍ଦୋଳ ବନ ବିଭାଗ । ଘଟଣା ସୂତ୍ରରୁ ପ୍ରକାଶ ହିନ୍ଦୋଳ

ଜନ୍ତୁ ଶୀକାର ପାଇଁ ଉଦ୍ୟମ କରୁଥିବାବେଳେ ଜଙ୍ଗଲରୁ ୩ ଶିକାରୀଙ୍କୁ କାବୁକଲା ବନ ବିଭାଗ

ହିନ୍ଦୋଳ ବନାଞ୍ଚଳର କର୍ଣ୍ଣପୁର ବିଟ ଅନ୍ତର୍ଗତ ପଡା ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଜନ୍ତୁ ଶୀକାର ପାଇଁ ଉଦ୍ୟମ କରୁଥିବା ବେଳେ ହିନ୍ଦୋଳ ବନ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଜଙ୍ଗଲ ମଧ୍ୟରୁ ୩ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଗୋଟିଏ

କାମାକ୍ଷାନଗର ମହୋତ୍ସବ ଉଦଯାପିତ

କାମାକ୍ଷାନଗର ମହୋତ୍ସବ ଆଜି ଉଦଯାପିତ ହୋଇଛି। ଏହି ମହୋତ୍ସବ ରେ ଆଜି ଦିନ ରେ କାମାକ୍ଷାନଗର ଏନ୍ ଏ ସି ଏବଂ ଭୁବନ ଏନ୍ ଏ ସି ମଧ୍ୟ ରେ କ୍ରିକେଟ୍ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ୍ ରେ ଭୁବନ ଏନ୍ ଏ ସି କାମାକ୍ଷାନଗର ଏନ୍ ଏ ସି କୁ ହରାଇ ଚମ୍ପିୟାନ ହୋଇଥିଲା। ପରେ

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ; ଜଣେ ଆହତ ଜଣେ ଗୁରୁତର

କାମାକ୍ଷାନଗର ଥାନା ଲୋକନାଥପୁର ଶାସନ ଅନ୍ତର୍ଗତ ମହୁଲପାଳ ଗ୍ରାମ ର ୨ ଜଣ ବ୍ୟକ୍ତି କାମାକ୍ଷାନଗର ଆସୁଥିବା ବେଳେ କନ୍ତାରିପାଟ ଠାରେ ଭାରସାମ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ କୁ ଚିକିତ୍ସା ପାଇଁ

ଦିନ ଦ୍ବିପ୍ରହରେ ସୁନାହାର ଲୁଟ

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ମହିମାଗାଦି ର ବାସନ୍ତୀ ନାୟକ ସ୍ୱାମୀ କୁର୍ପାସିନ୍ଧୁ ନାୟକଙ୍କ ଘରେ ଦୁର୍ବୃତ୍ତ ପ୍ରଥମେ କୁର୍ପାସିନ୍ଧୁ ଙ୍କୁ ଶୋଇଥିବା ସମୟରେ କବାଟ ବନ୍ଦ କରିଦେଇଥିଲେ। ଦୁର୍ବୃତ୍ତ ଫୋନ ଆସିଛି ବୋଲି କବାଟ ବାଡେଇଥିଲେ ହଠାତ ବାସନ୍ତୀ ନାୟକ ଖୋଲିଥିଲେ

ଡିବିରୀ ନିଆଁରେ ପୋଡ଼ିହୋଇ ଶିଶୁ ଗୁରୁତର

ଡିବିରୀ ନିଆଁରେ ପୋଡିହୋଇ ଜଣେ ୫ ବର୍ଷର ଶିଶୁ ଗୁରୁତର ହୋଇଛି । ଗୁରୁତର ଶିଶୁ ହେଲେ ଯାଜପୁର ଜିଲ୍ଲା କାଳିଆପାଣି କଲରଙ୍ଗି ସାହି ବାବୁ ସର୍ଦାରଙ୍କ ୫ ବର୍ଷର ଝିଅ ଆସା ହର୍ଦାର। ସେ ଆଜି ସକାଳେ ଘରେ ଏକାକି ଥିବିବେଳେ ଡିବିରିରେ ନିଆଁ ଲଗାଇଥିଲେ। ଅସାବଧାନତା ବସତଃ ଡିବିରି ନିଆଁରୁ ତା

ଗ୍ରାମ୍ୟ ବ୍ୟାଙ୍କ୍ ଲୁଟ ଘଟଣାରେ ଆଉ ୩ ଗିରଫ

ମହାବିରୋଡ଼ ଥାନା ଅନ୍ତରର୍ଗତ ଗ୍ରାମ୍ୟ ବ୍ୟାଙ୍କ୍ ରୁ ଗତ ୩ ତାରିଖ ଦିନ ଟଙ୍କା ଓ ସୁନା ଲୁଟ ହୋଇଥିବା ଘଟଣାରେ ୭ ଦିନ ମଧ୍ୟରେ ଗତ ୮ ତାରିଖ ଦିନ ୯ ଜଣଙ୍କୁ ଗିରଫ କରିବା ସହ ୬ କେଜି ୧୨୦ ଗ୍ରାମ ସୁନା ପ୍ରାୟ ୫ ଲକ୍ଷ ଟଙ୍କା ପୋଲିସ ଜବତ କରିଥିଲା । ସେହି ଘଟଣାରେ ୩ ଜଣ ବ୍ୟକ୍ତି ଟେଲିଫୋନ
error: Content is protected !!