News
lipub
samparksetu
Browsing Category

ଢେଙ୍କାନାଳ ଖବର

ବନ୍ଧୁକ ଓ କାତି ଦେଖାଇ ଜନସେବା କେନ୍ଦ୍ର ଏଜେଣ୍ଟଙ୍କ ଠାରୁ ଲୁଟ !

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଧୋବାବାହାଳୀ -ଶ୍ରୀମୁଳା ପୂର୍ତ୍ତ ବିଭାଗ ରାସ୍ତା ରେ ଜନ ସେବା କେନ୍ଦ୍ର ଏଜେଣ୍ଟ ଙ୍କ ଠାରୁ ୮୦ ହଜାର ଟଙ୍କା ଲୋଟ ହୋଇଛି ।ଏକ କଳା ପଲସର ରେ ଦୁଇ ହେଲମେଟ ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଓ କାତି ଦେଖାଇ ଏହି ଲୁଟ କରିଛନ୍ତି । ସୂଚନା ମୁତାବକ ଜନ

ଯୁବକଙ୍କ ଆତ୍ମହତ୍ୟ ସନ୍ଦେହ

ପାରିବିରିକ କଳହରୁ ଯୁବକଙ୍କ ରଶି ଲଗାଇ ଆତ୍ମହତ୍ୟା ସନ୍ଦେହ। ମୃତ ଯୁବକ ହେଲେ କାମାକ୍ଷାନଗର ଥାନା କଇଁବିଲି ଗ୍ରାମର ପ୍ରଶାନ୍ତ ସାହୁ । ସେ ତାଙ୍କ ଶ୍ବଶୁର ଘର ପରଜଙ୍ଗ ଥାନା ସରାଙ୍ଗ ଗ୍ରାମକୁ ଯାଇଥିଲେ l ଏବଂ ସେଠାରୁ ଦୁଇ ଦିନ ତଳେ ନିଜ ଘରକୁ ଆସିଥିଲେ। ଗତକାଲି ସେ ଘରୁ ବାହାରି ସେ

ହକି ପାଇଁ ମିନି ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ବିଶ୍ୱକପ ହକି ଖେଳ ଉପଲକ୍ଷେ ମିନି ଷ୍ଟାଡିୟମ ପରିସରରେ ମିନି ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ର ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଳାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ହକି ବିଶ୍ୱ କପ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଂଚାୟତ ସମିତି କାର୍ଯ୍ୟଳୟ ଠାରେ ଜିଲ୍ଲାପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ଅଭିଯୋଗ ଶୁଣାଣି ରେ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ,ବିଭିନ୍ନ ବିଭାଗରୁ ମୋଟ ୧୭୩ଟି ଅଭିଯୋଗ

କୁସୁମୁଣ୍ଡିଆ ଗ୍ରାମରେ ମକର ଯାତ୍ରା ଧୁମଧାମ ରେ ପାଳିତ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ଧୁମଧାମ ରେ ମକର ମେଳା ପାଳିତ ହୋଇଯାଇଛି। ଏ ହେଉଛି ବହୁ ପୁରାତନ କାଳରୁ ମକର ମେଳା। ପ୍ରଭୁ ତ୍ରିନାଥ ଠାକୁରଙ୍କ ପୂଜା ଅର୍ଚ୍ଚନା କରି ପାଳନ କରାଯାଏ। ଦୂରଦୂରାନ୍ତରୁ ନାମ ସଙ୍କୀର୍ତ୍ତନ ମଣ୍ଡଳୀ

ବାଳିକା ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର ପୂର୍ବାହ୍ନରେ ବାଳିକା ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଉଦଯାପନୀ ଉତ୍ସବରେ ସଭାପତିତ୍ବ

ପ୍ରତି ସୋମବାର ସରକାରୀ କର୍ମଚାରୀ ପିନ୍ଧିବେ ହସ୍ତତନ୍ତ

ଢେଙ୍କାନାଳ ଜିଲ୍ଲାର ସରାଗ ପାଟଣା , ଚନ୍ଦ୍ରଶେଖର ପ୍ରସାଦ , ରଥପଦା, ଗିରିଗୋବର୍ଦ୍ଧନ ଆଦି ଗ୍ରାମରେ ବୁଣାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ଶାଢୀ ଯଥା କାରଗିଲ , କମ୍ପ୍ୟୁଟର , ରେଖା , ଗଙ୍ଗା - ଯମୁନା , ବାଡିବନ୍ଧ ନାମକ ଶାଢୀକୁ ସ୍ଵତନ୍ତ୍ର ପରିଚୟ ଦେବାକୁ ଜିଲ୍ଲା ପ୍ରଶାସନ

ମହିମା ମଣ୍ଡଳ ପ୍ରବାସ ଯୋଜନା ସମ୍ବଦ୍ଧିୟ ବୈଠକ

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ୧ ନମ୍ବର ଜୋନ ବିଜେପି ମହିମା ମଣ୍ଡଳ ଯୋରନ୍ଦା ତରଫରୁ ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ପ୍ରତ୍ୟୁଷ ହରି ପ୍ରଧାନଙ୍କ ସଭାପତିତ୍ୱରେ ପ୍ରବାସ ଯୋଜନା ସମ୍ବଦ୍ଧିୟ ବୈଠକ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଢେଙ୍କାନାଳ ଲୋକସଭା

ବ୍ରାହ୍ମଣୀ ନଦୀରେ ଅଟକିଲା ଡଙ୍ଗା ,ଫସି ରହିଲେ ୧ ହଜାରରୁ ଅଧିକ ଲୋକ

ଢେଙ୍କାନାଳ ଜିଲ୍ଲା ନାଧେରା ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ମାଆ ରାମଚଣ୍ଡୀଙ୍କ ମକର ଯାତ୍ରାକୁ ଯାଇ ଫସି ରହିଥିଲେ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ । ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ପରଜଙ୍ଗ ଅଞ୍ଚଳର ହୋଇଥିବା ସୂଚନା । ବେଆଇନ ଡଙ୍ଗାରେ ଓଡାପଡ଼ା ବ୍ଲକ ନାଧେରା ବାଲି ପଡିଆ ଠାରୁ

କପିଳାସ ପୀଠରେ ମହାଶିବରାତ୍ରୀ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷିଦ୍ଧ , ପାଦଦେଶରେ ସ୍ଥାପନ ହେବ ଶ୍ରୀ ଜୀଉଙ୍କ ମୂର୍ତ୍ତି

ପ୍ରଭୁ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠରେ ମହାଶିବରାତ୍ରୀ ଜାଗର ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଆଗମନ ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
error: Content is protected !!