News
lipub
samparksetu
Browsing Category

ଢେଙ୍କାନାଳ ଖବର

ବ୍ୟବସାୟ ଙ୍କ ଠାରୁ ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଆକ୍ରମଣ କରି ୧ ଲକ୍ଷ ଟଙ୍କା ଲୁଟ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୃଭାବ ବଢ଼ି ଚାଲିଛି,ହେଲେ ପୋଲିସ ହାତ ଖାଲି ,ପରଜଙ୍ଗ ଅଞ୍ଚଳରେ କିଛି ଦିନ ଧରି ବିଭିନ୍ନ ରାସ୍ତା ହେଉ କିମ୍ବା ଘର ହେଉ ଲୁଟେରା ମାନଙ୍କ ଶିକାର ହେଉଛନ୍ତି ବ୍ୟବସାୟୀ ଓ ଘରୋଇ ମାନେ ।ଏପରି ସ୍ଥଳେ ଥାନା ନିକଟବର୍ତ୍ତୀ ପରଜଙ୍ଗ ବଜାରରେ

ମାଟିରେ ମିଶିଲା ଧୂନୀ ମନ୍ଦିର

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ଠାରେ ଆଜି ମାନ୍ୟବର କୋର୍ଟ ରାୟ ପରିପ୍ରେକ୍ଷୀରେ ଗାଦୀମନ୍ଦିର ତୃତୀୟ ବେଢା ମଧ୍ୟରୁ ଚି଼ହ୍ନଟ ଓ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୧୮ ତାରିଖ ଠାରୁ ବିବାଦୀୟ ସ୍ଥଳରେ ୧୪୪ ଧାରା ଜାରି ହୋଇଥିଲା ଓ ପୋଲିସ ମୃତୟନ ହୋଇଥିଲେ । ଆଜି ସକାଳ ୧୦

ଆରୋଗ୍ୟମ୍ ଯୋଗ ଓ ୱେଲଫେୟାର ଆସୋସିଏସନ୍ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ

ନଭେମ୍ବର ୧୮ତାରିଖ ଶୁକ୍ରବାର ଦିନ ଢେଙ୍କାନାଳ ସହର ଗଣେଶ ବଜାର ସ୍ଥିତ ଟାଉନ ହଲ୍ ରେ ଆରୋଗ୍ୟମ୍ ଯୋଗ ଓ ୱେଲଫେୟାର ଆସୋସିଏସନ୍ ତାର ଅନୁଷ୍ଠାନ ର ଶୁଭ ଉଦଘାଟନ ଆରମ୍ଭ କରିଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଅତିରିକ୍ତ ଜିଲ୍ଲାପାଳ ଓ ସମ୍ମାନିତ ଅତିଥି

ବାରମ୍ବାର ଦାବି ସତ୍ତ୍ୱେ ବନ୍ଦ ହେଲାନି କ୍ରସର, ପୁଣି ଧାରଣାରେ ବସିଲେ ଗ୍ରାମବାସୀ

ଜନଜାତି ପ୍ରତି ପ୍ରଶାସନ ର ଯେ କେତେ ଦରଦ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଁଦିଆ ତହସିଲରେ ଯାହାଦ୍ୱାରା ନିଜର ହକ ପାଇବା ପାଇଁ କାମଧନ୍ଦା ଛାଡି ଆଜି ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୋକ ଉପାସରେ ଖୋଲା ଆକାଶ ତଳେ ଛିଣ୍ଡା ପାଲ ବିଛାଇ ବସିରହିଛନ୍ତି ଦୁଇ ଗ୍ରାମ ଶ୍ରୀମନ୍ତପୁର ଓ

ଶନିଶ୍ଚରାୟ ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ଭୁବନ ବ୍ଲକ ଅନ୍ତର୍ଗତ ପଳାଶପିଠିଆ ଗୋଡା ଗ୍ରାମରେ ନୂତନ ମନ୍ଦିର ଓ ଶନିଶ୍ଚରାୟ ଦେବଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୟରେ ଶନିଶ୍ଚରାୟ ନୂତନ ବିଗ୍ରହ ଗତକସଲି ଠାରୁ ପ୍ରତିଷ୍ଠା ହୋଇଛି । ସକାଳୁ ଗ୍ରାମର ମହିଳା ଓ ପୂରୁଷମାନେ

ବିଧାୟକଙ୍କ ଦ୍ଵାରା ଜଙ୍ଗଲ ଜମିପଟ୍ଟା ବଣ୍ଟନ ; ବିରୋଧୀ କଲେ ବରୋଧ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ସମିତି ସଭା ଗୃହରେ ସୋମବାର ବିଧାୟକଙ୍କ ଦ୍ଵାରା ଜମିପଟ୍ଟା ବଣ୍ଟନ କରାଯାଇଛି ।ବିଡ଼ିଓ ସଂଗ୍ରାମ କେଶରୀ ଭୋଳଙ୍କ ଅଧକ୍ଷାତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା

ମହିମା ଗାଦିରେ ୧୪୪ ଧାରା ଲାଗୁ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଯୋରନ୍ଦାର ବିଶ୍ୱପ୍ରସିଦ୍ଧ ମହିମାଗାଦି ଠାରେ ତୃତୀୟ ବେଢ଼ା ମଧ୍ୟରେ ଥିବା ଦୀର୍ଘ ବର୍ଷର ସିଦ୍ଧବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବିତି ମନ୍ଦିର ଓ ଟୁଙ୍ଗିକୁ ଉଚ୍ଛେଦ ପାଇଁ କୋର୍ଟ ନୋଟିସ ଜାରି କରିଛି । ତେଣୁ ରବିବାର ୧୪୪ ଧାରା

ଗୋଟିଏ ହସ୍ପିଟାଲରେ ଦୁଇ ପାର୍ଶ୍ଵ, ଗୋଟିଏ ପଟେ ପୁଅର କଇଁ କଇଁ କାନ୍ଦ ଅନ୍ୟପଟେ ବାପାର ମୃତଦେହ

ପୁଅ ଜନ୍ମ ହେବାର ଗୋଟିଏ ଦିନ ପରେ ବାପାଙ୍କର ଦୁର୍ଘଟଣାରେ ଚାଲିଗଲା ଜୀଵନ । ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା କାଇମାଟି ପଞ୍ଚାୟତ ଆଛନ୍ଦ ଗାଁରେ ଦେଖିବାକୁ ମିଳିଛି । ଗାଁର ଗୋକୁଳ ପ୍ରଧାନ(୩୨)ଙ୍କର ଶୁକ୍ରବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଅ ଜନ୍ମ

୫ ଟି ବାଇକ ଉପରେ ଚଢିଗଲା କାର , ଡେଲିଭରି ବଏ ଗୁରୁତର

କାର ଧକ୍କା ରେ ଫ୍ଲିପକାର୍ଡ ଡେଲିଭରି ବଏ ଗୁରୁତର। ଗୁରୁତର ଡେଲିଭରି ବଏ ହେଲେ କାମାକ୍ଷାନଗର ଥାନା ବିଜାଡିହ ଗ୍ରାମର ବିଭୁଦତ ମହାଭୋଇ । ସୂଚନା ଅନୁଯାୟୀ , ଆଜି ଅପରାହ୍ନରେ ସମୟରେ କାମାକ୍ଷାନଗର ସହରର ଦାସିପୋଖରୀ ନିକଟରେ ଥିବା ଫ୍ଲିପକାର୍ଡ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ମାନେ

ଡିପ୍ଲୋମା ଇଂଜିନିୟରିଂ ଆସୋସିଏସନର ବୈଠକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରିଡାମାଳି ଠାରେ ଡିପ୍ଲୋମା ଇଂଜିନିୟରିଂ ଆସୋସିଏସନର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏହି ବୈଠକ ରେ କାମାକ୍ଷାନଗର ଉପଖଣ୍ଡର ସମସ୍ତ ଡିପ୍ଲୋମା ଇଞ୍ଜିନିୟର ମାନେ ଯୋଗଦେଇଥଲେ । ପ୍ରଥମେ ସଂଘର ଆଭିମୁଖ୍ୟ ବିଷୟରେ ଆଲୋଚନା କରାଯାଇଥିଲା ।
error: Content is protected !!