News
lipub
samparksetu
Browsing Category

ଢେଙ୍କାନାଳ ଖବର

ଭଙ୍ଗାମାଳ ଗାଁ ରେ ଗୋଷ୍ଠୀ ସଂଘର୍ଷ ; ହଣାକଟା ରେ ୩ଗୁରୁତର

ଢେଙ୍କାନାଳ ସଦର ଥାନା ଭଙ୍ଗାମାଳ ଗ୍ରାମରେ ଗାଁ ରାସ୍ତାକୁ ନେଇ ଗଷ୍ଠୀ ସଂଘର୍ଷ ଘଟିଛି । ଏ ଘଟଣା ରେ ୩ଗୁରୁତର ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ , ଗ୍ରାମର ଏକ ରାସ୍ତାକାମ କରାଯାଉଛି, ସେହି ରାସ୍ତାରେ ଗ୍ରାମର କିଛି ଲୋକଙ୍କର ନିଜସ୍ଵ ଜମି ଯାଉଥିବାରୁ

ରଗଡି ଛକରେ ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା,୫ ଗୁରୁତର

ଭୁବନ ଥାନା ରଗଡି ଛକ ରେ ୨ ବାଇକ ମଧ୍ୟରେ ଆଜି ସନ୍ଧ୍ୟାରେ ହୋଇଛି ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣା ରେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଙ୍କୁ ଦମକଳ ବାହିନୀ ସହାୟତାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ଆହତ ମାନେ ହେଲେ ମହୁଲପାଳ ର ପିପୁଲ ବେହେରା (୩୦) ଅର୍ଜୁନ ରାଉତ

ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ଭୁବନ ସାଖା ତରଫରୁ ସରକାରଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର

ଓଡିଶା ସରକାର ଚୁକ୍ତି ଭିତିକ ପ୍ରଥାକୁ ଉଠାଇଦେଇଛନ୍ତି । କିନ୍ତୁ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନେ ଯେଉଁ ଛଅ ବର୍ଷ ଖୁବ କମ ବେତନରେ କାର୍ଯ୍ୟ କରୁଥିଲେ ତାକୁ ନିୟମିତ କରାଇବା ଓ ଆଉ କିଛି ଦାବି ଉଦେଶ୍ୟରେ ସରକାରଙ୍କ ନିକଟକୁ ବିଇଓଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଆଜି ଭୁବନ

ମଦ ଦୋକାନକୁ ତୀବ୍ର ବିରୋଧ ,୧୨ ନମ୍ବର ୱାର୍ଡ ବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ପୌରସଂସ୍ଥା ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ବିଦେଶୀ ମଦ ଦୋକାନକୁ ୱାର୍ଡ ବାସୀ ବାସିନ୍ଦା ମାନେ ତୀବ୍ର ବିରୋଧ କରିଛନ୍ତି ।ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବାର ଜଣାପଡିଛି । ପୌରସଂସ୍ଥା ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ମୀନା ବଜାରରେ ଏକ ବିଦେଶୀ ମଦ

ଶିକ୍ଷକ ମହାସଙ୍ଘର ବିଶାଳ ଶୋଭାଯାତ୍ରା, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଦାବି

ଢେଙ୍କାନାଳ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ସରକାରଙ୍କ ତରଫରୁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ସହିତ ତିନିଦଫା ଦାବିପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ

ପାଣିରେ ବୁଡି ବୃଦ୍ଧା ଙ୍କ ମୃତ୍ୟୁ

ଶୁକ୍ରବାର ଦିନ ପାଣିରେ ବୁଡି ଜଣେ ବୃଦ୍ଧା ଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , ନିହଲପ୍ରସାଦ ଥାନା ଅନ୍ତର୍ଗତ କୋକୁଆ ଝର ଗ୍ରାମର ରାମ ମୁଣ୍ଡା ପତ୍ନୀ ରୁପା ମୁଣ୍ଡା ( ୭୦)ଘର ପାଖରେ ଥିବା ଏକ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ , ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ଗଭୀର ପାଣି

ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ,ଜଣେ ମୃତ ୨ଜଣ ଗୁରୁତର

ଢେଙ୍କାନାଳ ଜିଲ୍ଲା କମଗରା ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।ମୃତକ ହେଲେ ଶ୍ରୀରାମପୁର ଗ୍ରାମର ଶଚି ମଲ୍ଲିକ ଏବଂ ଗୁରୁତର ହେଲେ ଜିରାଲ ର ରାକେଶ କୁମାର ସାହୁ । ସୂଚନା ଅନୁଯାୟୀ , ସନ୍ଧ୍ୟା ରେ ରାକେଶ ବାଇକ ଯୋଗେ ଢେଙ୍କାନାଳ ରୁ

ଜଗବନ୍ଧୁ କ୍ରସରକୁ ବନ୍ଦ କରିବା ଦାବିରେ ଗଣ ଧାରଣା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଥାନା ଅଧିନସ୍ଥ ନିହଲପ୍ରସାଦ ର ନୂଆକଷ୍ଟିପାଳ ଓ ବେଗା ଗ୍ରାମ ପଞ୍ଚାୟତ ର ଶ୍ରୀମନ୍ତପୁରକୁ ଲାଗି ରହିଥିବା ଜଗବନ୍ଧୁ ଏଣ୍ଟରପ୍ରାଇଜେସ୍ ମେଘା କ୍ରସରକୁ ବିରୋଧ କରି ପୂର୍ବତନ ସରପଂଚ ପ୍ରଦିପ କୁମାର ଦାସ ଙ୍କ ନେତୃତ୍ବରେ ଶତାଧିକ

ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ କୁ ଉଦଘାଟନ କଲେ ମନ୍ତ୍ରୀ

କାମାକ୍ଷାନଗର ମେନରୋଡ୍ ଠାରେ ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ କୁ ଆଜି ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦଘାଟନ କରିଛନ୍ତି। କାମାକ୍ଷାନଗର ସହରବାସୀ ଙ୍କୁ ଏଠାରେ ସତେଜ୍ ଦୁଗ୍ଧ, ସବୁଜ ପନିପରିବା ସାଙ୍ଗକୁ ବିଭିନ୍ନ ପ୍ରକାରର ଫୁଲ ,ଫଳ ଗଛ

ଆଉଟ ସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦ ଦାବି

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ ବ୍ୟବସା୍ଥକୁ ଉଚ୍ଛେଦ କରିବାକୁ ସଙ୍ଘ ତରଫରୁ ଦାବି କରାଯିବା ସହିତ ଏ ମର୍ମରେ ଏକ ଦାବିପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି ।ରାଜ୍ୟ ସରକାରଙ୍କ ଜିଲ୍ଲା ଏବଂ ମୁଖ୍ୟ କାର୍ଯ୍ୟ।ଳୟ ଗୁଡିକରେ ଆଉଟ ସୋର୍ସିଙ୍ଗ
error: Content is protected !!