Browsing Category
ଢେଙ୍କାନାଳ ଖବର
ବିଦ୍ୟାଳୟରେ ରାତ୍ର ଜଗୁଆଳୀକୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ !
ପୁଣି ଲୁଟେରାଙ୍କ ଆତଙ୍କ , ପୋଲିସକୁ ଖୋଲା ଚ୍ୟାଲେଞ୍ଜ ।ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ରାତ୍ର ଜଗୁଆଳୀଙ୍କୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ।
!-->!-->!-->…
ଆଇଚର ଗାଡି ଧକ୍କା ରେ ଶଳା ମୃତ, ଭେଣେଇ ଗୁରୁତର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା NH ୫୩ ବାରିହାପୁର କାମାକ୍ଷାନଗରିଆ ଢ଼ାବା ନିକଟରେ ଗତକାଲି ବିଳମ୍ବିତ ରାତିରେ ଆଇଚର ଗାଡ଼ି ଧକ୍କା ରେ ଶଳା ମୃତ, ଭେଣେଇ ଗୁରୁତର ଆହତ ହୋଇଛନ୍ତି ।
ମୃତକ ଜଣକ ହେଉଛନ୍ତି ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଶାନ୍ତନୁ ସାହୁ, ଗୁରୁତର ହେଲେ କାମାକ୍ଷା!-->!-->!-->…
ଟାଟା ମ୍ୟାଜିକ ଓଲଟି ୪ ଛାତ୍ର ଆହତ
ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଟାଟା ମ୍ୟାଜିକ ଓଲଟି ୪ ଛାତ୍ର ଆହାତ ହୋଇଛନ୍ତି । ପରଜଙ୍ଗ ଥାନା ବସୁଲେଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ଘରକୁ ନେଇ ଯାଉଥିବି ଟାଟା ମ୍ୟାଜିକ ଗାଡି କୁଲେଇ ଗ୍ରାମ ପାତ୍ର ସାହି ନିକଟରେ ବିଲ ତଳକୁ ଗାଡିଟି ଖସି ଯାଇଥିଲା। ଫଳରେ!-->…
ରାଙ୍କିଆ ଧାନବିଲରେ ହାତୀ ମୃତ ଘଟଣାରେ ୩ ଗିରଫ
ଚାଷ ଜମିରେ ବିଦ୍ୟୁତ ଆଘାତ ରେ ମୃତ୍ୟୁବରଣ କରିଥିବା ଦନ୍ତା ହାତୀ ମୃତ ଘଟଣାରେ ଜିରାଳ ବନପାଳ ଙ୍କ ଅଭିଯୋଗ କ୍ରମେ ଏକ କେସ ରୁଜୁ କରି ରାଙ୍କିଆ ଗ୍ରାମ ର ୩ ଜଣ ଙ୍କୁ ଗିରଫ କରାଯାଇଛି ।
ସେମାନେ ହେଲେ ମାଝୀ ପାତ୍ର (୬୨) ର ମାନସ ପାତ୍ର (୩୫), ରମେଶ ମାଟିଆ (୪୦) । ଭୁବନ ବନାଞ୍ଚଳ!-->!-->!-->…
ପଲ୍ଲୀଶ୍ରୀ ମେଳାରେ ଅବ୍ୟବସ୍ଥା, ୫୫ ନମ୍ବର ଜାତୀୟ ରାଜପଥ ପାଲଟିଛି ପାର୍କିଂ ସ୍ଥାନ
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ମହିଷାପାଟ ରେ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଛି । ତେବେ ମେଳା କୁ ଆସୁଥିବା ଦର୍ଶକ ଗାଡି ପାର୍କିଂଗ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆଠଗଡ,ସପ୍ତଶଯ୍ୟା,ଶଙ୍କରପୁର ସହ ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟକ ଦର୍ଶକ !-->!-->!-->!-->!-->…
ଲିଫ୍ଟ ଦେବା ହେଲା କାଳ , ଅଜଣା ଯୁବକ ମୋଟର ସାଇକେଲ ନେଇ ଛୁ !
ଭୁବନ ଥାନା ଓଡ଼ିଶ ଗ୍ରାମ ର ସଂଜିତ ମହାନ୍ତ ମାଉସୀ ଘରକୁ ଯାଉଥିବା ବେଳେ ଜଣେ ଅଜଣା ଯୁବକ ଙ୍କୁ ଲିଫ୍ଟ ଦେବା ତାଙ୍କ ପାଇଁ କାଳ ହୋଇଛି । ଖବର ନେବାରୁ ଜଣାଯାଏ ଯେ, ଓଡ଼ିଶ ଗ୍ରାମ ର ସଂଜିତ ମହାନ୍ତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଂଚାୟତ ର ଗିରିଙ୍ଗାମାଳି ଗ୍ରାମକୁ ମଟର!-->…
ବ୍ରାଉନ ସୁଗlର ଜବତ,ଯୁବକ ଗିରଫ
ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ଚାଲିଥିବl ବେଳେ ଏହାର ସୁଯୋଗ ନେଇ ବ୍ରାଉନ ସୁଗାର ବିକ୍ରି କରୁଥିବା ସମୟରେ ଜଣେ ଯୁବକକୁ ଗିରଫ କରାଯିବା ସହିତ ତା ନିକଟରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ।
ଟାଉନ ଥାନା ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ର ସନ୍ଦିପ କୁମାର ସ୍ୱାଇଁ ଓରଫ ବାପୁନ!-->!-->!-->…
୧୫ ହୋଟେଲ ଓ ଢାବାରେ ଚଢାଉ ; ୩୦କେଜି ବାସି ଖାଦ୍ୟ ,ମିଠା ନଷ୍ଟ କଲେ ଅଧିକାରୀ
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ଏକ ଟମି ବିଭିନ୍ନ ସ୍ଥାନରେ ଚଢାଉ କରି ୧୫ଟି ହୋଟେଲରେ ଥିବା ୩୦ କେଜି ବାସି ମିଠାକୁ ନଷ୍ଟ କରାଯାଇଥିବାର ଜଣାପଡିଛି। ଟମି ତରଫରୁ କଣ୍ଟାନାଳୀ ବାଇପାସ,ହରିପୁର,କୋରିଆଁ ବାଇପାସ,ଷ୍ଟେସନ ବଜାରରେ ଥିବା ହୋଟେଲ!-->…
ନଦୀରେ ବୁଡ଼ି ଶ୍ରମିକ ନିଖୋଜ
ଭୁବନ ବ୍ଲକ ଦିଘୀ ପଂଚାୟତ ଗୋରଡ଼ିଆ ଠାରୁ ଗଁଦିଆ ବ୍ଲକ କାଲୁରିଆ ଯାଏ ଲମ୍ବିଥିବା ବ୍ରାହ୍ମଣୀ ନଦୀ ର ସେତୁ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଆଜି ସକାଳୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାପଡିଛି ।
ଭୁବନ ଅଗ୍ନିଶମ ବାହିନୀ ଖବର ପାଇ ପୂର୍ବାହ୍ନ ଦଶଟା ରୁ ସଂନ୍ଧ୍ୟା ପାଞ୍ଚ ଟା ପର୍ଯ୍ୟନ୍ତ!-->!-->!-->…
କ୍ଷତିପୂରଣ ଦାବିରେ ଧାରଣା
ହିନ୍ଦୋଳ ଉପଖଣ୍ଡ ଦୁଦୁର୍ କୋଟ ଗ୍ରାମର ଦଣ୍ଡଧର ସାହୁ ଗତକାଲି ସଂଧ୍ୟା ସମୟରେ ପ୍ରତିଦିନ ଭଳି ରୁଙ୍ଗଟା ମାଇନ୍ସ ରୁ ଡ୍ୟୁଟି ସାରି ବାଇକ ଯୋଗେ ସଂଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ମାଇନ୍ସ ଠାରୁ ମାତ୍ର ୫୦ ମିଟର ଦୂର ରେ ହାତୀ ସହ ସାମନା ସାମନି ହୋଇଯାଇଥିଲେ । ଦନ୍ତାହାତୀ ଟି ତାଂକୁ!-->…