Browsing Category
ଖବର
କୂଅରେ ପଡି ଯୁବକ ମୃତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରସୋଳ ଥାନା ଅନ୍ତର୍ଗତ ବଇଦ ସାହିର ରବିନାରାୟଣ ସେଠୀଙ୍କ ପୁଅ ରାକେଶ ସେଠି(୪୧) ନାମକ ଯୁବକ ଗତକାଲି ରାତି ନଅ ଟା ସମୟରେ ଘର ନିକଟସ୍ଥ କୂଅ ଚାନ୍ଦିନୀ ଉପରେ ବସିଥିବା ସମୟରେ କୌଣସି କାରଣ ବଶତଃ କୂଅରେ ଖସି ପଡିଥିଲେ ।
କିଛି ସମୟ ପରେ ଶବ୍ଦ ଶୁଣି!-->!-->!-->…
‘ବୋଉ’
ରାସ୍ତା ତାର କର୍ମମୟ । ଜୀବନ ତାର ଉତ୍ସର୍ଗୀକୃତ। ଜୀବନ ଟା ତାର ଜଞ୍ଜାଳ ରେ ପରିପୂର୍ଣ। ଆବେଗ ର ପ୍ରତୀକ। ଜୀବନ ତାର ଅନେକ ବାଧାବିଘ୍ନ ର ସମାହାର। ନିଜ ପାଇଁ ଖୋଜିନି କିଛି। ଅଳି ବି କରିନି କେତେବେଳେ।
ତୁଳସୀ ଚଉରା ମୂଳରେ ସଞ୍ଜଵତୀ ଜାଳିବା ବେଳେ ପରିବାର ର ଶୁଭ ମନାସି ଥାଏ!-->!-->!-->!-->!-->…
ଦୁର୍ଦ୍ଦାନ୍ତ ଅପରାଧୀ କୁନା ଗିରଫ ,୧୯ ଗ୍ରାମ ବ୍ରାଉନସୁଗାର ସହିତ ପିସ୍ତଲ ଜବତ
ଢେଙ୍କାନାଳ ଜିଲ୍ଲା ସଦର ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିବା ସହିତ ୧୯ ଗ୍ରାମ ବ୍ରାଉନସୁଗାର,ପିସ୍ତଲ ,ମୋଟର ସାଇକେଲ ଜବତ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ସଦରଥାନା ଏବଂ ବିଭିନ୍ନ ସ୍ଥାନରେ ଡକାୟତ ଲୁଟ ଘଟଣାରେ ସାମିଲ ଥିବା ଜଣେ ହାଡକୋର ଅପରାଧୀକୁ ପୋଲିସ!-->…
କାମାକ୍ଷାନଗର ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ଚାଲିଥିବା କାମାକ୍ଷାନଗର ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ସଂନ୍ଧ୍ୟା ବେଶ ମନୋରଞ୍ଜନ ପରିବେଶରେ ଅନୁଷ୍ଠିତ ହେଉଛି ।
ମହୋତ୍ସବର ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କ ସଭାପତିତ୍ୱରେ ରାଜସ୍ୱ ଏବଂ!-->!-->!-->…
ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଘଟଣା , ୯ ଡକାୟତ ଗିରଫ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଥାନା ନିକଟରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୃତ୍ତ ମାନେ ଗତ ୩ ତାରିଖ ଦିନ ୬କେଜିରୁ ଅଧିକ ସୁନା ଏବଂ ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଡକାୟତି ଘଟଣାରେ ପୋଲିସ ୯ ଜଣକୁ ଗିରଫ କରିବା ସହତି!-->…
ଆଳତୁମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
କାମାକ୍ଷାନଗର ଏନ ଏ ସି ଅନ୍ତର୍ଗତ ଆଳତୁମା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । କାମାକ୍ଷାନଗର ବିଧାନସଭା କ୍ଷେତ୍ର ର ବିଧାୟକ ତଥା ଓଡ଼ିଶା ସରକାରଙ୍କର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ!-->…
ମହିମା ମହାବିଦ୍ୟାଳୟରେ ବିନା ହଳରେ ଚାଷ ସମ୍ପର୍କରେ ଆଲୋଚନା ଚକ୍ର
ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବିନା ହଳରେ ଚାଷ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଅର୍ଥନୀତି ବିଭାଗର ମୁଖ୍ୟ ସଂଯୁକ୍ତା ଜେନା ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ!-->…
ଟ୍ରାକ୍ଟର ଧକ୍କାରେ ଶିଶୁ ମୃତ
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି(ଶବର ସାହି) ଗ୍ରାମରେ ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ର ମୃତ୍ୟୁ ହୋଇଛି ।ମୃତ ଶିଶୁ ଜଣକ ହେଉଛନ୍ତି ସେହି ଗ୍ରାମର ବିଜୟୀ ଦେହୁରୀ ଙ୍କ ପୁଅ ବିସ୍ମୟ ଦେହୁରୀ (୪) ।
ସୂଚନା ମୁତାବକ ବିସ୍ମୟ ଗାଁ ଦାଣ୍ଡ ରେ ସାଙ୍ଗ ମାନ ଙ୍କ ସହ!-->!-->!-->…
୪୦ ବସ୍ତା ଧାନ ସହ ପୋଡିଗଲା ଦୁଇ ଚକିଆ ଗାଡି
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ କନ୍ଦର ସିଂହା ଗ୍ରାମର କାଦୁଅ ସାହିର ଅଭୟ କୁମାର ବେହେରା ଜଣେ ଚାଷୀ । ପୁଅ ଅଭିନାସ ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବାପାଙ୍କୁ ସବୁ ସମୟରେ ଚାଷ କାର୍ଯ୍ୟରେ ସାହାଯ୍ୟ କରନ୍ତି।
ଅନେକ କଷ୍ଟ କରି ବର୍ଷକ ପାଇଁ ସାଇତି ରଖିଥିବା ଖାଦ୍ୟକୁ ଓ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ ପାଇଁ…
ଢେଙ୍କାନାଳ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବାକୁ ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ!-->!-->!-->…