Browsing Category
ଖବର
ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ
ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଠୋକର ବସଷ୍ଟାଣ୍ଡ ଠାରେ ଆଜି ସକାଳ ସାତ ଘଟିକା ସମୟ ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଜଣ ସାମାନ୍ୟ ବଆହତ ହୋଇଛନ୍ତି l
ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଗୁଡ଼ିଆକାଟେଣୀ ଆଡୁ ଖଜୁରିଆକଟା!-->!-->!-->…
୨ କିମି ବ୍ୟାଟେରୀ ମୁଣ୍ଡାଇ ଚାଲିଲା ଚୋର
ଚୋରି କରି ଧରା ପଡିବା ପରେ ଉତ୍ୟକ୍ତ ଜନତା ଙ୍କ ରାଗର ଶିକାର ହୋଇଛନ୍ତି ଚୋର ଏବଂ ଚୋରି ସାମଗ୍ରୀ ଥିବା ଘର ମାଲିକ । ୨ ଶହରୁ ଉର୍ଦ୍ଧ୍ବ ଲୋକ ଚୋରକୁ ବ୍ୟାଟେରୀ ମୁଣ୍ଡାଇ ୨ କିମି ଚଲାଇ ଚଲାଇ ନେଇ ଭୁବନ ଥାନାର ଜିମା ଦେଇଛନ୍ତି ।
ଏନେଇ ଭୁବନ ଥାନାରେ ୱାର୍ଡ ନମ୍ବର ୩ ର ଦେବ ସାହୁ ଙ୍କ!-->!-->!-->…
ଧର୍ମପରାୟଣ ମହିଳାଙ୍କ ପରଲୋକ
ଢେଙ୍କାନାଳ ସହର ୧୭ ନମ୍ବର ୱାର୍ଡ ଜୟ ଗୋପାଳ ସାହି ନିବାସୀସରସ୍ୱତୀ ସାହୁଙ୍କ (୮୪) ବର୍ଷ ବୟସରେ ପରଲୋକ ଘଟିଛି । ସରସ୍ୱତୀ ଜଣେ ଧର୍ମପରାୟଣ , ବନ୍ଧୁବତ୍ସଳ ଓ ପରୋପକାରୀ ମହିଳା ଥିଲେ । ସିମିଳିଆ ସ୍ଥିତ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମୃତ୍ୟୁଶଯ୍ୟା ନିକଟରେ!-->!-->!-->…
ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଆଖୁପାଳ ଗାଁରେ ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବୃଦ୍ଧ ଜଣକ ଉକ୍ତ ଗାଁର ବିର ମୁଣ୍ଡା ବୋଲି ଜଣା ପଡିଛି।
ସୂଚନା ଅନୁଯାୟୀ , ସେ ନିଜ ଘର ପାଖ ପୋଖରୀ କୁ ଯାଇଥିବା ସମୟରେ ସେଠାରେ ତାଙ୍କୁ ଭାଲୁ ଆକ୍ରମଣ!-->!-->!-->…
ସାମୂହିକ ଛୁଟିରେ ଗଲେ ଅମଲା
ଢେଙ୍କାନାଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଜିଲ୍ଲା ଶାଖା ତରଫରୁ ରାଜ୍ୟ ସଙ୍ଘର ଆହ୍ୱାନ କ୍ରମେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଜିଲ୍ଲାରେ ଥିବା ସମସ୍ତ ଅମଲା ମାନେ ଗୁରୁବାର ଠାରୁ ସାମୂହିକ ଛୁଟିରେ ଯାଇଛନ୍ତି । ଫଳରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ କାର୍ଯ୍ୟଳୟ!-->…
ଗ୍ରୁପ ଟଙ୍କା ହଡପ କରି ପତି ପତ୍ନୀ ଫେରାର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ପଞ୍ଚାୟତର ବିଜାଡ଼ିହି ଗୋଡିସାହିରେ ଏକ ଅଭାବନୀୟ ଘଟଣା ଦେଖିବ।କୁ ମିଳିଛି । କା଼ମାକ୍ଷାନଗର ଉପଖଣ୍ଡରେ ବିଭିନ୍ନ ବ୍ଲକ ଅଞ୍ଚଳରେ କିଛି ଅର୍ଥ ଲଗାଣ କାରି ସଂସ୍ଥାର ବ୍ରାଞ୍ଚ ଖୋଲି ବିଭିନ୍ନ ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ୫!-->…
କୁନୁଆଁରେ ରାସନ ପ୍ରଦାନରେ ମହାଦୁର୍ନୀତି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କୁନୁଆଁ ପଞ୍ଚାୟତ ରେ ରାସନ ସାମଗ୍ରୀ ପ୍ରଦାନରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଛି ହିତାଧିକାରୀଙ୍କୁ ଭୟଭୀତ କରାଇ ଏସଏସଜି ଗ୍ରୁପର ମହିଳା ମାନେ ଚାଉଳ ହଡପ କରିଥିବା ଭଳି ଅଭିଯୋଗ ହୋଇଛି ।କୁନୁଆଁ ଗ୍ରାମ ପଞ୍ଚାୟତ ରାସନକାର୍ଡ ଧାରୀମାନେ ସରସ୍ୱତୀ!-->…
ପୁଣି ଏକ ହାତୀର ଚାଲିଗଲା ଜୀବନ
ଢ଼େଙ୍କାନାଳରେ ପୁଣି ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।ଆଜି ସଦର ରେଞ୍ଜ ବୋରାପଦା ଖମାର ନିକଟରେ ଏକ ଆମ୍ବ ତୋଟାରେ ହାତୀର ମୃତଦେହ ଉଦ୍ଧାର ହୋଇଛି ।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବାର ଅନୁମାନ କରାଯାଉଛି।ହାତୀଟିର ବୟସ ୧୫ ବର୍ଷ ହେବ,ସଦର ରେଞ୍ଜ ବନବିଭାଗ!-->!-->!-->…
କଙ୍କଡ଼ାହାଡ଼ ବ୍ଲକରେ କାଳ ବୈଶାଖୀ ତାଣ୍ଡବ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ କାଳ ବୈଶାଖୀ ର ତାଣ୍ଡବ ରେ ବିଭିର୍ଣ୍ଣ ସ୍ଥାନରେ ଅନେକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ଆଜି ଅପରାହ୍ନ ସମୟ ରେ ଜୋର ପବନ ସହ ଘଡଘଡି ,ବର୍ଷା ହୋଇଥିଲା। ଏହି ପବନ ଏତେ ଭୟଙ୍କର ହୋଇଥିଲା ଯେ ଝିଲ୍ଲୀ ପଞ୍ଚାୟତ ର ତୁରୁଡ଼ାନାଲି ନୂଆ ସାହି ର ବିନୟ!-->…