Browsing Category
ଖବର
ଜମି ଚଞ୍ଚକତା ଅଭିଯୋଗ ରେ ରେଙ୍ଗାଳୀ କେନାଲ ଆରଆଇ ଗିରଫ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରେଙ୍ଗାଳୀ ଦକ୍ଷିଣ କେନାଲ ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ରାଜସ୍ୱ ନିରୀକ୍ଷକ ଜମି ହଡପ ଅଭିଯୋଗରେ ଗିରଫ ହୋଇଥିବାର ଜଣାପଡିଛି ।ରେଙ୍ଗାଳୀ ଦକ୍ଷିଣ କେନାଲ ଜମି ଅଧିଗ୍ରହଣ ଅଧିକାରୀଙ୍କ କାର୍ଯ୍ୟଳୟରେ ଚିରଞ୍ଜନ ମହାପାତ୍ର ରାଜସ୍ୱ!-->…
ଯୁକ୍ତ ଦୁଇ ବାଣିଜ୍ୟରେ ଇଶା ୯୩.୮୩ ନମ୍ବର ରଖି ଟପ୍ପର,ବିଜ୍ଞାନରେ ଆଦ୍ୟାଶା ଟପ୍ପର
ଢେଙ୍କାନାଳ ଜିଲ୍ଲା ଉଚ୍ଚ ମାଧ୍ୟମିକ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀ ମାନେ ସଫଳତା ପାଇଥିବାର ଜଣାପଡିଛି ।ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଜ୍ଞାନରେ ମୋଟ ୨୫୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬୮ ଜଣ ପ୍ରଥମ ଶ୍ରେଣୀରେ ପାସ!-->…
ହାତୀ ଆକ୍ରମଣରେ ଜଣେ ମୃତ
ଗଁଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମର ସନାତନ ସାମଲଙ୍କର ପୁଅ କହ୍ନେଇ ସାମଲ( ୪୮) ଆଜି କାଜୁବଗିଚାକୁକାଜୁ ମଞ୍ଜି ତୋଳିବାକୁ ଯାଉଥିବା ସମୟରେ ନଳଗଜି ତଇଲା ଠାରେ ଏକ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ତାଙ୍କୁ ଦନ୍ତା କଚାଡି ମାରିଦେଇଥିବା ବେଳେ ।
ଖବର ପାଇ କପିଳାଶ!-->!-->!-->!-->!-->…
ନିତ୍ୟାନନ୍ଦପୁର ହତ୍ୟାକାଣ୍ଡରେ ସମ୍ପୃକ୍ତ ମଧ୍ୟରୁ ୬ଜଣ କୋର୍ଟ ଚାଲାଣ
ନିହଲପ୍ରସାଦ ଥାନା ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ସ୍ଥାନୀୟ ପୋଲିସ ୬ଜଣଙ୍କୁ କୋର୍ଟ ଚାଲାଣ କରିଛି ।
ସୂଚନା ଥାଉକି , ଗତ ଏପ୍ରିଲ ମାସରେ ଏକ ବୋରେୱଲ ଖନନକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିଥିଲା ।ଏଥିରେ!-->!-->!-->!-->!-->…
ମନ୍ଦିରରେ ଶୋଇଥିବା ସମୟରେ ଯୁବକଙ୍କୁ ହତ୍ୟା
ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ପୁରୁଣା ଅମାଙ୍ଗ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗାଁ ଶିବ ମନ୍ଦିରରେ ଶୋଇଥିବା ଅବସ୍ଥାରେ ତାଙ୍କୁ କହି ଦୁର୍ବୃତ୍ତ ହାଣି ପକାଇଥିବା ସୂଚନା । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର!-->…
ଜନତା ମହାବିଦ୍ୟାଳୟ ରେ ଇତିହାସ ସମ୍ମାନ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସମ୍ୱର୍ଦ୍ଧନା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ସାତମାଇଲ ସ୍ଥିତ ଜନତା ମହାବିଦ୍ୟାଳୟ ଇତିହାସ ବିଭାଗର ତରଫରୁ ଶେଷ ବର୍ଷ ଇତିହାସ ସମ୍ମାନ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଇତିହାସ ବିଭାଗର ମୁଖ୍ୟ ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହେଶ୍ୱର ପଟ୍ଟନାୟକ!-->…
ଜୀବେ ନିଷ୍ଠୁରତା ନିରୋଧ ସଚେତନତା ଶିବିର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ବ୍ଲକ ସ୍ତରୀୟ ଜୀବେ ନିଷ୍ଠୁରତା ନିରୋଧ ଓ ବେଆଇନ ପ୍ରାଣୀ ଚାଲାଣ ନିରାକରଣ ସମ୍ବଦ୍ଧୀୟ ଏକ ସଚେତନତା ଶିବିର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ତପନ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ!-->…
ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣା, ୭ବର୍ଷ ପରେ ସାଲିଆ ସାହିରୁ ଅଭିଯୁକ୍ତ ଗିରଫ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଦେଇପୁର ଗ୍ରାମରେ ଜନୈକା ଗର୍ଭବତୀ ମହିଳାଙ୍କୁ ଟାଙ୍ଗିଆରେ ହାତ୍ୟା କରିବା ଘଟଣାର ୭ ବର୍ଷ ପରେ ପୋଲିସ ଅଭିଯୁକ୍ତକୁ ଭୁବନେଶ୍ୱର ସାଲିଆ ସାହିରୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।
ଗତ ୨୦୧୬ ମସିହା ଜୁନ ୧୪ ତାରିଖ ରଜସଂକ୍ରାନ୍ତି ଦିନ!-->!-->!-->…
ଓମେନ୍ସ ଆଚିଭର୍ସ ଅଫ ଓଡ଼ିଶା ଆୱାର୍ଡ ଜିତିଲେ ଢେଙ୍କାନାଳ ଝିଅ ଅଙ୍କିତା
ସାଧନ ଓ ଧର୍ଯ୍ୟର ସହ ସବୁ ସୁବିଧା ଅସୁବିଧା କୁ ସାମ୍ନା କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳା ମାନଙ୍କ ସମ୍ମାନ ପାଇଁ ପାଳନ କରାଯାଏ ବିଶ୍ୱ ମହିଳା ଦିବସ । ପ୍ରମେୟ ଏବଂ ନିୟୁଜସେଭେନ ପରିବାର ର ମିଳିତ ଆୟୋଜନ ରେ ଏଭଳି ଏକ ଉତ୍ସବ ପାଳିତ ହୋଇଛି ,ଦୁର୍ଗମ ଅଞ୍ଚଳର!-->!-->!-->…
କଙ୍କଡ଼ାହାଡ଼ ବ୍ଲକ ର ୨୨୦୦ ଚାଷୀ ଧାନ ବିକ୍ରୀ ରୁ ବଞ୍ଚିତ, ଆନ୍ଦୋଳନ ପାଇଁ ସଜବାଜ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇଥିବା ବେଳେ ଚାଷ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠି ଚାଷୀ ମାନେ ଅନେକ ସମସ୍ୟାରେ ରହୁଛନ୍ତି କାରଣ ମରୁଡି ଦାଉରୁ ରକ୍ଷା ପାଇବା ପାଇଁ ଚାଷୀଙ୍କ ଧାନ ବିଲକୁ ପାଣିର ବନ୍ଦୋବସ୍ତ ନଥିବା ,ହାତୀ ଉପଦ୍ରବ ପ୍ରଭୃତି ଅନେକ!-->…