Browsing Category
					
		
		ସ୍ପେସିଆଲ ରିପୋର୍ଟ
ତାଳ ଗଛ ଲଗାଇ ଲୋକଙ୍କୁ ସଚେତନ କରୁଛନ୍ତି ଶୁଭ୍ରାଂଶୁ
					ଦିନକୁଦିନ ବଜ୍ରପାତ ଜନିତ ମୃତ୍ୟୁ ଲାଗି ରହୁଥିବା ବେଳେ ଏହାର ପ୍ରମୁଖ କାରଣ ତାଳଗଛ ହ୍ରାସ ବୋଲି ପାଣିପାଗ ବିଶେଷଜ୍ଞ ମାନେ ମତ ରଖିଛନ୍ତି । ପୂର୍ବକାଳରେ ଗ୍ରାମର ମୁଖଶାଳା କିମ୍ବା ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା, ଯାହାକି ଚାଷୀ ଭାଇ ମାନଙ୍କୁ କିମ୍ବା ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ!-->…				
						ବନ୍ଦ ହେବା ସ୍ଥିତିରେ ଆଇ.ଆଇ.ଏମ.ସି ଢେଙ୍କାନାଳ !
					ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇ.ଆଇ.ଏମ.ସି) ର ପ୍ରଥମ ଶାଖା ଓଡିଶାର ଢେଙ୍କାନାଳରେ ରହିଛି । ଏଠାରୁ ଉତ୍ତୀର୍ଣ୍ଣ ହୋଇ ଛାତ୍ରଛାତ୍ରୀ ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ଓ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ହେଲେ ପୂର୍ବ ଭାରତର ଏହି ପ୍ରଥମ ଶାଖା ବନ୍ଦ ହେବା ସ୍ଥିତିରେ ପହଞ୍ଚିଲାଣି ।!-->…				
						ଦୁଇ ମାସ ହେଲା ସୂଚନା କେନ୍ଦ୍ରରେ ତାଲା, ନାହାନ୍ତି କର୍ମଚାରୀ
					୨୮ବର୍ଷ ତଳେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସହାୟତାରେ ବିଜୁବାବୁଙ୍କ ସରକାର ଅମଳରେ ଭୁବନରେ ଗତ ତା ୧୫.୦୨.୧୯୯୨ ମସିହାରେ ସ୍ଥାପନ କରାଯାଇଥିଲା ସୂଚନା କେନ୍ଦ୍ର ଓ ପାଠାଗାର । ଦୀର୍ଘ ଦିନ ହେଲା ବହୁ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ବେଳେ ସରକାରଙ୍କ ଉଦାସୀନତା କାରଣରୁ ଏହା ଖୁବ ଶୀଘ୍ର!-->…				
						ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରାଇତଳା ଗ୍ରାମରେ ପ୍ରସ୍ତୁତ ହେଲା ଜୈବଇଟା ଷ୍ଟ୍ରକ୍ଚର
					ପରିବେଶକୁ ବଞ୍ଚାଇବା ପାଇଁ ପ୍ରତିବର୍ଷ ଜୁନ ୫ ତାରିଖରେ ସାରା ବିଶ୍ୱରେ ସଚେତନତା ଅଭିଯାନ କରାଯାଇଥାଏ । ଏହି ଦିନ ଅନେକ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ପ୍ଲାଷ୍ଟିକ ବର୍ଜନ ର ବାର୍ତା ସହ ପ୍ଲାଷ୍ଟିକ ମୁକ୍ତ ଗ୍ରାମ ତିଆରି ଲକ୍ଷରେ ଜାତିସଂଘ ପୁରସ୍କାର!-->…				
						ରାସ୍ତା ଉଠୁଛି, ଘର ଦବୁଛି ତଳି ଅଞ୍ଚଳ ପାଲଟୁଛି ଢେଙ୍କାନାଳ ସହର !
					
ପାହାଡ଼ ଘେରା ଆମ ସହର ଢେଙ୍କାନାଳ , ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ରୁ ବିଭିନ୍ନ ସମୟ ରେ ଢେଙ୍କାନାଳ ସହରରେ ବିଶେଷ କ୍ଷୟକ୍ଷତି ଘଟି ନଥାଏ । ହେଲେ ବର୍ଷା ଦିନେ ପ୍ରବାହିତ ହୋଇଥାଏ ନାହିଁ ନଥିବା ପାଣି, ପାହାଡ଼ ଉପରୁ ପ୍ରବାହିତ ବର୍ଷାଜଳ କିଛି ସମୟ ପାଇଁ ସତେଯେପରି ଅମାନିଆ!-->!-->!-->…				
						ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସରେ ପ୍ୟାଡ୍ ଓମେନ୍ ଅଙ୍କିତା ଙ୍କ ସଚେତନତା କାର୍ଯ୍ୟକ୍ରମ
					ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୨୮ ମଇ ରେ ପାଳିତ ହୋଇଛି ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ । ତେବେ ଏହି ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ରଥିଆପାଳ ଗାଁରେ ଅଙ୍କିତା ସାହୁଙ୍କ ତତ୍ୱାବଧାନ ରେ ଋତୁସ୍ରାବ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସାରା!-->…				
						ସାବାର୍ଡ ହେଉଛନ୍ତି ଅସାମାଜିକ ବ୍ୟକ୍ତି, ସାଧା ପୋଷାକରେ ଆରକ୍ଷୀ ଅଧିକ୍ଷକଙ୍କ ଚଢ଼ାଉ ।
					
ନା ବାଜୁଛି ସାଇରନ ନା ଜଳୁଛି ବତୀ ନା କୌଣସି ଫୋର୍ସ ନା ଅଛି ବର୍ଦି । ସଞ୍ଜ ନଇଁଲେ ନିଜେ ସାଇକଲ ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ଆରକ୍ଷୀ ଅଧିକ୍ଷକ  । ଏହା କୋୖଣସି ଫିଲ୍ମ ର କାହାଣୀ ନୁହେଁ ବରଂ ଆମେ କହୁଚୁ ଢେଙ୍କାନାଳ ଜିଲ୍ଲାକୁ ଆସିଥିବା ନୂତନ ଆରକ୍ଷୀ ଅଧିକ୍ଷକ!-->!-->!-->…				
						ଶ୍ରୀ ଚନ୍ଦ୍ର ଶେଖରଜୀଉଙ୍କ ଚନ୍ଦନ ଯାତ୍ରା ଭିନ୍ନ ଏକ ପରମ୍ପରା
					ଢେଙ୍କାନାଳ ଜିଲ୍ଲା କପିଳାସ ସ୍ଥିତ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ଚନ୍ଦନ ଯାତ୍ରା ଏକ ଭିନ୍ନ ପରମ୍ପରାରେ ପ୍ରଚଳିତ ହୋଇଆସୁଛି। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଚନ୍ଦନ ଯାତ୍ରାରେ ଠାକୁରଙ୍କ ବିଜେ ପ୍ରତିମା ଭାବରେ କେବଳ ମଦନ ମୋହନ ଚାପ ଖେଳିଥିବା ବେଳେ କପିଳାସ ପୀଠର ଚଳନ୍ତି ପ୍ରତିମା!-->…				
						ପୃଥିବୀ ଦିବସରେ ପକ୍ଷୀ ସୁରକ୍ଷା ବାର୍ତ୍ତା ଦେଲେ ଶୁଭ୍ରାଂଶୁ
					ପୃଥିବୀ ଦିବସ , ପୃଥିବୀ ବା ଧରିତ୍ରୀ ମାତାକୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖଟିକୁ ପୃଥିବୀ ଦିବସ ଭାବେ ପାଳନ କରାଯାଇଥାଏ । ଜୈବ ମଣ୍ଡଳ ସୁରକ୍ଷା, ପ୍ଲାଷ୍ଟିକ୍ର ବ୍ୟବହାର ବନ୍ଦ କରିବା ସହ ଶବ୍ଦ ଏବଂ ବାୟୁ ପ୍ରଦୂଷଣ କମ୍ କରିବା ଓ ଗଛ ଲଗାଇବାକୁ ଏହି ଦିବସ!-->…				
						ବିଶ୍ୱ ଘରଚଟିଆ ଦିବସ ପାଳନ
					ଆଉ ଶୁଣିବାକୁ ମିଳୁନି କିଚିରି ମିଚିର ଶବ୍ଦ। ଘରର ପକ୍ଷୀ ଘର ଚଟିଆ କୁଆଡ଼େ ହଜିଗଲାଣି। ଚାଳଘର, ସ୍କାଏ ଲାଇଟ୍, କାନ୍ଥର ସନ୍ଧି, ଲାଇଟ୍ ପୋଷ୍ଟ୍ ଭଳି ସ୍ଥାନରେ ଘର ଚଟିଆ ତାଙ୍କର ବସା କରିଥାନ୍ତି। ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବା ପରେ ସମୟ କ୍ରମେ ଛାତ ଘର, କ˚କ୍ରିଟ୍!-->…