News
lipub
samparksetu
Browsing Category

ସ୍ପେସିଆଲ ରିପୋର୍ଟ

ଅବହେଳିତ କୁସୁପଦା ଗ୍ରାମ ; ଗମନାଗମନ,ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ଅପହଞ୍ଚ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କୁସୁପଦା ଗ୍ରାମ ଅନ୍ଧାରୀ ମୂଲକ ଭାବରେ ରହିଛି ,ସ୍ୱାଧିନତାର ୭୬ ବର୍ଷ ପରେ ମଧ୍ୟ ବିକାଶର ଛାଇ ପଡିନାହିଁ । ଏବେ ମଧ୍ୟ ଗ୍ରାମକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ସ୍ୱାସ୍ଥ୍ୟ ସେବା ଏବଂ ପାନୀୟ ଜଳ ଗ୍ରାମବାସୀଙ୍କ ପାଇଁ

ଢେଙ୍କାନାଳ ବନଖଣ୍ଡରେ ବଢୁଛି ବାଘଙ୍କ ସଂଖ୍ୟା ;ବାଘଙ୍କ ପାଇଁ ୫୭ ସିସି କ୍ୟାମେରା ,ସୁରକ୍ଷାକୁ ନେଇ ପରିବେଶବିତଙ୍କ…

ଢେଙ୍କାନାଳ ବନଖଣ୍ଡରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଢେଙ୍କାନାଳ ବନଖଣ୍ଡରେ ହାତୀ ଶିକାର ଠାରୁ ଆରମ୍ଭ କରି ପଶୁ ଶକି ।ର ଯେଉଁଭଳିଭାବରେ ବେଧଡକ ଭାବରେ ଚାଲିଛି ସେଠାରେ ବାଘ କେତେ ସୁରକ୍ଷିତ ବୋଲି ତାକୁ ନେଇ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି ।କପିଳାସ ଜଙ୍ଗଲକୁ ଗତ

ସାହାରା ଇଣ୍ଡିଆରେ ଟଙ୍କା ନିବେଶ କରି ଚିନ୍ତାରେ ଜମାକାରୀ

ଢେଙ୍କାନାଳ ସହରସ୍ଥିତ ଜଗନ୍ନାଥ ରୋଡରେ ଥିବା ସାହାରା ଇଣ୍ଡିଆ ଶାଖାରେ ଲକ୍ଷ ଲକ୍ଷ ଟଙ୍କା ଜମା କରି ଜମାକାରୀ ମାନେ ନିରାଶ ହୋଇପଡିଛନ୍ତି । ଦୋର୍ଘଦିନ ଅପେକ୍ଷା ପରେ ବି ଟଙ୍କା ନମିଳିବାରୁ ହତାଶା ମଧ୍ୟରେ ଗତି କରିଥିବା ବେଳେ ଏବେ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ ଟଙ୍କା ଫେରିପାଇବାର

ଆନ୍ତର୍ଜାତିକ ବାଳିକା ଓ ଶିଶୁ ଦିବସ ପାଳନ, ସ୍ୱଚ୍ଛତା ଏବଂ ସଚେତନତା ନେଇ ଅଙ୍କିତା ବାଣ୍ଟିଲେ ବାର୍ତ୍ତା

ଆଜି ଆନ୍ତର୍ଜାତିକ ବାଳିକା ଓ ଶିଶୁ ଦିବସ, ପ୍ରତିବର୍ଷ ୧୧ ଅକ୍ଟୋବର ଦିନ ଏହି ଦିବସ ପାଳିତ ହୋଇ ଆସିଥାଏ । ଶିଶୁ ସମୟରୁ ବାଳିକା ଙ୍କ ଶିକ୍ଷା ଓ ସ୍ୱଚ୍ଛତା ଭଳି ବିଭିନ୍ନ ଦିଗରେ ସଚେତନତା ନିମନ୍ତେ କାର୍ଯ୍ୟ କରାଯାଇଥାଏ । କିଛି ଏଭଳି ସଚେତନତା ବାର୍ତ୍ତା ନେଇ ଆଜିର ଦିନଟିକୁ ପାଳନ

ନାଁ ତାର ଥିଲା ” ବାଜିଆ “

ସ୍ୱାଧିନତା ସଂଗ୍ରାମ ୮୧ ବର୍ଷ (୧୮୫୭-୧୯୩୬) ର ଇତିହାସ ହେଉଛି ଲହୁଲୁହର ଇତିହାସ , ଦରିଆ ପାରିର ବଳୀ, ଆଜୀବନ ବନ୍ଦୀ , ଫାସିଖୁଂଟ , କଳାପାଣି ,ଏବଂ ବୁଲେଟର ହୋଲି ଖେଳରେ ଶହୀଦ୍ ହେଲେ ଅଗଣିତ ମୁକ୍ତି ସଂଗ୍ରାମୀ ଯୋଦ୍ଧା । ସେମାନଙ୍କର ସ୍ୱପ୍ନଥିଲା “ସ୍ୱାଧିନତା ଭାରତ” । ସେହି ପରାଧିନ

ଦିଗହରା ସୋପାନ କାର୍ଯ୍ୟକ୍ରମ ; ୯ ଟଙ୍କାରେ ପେଟପୂରା ମିଳୁନି ପୁଷ୍ଟିକର ଖାଦ୍ୟ

ଢେଙ୍କାନାଳ ଜିଲ୍ଲାରେ ୨ହଜାର ୨୨୦ ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ ୨ ହଜାର ୧୭ କେନ୍ଦ୍ରର ନିଜସ୍ୱ ବାସଗୃହ ରହିଥିବାର ଜଣାପଡିଛି । ପରଜଙ୍ଗ କଙ୍କଡାହାଡ ବ୍ଲକରେ ଆଦିବାସୀ ମାନଙ୍କ ସଂଖ୍ୟା ଅଧିକ ରହିବା ସହିତ ଅତିଶୟ ପୁଷ୍ଟିହୀନତା ଯୋଗୁ ଏହି ଦୁଇ ବ୍ଲକକୁ ସରକାରଙ୍କ ତରଫରୁ ଏପ୍ରିଲ ୨୨ରୁ

ନୀଳକଣ୍ଠପୁର ଗ୍ରାମରେ ପଥମ ଥର ପାଇଁ ଆୟୋଜିତ ହେଲା ସିଡ୍ ବଲ୍ ପ୍ରସ୍ତୁତ କର୍ମଶାଳା

ସବୁଜ ବିକଳ୍ପ ପାଇଁ ନିଆରା ପ୍ରୟାସ । ଗଛ ହସିଲେ ଜୀବନ ହସିବ , କିନ୍ତୁ ଏବେ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଥିବା ବେଳେ ସିଡ୍ ବଲ ପଦ୍ଧତି ଅବଲମ୍ବନ କରି ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଜାତିସଂଘ ପୁରଷ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ । ସିଡ୍ ବଲ୍ ବା ମଞ୍ଜି

ପକ୍ଷୀ ଶିକାରୀ ସାଜିଛି ଢେଙ୍କାନାଳ ବିଦ୍ୟୁତ ବିଭାଗ, ପ୍ରତିଶ୍ରୁତି ସାଜିଲା ପାଣି ଫୋଟକା !

ପ୍ରକୃତୀର କୋଳରେ ଆମ ସହର ଢେଙ୍କାନାଳ । ଏହାର ଚତୁରପାର୍ଶ୍ଵ ବିଶାଳ ପାହାଡ଼ ପ୍ରାଚୀର ପରି ଠିଆ । ତେଣୁ ସହରରେ ବିଭିନ୍ନ ପକ୍ଷୀ ଦେଖିବାକୁ ମିଳିଥାନ୍ତି । ବିଶେଷ କରି ଦେଉଳସାହି, କୁଞ୍ଜକାନ୍ତ, କଲେଜ ବାଇପାସ ଏବଂ କୋରିଆଁ ଛକ ପାଖରେ ବିଭିନ୍ନ ବିରଳପ୍ରଜାତିର ପକ୍ଷୀ ଦେଖିବାକୁ

ଜିଲ୍ଲାରେ ୧୨୭୦ ଶିଶୁ ଅପପୃଷ୍ଟିର ଶିକାର ;ଗଁଦିଆ ରେ ସର୍ବାଧିକ

ଢେଙ୍କାନାଳ ଜିଲ୍ଲାରେ ୨ହଜାର ୨୨୦ ଅଙ୍ଗନୱ।ଡି କେନ୍ଦ୍ର ରହିଥିବା ବେଳେ ୨ ହଜାର ୧୭ କେନ୍ଦ୍ରର ନିଜସ୍ୱ ବାସଗୃହ ରହିଥିବାର ଜଣାପଡିଛି ।ଏହି କେନ୍ଦ୍ରଗୁଡ଼ିକରେ ମୋଟ ୪୫ ହଜାର ୭୨ଜଣ ଶିଶୁଙ୍କ ମଧ୍ୟରୁ ୧ ହଜାର ୧୩୧ ଜଣ ଶିଶୁ ଅପପୃଷ୍ଟିର ଶିକାର ହେଉଥିବା ବେଳେ ଗଁଦିଆ ରେ ସର୍ବାଧିକ ଶିଶୁ

ରାଜନୈତିକ ପଶାପାଲିରେ ପଣବନ୍ଦୀ ପର୍ବତକଣି ,ଭୋଟ ନ ଦେବାରୁ କାଟି ଦେଲେ ଗ୍ରାମର ମୁଖ୍ୟ ରାସ୍ତା

ପାହାଡ଼ ପରି ଗଦା ଗଦା ସମସ୍ୟାରେ ସନ୍ତୁଳି ହେଉଛନ୍ତି ଗ୍ରାମବାସୀ। ଏପରି ସ୍ଥଳେ ଗତ ପଂଚାୟତ ନିର୍ବାଚନରେ ଭୋଟ ନଦେଇଥିବାରୁ ଗାଁକୁ ଯାଇଥିବା ମୁଖ୍ୟ ରାସ୍ତାକୁ ଜେସିବି ଲଗାଇ କାଟିଦେଇଛନ୍ତି ପରାଜିତ ପ୍ରାର୍ଥୀଙ୍କ ସମର୍ଥକ । ଗାଁ କୁ ଯୋଗାଯୋଗ ବିଛିନ୍ନ ଥିବାବେଳେ ଗତ କିଛିଦିନ ହେଲା
error: Content is protected !!