News
lipub
samparksetu

ସଡ଼କ ଦୁର୍ଘଟଣାରେ ଆହତ ଅଥାନି ; ଚିକିତ୍ସାପାଇଁ ଅର୍ଥ ସାଜିଛି ବାଧକ

ସରକାର ସ୍ୱାସ୍ଥ୍ୟ ସେବାରେ ବିଭିନ୍ନ ଯୋଜନା କରୁଥିବା ବେଳେ ଗତ ୨୨ ତାରିଖ ରବିବାର ଦିନ ଓଡାପଡା ବ୍ଲକ ଖୁଣ୍ଟଝରୀ ପଞ୍ଚାୟତ ବଳଭଦ୍ର ପୁର ଗ୍ରାମର ଋଷିମଣୀ ବେହେରାଙ୍କ ପୁଅ ଅଥlନି ବେହେରା (୨୩) ପରଜଙ୍ଗ ରୁ ଫେରିଲା ବେଳେ କାମାକ୍ଷାନଗର ଆଳତୁମା ସ୍ଥିତ ରାମିଆଳ ସେତୁ ନିକଟ ରେ ଏକ ମର୍ମନ୍ତକ ସଡ଼କ ଦୁର୍ଘଣାରେ ଆହତଙ୍କ ପାଇଁ ଅର୍ଥ ସାଜିଛି ବାଧକ l

ଅଥାନି ବେହେରାଙ୍କ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଛି । ଗତ ପ୍ରାୟ ପାଞ୍ଚ ଦିନ ହେଲା କଟକ ବଡ଼ ମେଡ଼ିକାଲରେ ଚିକିଶ୍ଚିତ ହେଉଛନ୍ତି । ଏବେବି ସେ ବେହୋସ ଅବସ୍ଥାରେ ଅଛନ୍ତି ଓ ତାଙ୍କର କିଛି ପରିବର୍ତ୍ତନ ହେଉ ନାହିଁ। ଅର୍ଥାଭାବରୁ ଆସୁ ଚିକିତ୍ସା କରାଇ ପାରୁନାହାନ୍ତି l ଘରେ ବାପା ଜଣେ ଦିବ୍ୟାଙ୍ଗ ଓ ଅନ୍ୟ କୌଣସି ରୋଜଗାର କ୍ଷମ ବ୍ୟକ୍ତି ନାହାନ୍ତି l ସରକାରୀ ସାହାଯ୍ୟ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଅଥlନିଙ୍କ ବାପା ରୁଷିମଣି ବେହେରା l

new life
You might also like
error: Content is protected !!