News
lipub
samparksetu
Browsing Category

ଖବର

ପୁତୁରାକୁ ଏସିଡ୍ ମାଡ଼ କରି ବିଷ ପିଇଲା ବଡବାପା

ପୁତୁରାକୁ ନିଆଁ ଦେଲା ବଡବାପା,ଗୁରୁତର ପୁତୁରା କଟକ ସ୍ଥାନାନ୍ତର । ବୁଦ୍ଧି ଖଟାଇ ପୁଲିସ ଭୟରେ ବିଷ ପିଇଲା ବଡବାପା । ପୁତୁରା ସହିତ ନିଆଁରେ ଛାରଖାର ହୋଇଗଲା ଘର । ଅଭାବନୀୟ ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ । ବହୁ ପୁରୁଣା ଜମି ବିବାଦକୁ ନେଇ

ଭିଜିଲାନ୍ସ ଜାଲରେ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ

ହିନ୍ଦୋଳ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ ଶଶି ଭୂଷଣ ବେହେରା ଏବଂ ବ୍ୟକ୍ତିଗତ ସହାୟକ ବିଷ୍ଣୁ ବହ୍ଲଭ ଖଟୁଆ ୪ଟି ମ୍ୟୁଟେସନ କେସ୍‌ରେ ଆରଆଇ ଶଶୀଭୂଷଣ ବେହେରା ୬୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କାବୁ କଲା ଢେଙ୍କାନାଳ ଭିଜିଲାନ୍ସ । ସୂଚନାଯୋଗ୍ୟ ଯେ, ୪ଟି ମ୍ୟୁଟେସନ କେସ୍‌ରେ ନେଉଥିଲେ ୬୦

ପୁରୀ ରଥ ନିର୍ମାଣ ପାଇଁ ପରଜଙ୍ଗ ଅଞ୍ଚଳରୁ ଗଲା କାଠ

ଢେଙ୍କାନାଳ ଜିଲ୍ଲା ପଶ୍ଚିମାଞ୍ଚଳ ମହାବିରୋଡ଼ ରେଞ୍ଜ ଅଧୀନରେ ଥିବା ଡିହୋଡଳ ବନପାଳଙ୍କ କନ୍ଦରସିଂହା ଓ କୁମୁସୀ ଗ୍ରାମରୁ ବିଭିନ୍ନ ସାହି ଯଥା ୧୪ଫୁଟ ଲମ୍ବର ୧୧ଗୋଟି କାଠ ପୁରୀ ପଠାଯାଇଥିବା ଜଣାପଡିଛି l ଖବର ନେବାରୁ ଜଣାପଡୁଛି ଯେ ,ଡିହୋଡଳ ବନପାଳ ସତ୍ୟବ୍ରତ ସିଂହଙ୍କ ଅଧୀନରେ ଥିବା

କପିଳାସ ପୀଠର ବିକାଶ ନିମନ୍ତେ ପ୍ରସ୍ତୁତି ବୈଠକ

କପିଳାସ ପୀଠ ପୂର୍ବ ବିଭାଗ ଡାକ ବଙ୍ଗଳାରେ ଜିଲ୍ଲା ପ୍ରଶାସନ ଓ କପିଳାସ ସୁରକ୍ଷା ପରିଷଦ କର୍ମକର୍ତ୍ତାଙ୍କୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ କପିଳାସ ସିଂହଦ୍ଵାର ସମ୍ମୁଖରେ ଥିବା ଯାତ୍ରୀ ନିବାସକୁ ଆଉ ହୋଟେଲ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି

ପଞ୍ଚସଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର

ରାତି ପାହିଲେ ମ୍ୟାଟ୍ରିକ ପରୀକ୍ଷା, କିନ୍ତୁ ତା’ ପୂର୍ବରୁ ପରୀକ୍ଷା ଦାୟିତ୍ବରେ ଥିବା ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଶିକ୍ଷୟିତ୍ରୀ ଜଣଙ୍କ ହେଲେ ତୁମୁସିଂହା ଥାନା ଅନ୍ତର୍ଗତ ଶ୍ରୀମୂଳା ସ୍ଥିତ ପଞ୍ଚସଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ

ପୋଖରୀ ରେ ବୁଡି ୨ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଦିନରେ ଦୁଇଦୁଇ ଜଣଙ୍କ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବରରୁ ପ୍ରକାଶ ଯେ ,ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ ଖରୀଡାଳି ଗ୍ରାମର କବି

ଟାଟା ଷ୍ଟିଲ ମେରାମଣ୍ଡଳୀରେ ପଦ୍ମ ବିଭୂଷଣ ରତନ ଏନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି

ଭାରତର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ପଦ୍ମ ବିଭୂଷଣ ରତନ ଏନ ଟାଟାଙ୍କୁ ସମ୍ମାନ ଜଣାଇ ଗୁରୁବାର ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସଏମ) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶ୍ରୀ ଟାଟା ଅକ୍ଟୋବର ୯, ୨୦୨୪ ରାତ୍ରିରେ ଇହଲିଳା ତ୍ୟାଗ କରିଥିଲେ । କାରଖାନା ପରିସରରେ ଥିବା

ରୁଙ୍ଗଟା କାରଖାନାରେ ଅଘଟଣ

ଢେଙ୍କାନାଳ ଜିଲ୍ଲା ଝାଡବନ୍ଧ ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ କାରଖାନାରେ ଗତକାଲି ସକାଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଗୋଟିଏ କ୍ରେନ୍ ଜଳି ଯାଇଥିବା ସୂଚନା । କାରଖାନାର ଏସ.ଏମ.ଏସ.- 1ସିରେ ବିସ୍ଫୋରଣ ହୋଇଥିବାର ସୂଚନା ରହିଥିବା ବେଳେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି

ଶଙ୍ଖ ଭଵନରେ ଢେଙ୍କାନାଳ ବିଜେଡିର ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନବୀନ

ଦଳକୁ ପୁଣି ଥରେ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ । ନିୟମିତ ବିଭିନ୍ନ ଜିଲ୍ଲାର ନେତା, କର୍ମକର୍ତ୍ତାଙ୍କ ସହ ବୈଠକ କରି ମନୋବଳ ବଢ଼ାଇବା ସହ ନିରାଶ କର୍ମୀଙ୍କ ଭିତରେ ଉତ୍ସାହ ଭରୁଛନ୍ତି । ଗୁରୁମନ୍ତ୍ର ଦେଇ କହୁଛନ୍ତି, ଲୋକଙ୍କ ପାଇଁ କାମ

ମା’ ଆସୁଛନ୍ତି ,ଦୁଲୁକିବ ଢେଙ୍କାନାଳ

ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାୟଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା ଆସନ୍ତା ମାସ ୧୬ ତାରିଖରୁ ଆରମ୍ଭ ହେବ ଏବଂ ୨୭ ତାରିଖ ଦିନ
error: Content is protected !!