News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ଶାନ୍ତି ଶୃଙ୍ଖଳାର ସହିତ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ସହର ସ୍ଥିତ ପୁରୁଣା ଜିଲ୍ଲା ପରିଷଦ କକ୍ଷରେ ଅତିରିକ୍ତି ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଶାନ୍ତି ଶୃଙ୍ଖଳାର ସହତି ଗଜଲକ୍ଷ୍ମୀ ପୂଜା । ପାଇଁ ଏକଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଥିବା ଭେଦଭାବକୁ ଭୁଲି

କଲେକ୍ସନ ଏଜେଣ୍ଟ କୁ ଭୁଜାଲିରେ ହାଣି ଲୁଟ

ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ବଜାର ଶେଷ ମୁଣ୍ଡ ରେ ଆଜି ଦିବା ଏଗାର ଘଟିକା ସମୟରେ ଜଣେ କଲେକ୍ସନ ଏଜେଣ୍ଟ କୁ ଭୁଜାଲି ରେ ହାଣି ତାଙ୍କ ପାଖରୁ ଦଶ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଛଡ଼ାଇ ନେବାରେ ସକ୍ଷମ ହୋଇଛନ୍ତି ଲୁଟେରା l  ସୂଚନା ଅନୁଯାୟୀ ,ଅନୁଗୋଳ ର ମା' ଦୁର୍ଗା ଫାର୍ମା କମ୍ପାନୀ ର

ଢେଙ୍କାନାଳ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଚିକିତ୍ସାଳରେ ଅବହେଳା:ଶିଶୁ ମୃତ୍ୟୁକୁ ନେଇ ଅଭିଯୋଗ କଲେ ପରିବାର

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତରଙ୍କ ଅବହେଳା ଯୋଗୁ ଜନ୍ମ ପୂର୍ବରୁ ଜଣେ ଶିଶୁ ମୃତ୍ୟ ବରଣ କରିବାକୁ ନେଇ ପରିବାର ବର୍ଗ ସିଡିଏମଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ

କଟୁରୀ ହାଣି ବାପ ପୁଅ ଗିରଫ

ଭୁବନ ଥାନା ଅନ୍ତର୍ଗତ ବିଜ୍ଞାପିତ ଅଂଚଳ ପରିଷଦର ତେଲି ସାହିର ଜିତେନ୍ଦ୍ର ପୃଷ୍ଟି ନାମକ ଯୁବକ ତାଙ୍କ ପଡୋଶୀ ରଞ୍ଜନ କୁମାର୍ ପୃଷ୍ଟିଙ୍କୁ ଏକ କଟୁରୀ ଦ୍ଵାରା ଆକ୍ରମଣ କରିଥିଲେ। ରଜନଙ୍କ ଏତଲା କ୍ରମେ ଭୁବନ ପୋଲିସ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ସଂପର୍କରେ ତଦନ୍ତ କରିଥିଲେ ।

ଗଣେଶ ପୂଜା ଭସାଣୀ ବେଳେ ଛୁରା ମାଡ଼

ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମ ରେ ଗଣେଶ ପୂଜା ଭସାଣୀ କୁ ନେଇ ଲଙ୍କାକାଣ୍ଡ।ଭସାଣୀ ସମୟ ରେ ଦୁଇ ଜଣକୁ ଛୁରା ମାଡ କରି ଯୁବକ ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ , ଦୁଇ ଜଣ ଗ୍ରାମ ରେ ଭସାଣୀ ଦେଖୁଥିବା ବେଳେ ଯୁବକ କରିଛନ୍ତି ଛୁରାମାଡ।ଆହତ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ

ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଗୋଟିଏ ଦିନରେ ସଡ଼କ ଦୁର୍ଘଟଣାରେ ଜଂସ ମୃତ ଜଣେ ଗୁରୁତର ଆହତ ହୋଇଛନ୍ତି ।ମହିଷାପାଟ ବାଇପାସ ଛକରେ ଆଜି ସନ୍ଧ୍ୟା ସାଢେ ୫ଟାରେ ଏକ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ । ସେ ଢେଙ୍କାନାଳ ସହର ଆଡକୁ ଆସିବା ପାଇଁ ଛକ ଅତିକ୍ରମ

ସୋଲାର କରେଣ୍ଟ ଲାଗି ବୃଦ୍ଧ ମୃତ

ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମ ଚାଷ ଜମିରୁ ଘାସ କାଟିବାକୁ ଯାଇଥିବା ବୃଦ୍ଧ ସୋଲାର କରେଣ୍ଟ ହେତୁ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ନୋହୋରା ବେହେରା ( ୮୦)। ତାଙ୍କର ଏକ ମାତ୍ର ବିବାହିତ ଝିଅ ଅମୂଲ୍ୟ ଙ୍କ ଘରେ ରହୁଥିଲେ। ଏ ନେଇ ନାତି ଗଣେଶ୍ୱର ତରେଇ ଭୁବନ ଥାନାରେ ଲିଖିତ ଏତଲା

ଭାଲୁକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ ଫରେଷ୍ଟର ଆହତ

ଢେଙ୍କାନାଳ କାମାକ୍ଷାନଗର ଗ୍ରାମ ଭିତରେ ଭାଲୁର ଆତଙ୍କ। ଆଜି ଦିନ ୯ ଟା ରୁ ଭାଲୁଟି ନିକଟସ୍ଥ ଜଙ୍ଗଲରୁ ଆସି କେରଜୁଳି ଗ୍ରାମରେ ପଶି ଯାଇଥିଲା। ଗ୍ରାମବାସୀ ଦେଖି ବନବିଭାଗ କୁ ଖବର ଦେଇଥିଲେ। ବନବିଭାଗ ପହଞ୍ଚି ଭାଲୁକୁ ଘଉଡାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏବଂ ସଙ୍ଗେ ସଙ୍ଗେ କପିଳାଶ

ଦଧିସିଙ୍ଗା ଗ୍ରାମରେ ବିଦ୍ୟୁତ୍ ସମସ୍ୟା ସମାଧାନ ପାଇଁ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବିଦ୍ୟୁତ୍ ସବଡିଭିଜନ ଯୋରନ୍ଦା ସେକ୍ସନ ଦଧିସିଙ୍ଗା ଗ୍ରାମରେ ବାରମ୍ବାର ବିଦ୍ୟୁତ୍ ବ୍ୟାଘାତ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀ ଗ୍ରାମ ଉପସଭାପତି ମାୟାଧର ମହାନ୍ତି ଓ ସମ୍ପାଦକ ଶ୍ରୀବତ୍ସ ମହାନ୍ତି ନେତୃତ୍ୱରେ ଆଜି ଯୋରନ୍ଦା କନିଷ୍ଠ ଯନ୍ତ୍ରୀଙ୍କୁ

ଏସପି ଅଫିସ କିରାଣୀଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଏସ୍‌ପି ଅଫିସ ପଛ ପାର୍ଶ୍ଵରେ ଥିବା ପୋଲିସ କଲୋନୀର ଏକ ବନ୍ଦ ଘରୁ ଏସପି ଅଫିସର ଜଣେ କିରାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ କିରାଣୀ କଣ୍ଟାବଣିଆ ଥାନା ଅମନା ଗାଁର ଆଦିତ୍ୟ କୁମାର ନାୟକ(୩୫) । ସେ ଏସପିଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ଆଜି କାର୍ଯ୍ୟ
error: Content is protected !!