Browsing Category
ଅଞ୍ଚଳ ସମସ୍ୟା
ପୋଲଟିଏ ନଥିବାରୁ ହଟହଟା ବାଉଁଶପୋଖରୀ ପଞ୍ଚାୟତର ୪ ଟି ଗ୍ରାମର ଗ୍ରାମବାସୀ
ପୂର୍ବରୁ ବିଜୁସେତୁ ନାମରେ ପୋଲଟିଏ ହେବବୋଲି ନିଷ୍ପତି ହୋଇଥିଲା, ଗ୍ରାମବାସୀ ଖୁସି ହୋଇଯାଇଥିଲେ ଆଉ ରହିବନି ଯାତାୟତ ଅସୁବିଧା ନାଳ ପାଲଟିବନି ସମସ୍ୟା ମାତ୍ର ସରକାର ଓ ନେତା ବଦଳିବାପରେ ପ୍ରକଳ୍ପ ନାମ ପରିବର୍ତ୍ତନ ହୋଇ ସେତୁବନ୍ଧ ହେବବୋଲି କୁହାଗଲା ମାତ୍ର ରହିଗଲା ନାମରେ ସୀମିତ ହୋଇ।
!-->!-->!-->…
ହିନ୍ଦୋଳରେ ଶୀତଳଭଣ୍ଡାର ପାଇଁ ଦାବି
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୀର୍ଘବର୍ଷ ପରେ ମଧ୍ୟ ସ୍ଥାପନ ହୋଇପାରିଲାନି ଶୀତଳ ଭଣ୍ଡାର ଏଥିପାଇଁ ଦିନକୁଦିନ ବଢୁଛି ଜନ ଅସନ୍ତୋଷ ,ଦାବି ହେଉଛି ଶୀତଳଭଣ୍ଡାର ସ୍ଥାପନ ପାଇଁ।ଉଲ୍ଲେଖଯୋଗ୍ୟ ସଦା ଅବହେଳିତ ତଥା ବିଭିନ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହିନ୍ଦୋଳ ଉପଖଣ୍ଡ!-->…
ଗାଁ ରାସ୍ତା ସଙ୍ଗୀନ , ହନ୍ତସନ୍ତ ହେଉଛନ୍ତି ସ୍କୁଲ ପିଲା
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଅଧିନସ୍ଥ ବ୍ରାହ୍ମଣବେଡିଆ ଗାଁ ରାସ୍ତା ସଙ୍ଗୀନ, ହନ୍ତସନ୍ତ ହେଉଛନ୍ତି ସ୍କୁଲ ପିଲା ଓ ଗ୍ରାମବାସୀ ।ବର୍ଷା ହେଲେ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ପାଠ ପଢା ପିଲାଙ୍କ ପାଇଁ ଚିନ୍ତାର କାରଣ ବଢ଼ାଇ ଦେଉଛି ଗାଁ ରାସ୍ତା ।
ଏହି ଗାଁ କୁ!-->!-->!-->…
ରାସ୍ତା ସାଜିଛି ମରଣ ଯନ୍ତା
ରାସ୍ତା ସାଜିଛି ମରଣ ଯନ୍ତା ,ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ପୂର୍ତ୍ତ ବିଭାଗ ଠାରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଂଚାୟତ ରାଜ ବିଭାଗ ଓ ମନରେଗା ଯୋଜନାରେ ଯେତେସବୁ ରାସ୍ତା ନିର୍ମାଣ ହେଉଛି ତନ୍ମଧ୍ୟରୁ କିଛି ରାସ୍ତା କୁ ଛାଡିଦେଲେ ପ୍ରାୟତଃ ରାସ୍ତା ଗୁଡିକ ନିର୍ମାଣର ମାସେ!-->…
ଶିଶୁ ଶ୍ରମିକ ପ୍ରିୟା ମୁଣ୍ଡାଙ୍କୁ ମିଳିନି ଜାତି ପ୍ରମାଣ ପତ୍ର
ସହିଦ୍ ବୀର୍ ବାଜିରାଉତଙ୍କ ଗ୍ରାମ ନୀଳକଣ୍ଠପୁରରେ ଗୁରୁବାର ପିଚୁ ଢଳେଇ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ ପ୍ରିୟା ମୁଣ୍ଡା ଆଦିବାସୀ କିନ୍ତୁ ନାହିଁ ଜାତି ପ୍ରମାଣ ପତ୍ର। ଫଳରେ ପ୍ରିୟାଙ୍କୁ ମିଳୁନି ଆଦିବାସୀ ଛାତ୍ରବୃତ୍ତି ।ଖାଲି ପ୍ରିୟା ନୁହେଁ ତାର ଭାଇ ଶିବ ଓ ଭଉଣୀ ଲଭଲି । ପ୍ରଶାସନ!-->…
ପେଟର ଭୋକ ମାରିବାକୁ ପ୍ରିୟା ସାଜିଛି ଶିଶୁ ଶ୍ରମିକ
ବାଜିରାଉତ ଗାଁ ନୀଳକଣ୍ଠ ପୁରକୁ ବରପୁତ୍ର ଏତିହ୍ଯ ଗ୍ରାମ ଭାବରେ ଘୋଷାଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗାଁର ଚାଷୀ ମାନଙ୍କ ଜମିକୁ ବାଉଁଶପୋଲ ବଦଳରେ ଗ୍ରାମ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହେଲା ପୋଲ। ପୋଲ ସଂଲଗ୍ନ ରାସ୍ତା ଢୋ ଢୋ ବର୍ଷାରେ ଚାଲିଛି କାର୍ଯ୍ୟ। ଏହି!-->…
ଭୁଶୁଡିଲା ସଦ୍ୟ ରଙ୍ଗମରା ପ୍ରାଣୀ ଚିକିତ୍ସା କେନ୍ଦ୍ରର ପ୍ରାଚୀର
ଅବ୍ୟବସ୍ଥା ଭିତରେ ଗତିକରୁଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମୁଖ୍ୟ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର। ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ-ଅନୁଗୋଳ ମୁଖ୍ୟ ରାସ୍ତାପାର୍ଶ୍ଵ ଅମଲାପଡା ଠାରେ ଉପଜିଲ୍ଲାପାଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ପ୍ରାଣିଧନ ଚିକିତ୍ସା!-->…
ନିର୍ମାଣର କିଛିଦିନ ମଧ୍ୟରେ ଧସିଗଲା ରାସ୍ତା !
ଭୁବନ ବ୍ଲକ ବାରୁଆଁ ପଞ୍ଚାୟତ ର ମଙ୍ଗଳା ମନ୍ଦିର ରାସ୍ତା ରୁ ସେନେନ୍ଦା ଦେଇ ଧଳପଡ଼ା ଗ୍ରାମ କୁ ନିର୍ମାଣ ହେଉଥିବା ରାସ୍ତା ୨୦୨୪ ମସିହା ଫେବୃଆରୀ ମାସରୁ ଆରମ୍ଭ ହୋଇଥିଲା । ମାତ୍ର ବର୍ଷକ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଠିକାଦାର ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିଛନ୍ତି!-->…
ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ନୃସିଂହ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅସରଡା ପଂଚାୟତ ବାର୍ସିଙ୍ଗା ଗ୍ରାମର ନୃସିଂହ ସାହୁଙ୍କୁ ବୟସ ଆସି ୯୧ ହେଲାଣି ହେଲେ ଅଧିକାରିଙ୍କ ଭୁଲପାଇଁ ସରକାରଙ୍କ ବର୍ଦ୍ଧିତ ଭତ୍ତାରୁ ସେ ବଞ୍ଚିତ ହୋଇଛନ୍ତି ଏବଂ ବର୍ଦ୍ଧିତ ଭତ୍ତା ପାଇଁ ବହୁବାର ଆବେଦନ କରି ଆସିଥିଲେ ହେଁ ଆଜି ଯାଏଁ ପଞ୍ଚାୟତ!-->…
ମେଗାଜଳ ପ୍ରକଳ୍ପରେ ଅନିୟମିତତା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଓଡାପଡା ବ୍ଲକ ପାଇଁ ତତ୍କାଳୀନ ରାଜ୍ୟ ସରକାର ୨୦୨୨ମସିହାରେ ବ୍ରାହ୍ମଣିନଦୀରୁ ଛ'ଶହ କୋଟିଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ସେହିଦିନଠାରୁ କାର୍ଯ୍ୟମଧ୍ୟ ଚାଲୁରହିଛି।ବ୍ରlହ୍ମଣି ନଦୀର ମେନ ଷ୍ଟ୍ରଶ୍ଚରରୁ ଭାୟା ଗୌଡ଼କାଟେଣୀ ଦେଇ!-->…