News
WhatsApp Image 2023-10-04 at 17.25.00
samparksetu
Browsing Category

ପ୍ରଭାବ

ମୃତ୍ୟୁ ସହ ଲଢେଇ କରୁଥିବା ମେଧାବୀ ଛାତ୍ରୀ ପ୍ରିୟଦର୍ଶନୀ ସାହୁ ଙ୍କୁ ମିଳିଲା ସହାୟତା

ସ୍ୱପ୍ନ ଥିଲା ପାଠ ପଢି ଡାକ୍ତର ହେବାର । ଜୀବନରେ ସଂଘର୍ଷ ମଧ୍ୟ ଚାଲିଥିଲା l ଜଣେ ମେଧାବୀ ଛାତ୍ରୀ ହୋଇ ମନ ଦେଇ ପାଠ ମଧ୍ୟ ପଢୁଥିଲେ ହେଲେ ଏବେ ଦୁଇଟି ଯାକ କିଡନୀ ଖରାପ ପାଇଁ ଜୀଵନ ମରଣ ସହ ଲଢେଇ କରୁଛନ୍ତି । ଘଟଣାଟି ହେଉଛି ,ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ

ରୋଗରୁ ମୁକ୍ତି ପାଇଁ ଚେଙ୍କ ଚିକିତ୍ସା ଘଟଣା ,ଗ୍ରାମରେ ପହଁଞ୍ଚିଲା ପୋଲିସ ,ପ୍ରଶାସନ ଓ ଡାକ୍ତର ଟିମ୍

ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇ ଅବା ପ୍ରଶାସନ ଅଭହେଳା ଯୋଗୁଁ ବିକାଶର ଧାରା ନ ପହଞ୍ଚିବା କାରଣରୁ ପେଟ ରୋଗ , ଅଣ୍ଟା ରୋଗ, ମୁଣ୍ଡ ଓ ସାପ କାମୁଣ୍ଡିବା ଓ ଝାଡା ବାନ୍ତି ରୋଗର ନିରାକରଣ ପାଇଁ କଙ୍କଡ଼ାହାଡ଼ ବ୍ଲକ୍ କୁମ୍ଭୀରୀ ମୁଣ୍ଡା ଏକ କୁଡ଼ମୀ ସଂମ୍ପ୍ରଦାୟର ଅନ୍ଧବିଶ୍ୱାସକୁ ଭରଷା କରି

ପ୍ରତିଶୃତି ପରେ କିଛି ମାତ୍ରାରେ ଦୂର ହେଲା ସମସ୍ୟା

କିଛି ଦିନ ତଳେ ହିନ୍ଦୋଳ ଏନଏସି ୱାର୍ଡ ନଂ -୯ ରୁପାଲି ପୁରୁଷୋତ୍ତମପୁର ଗ୍ରାମ ଅଞ୍ଚଳର ପାନୀୟଜଳ ଓ ରାସ୍ତା ସମସ୍ୟା ନେଇ ଜନସାଧାରଣ ବିଧାୟିକାଙ୍କୁ ପଦଯାତ୍ରା ରେ ଅଟକାଇ ଅବଗତ କରାଇଥିଲେ । ତେବେ ଉକ୍ତ ସମସ୍ୟା କୁ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ୨୪ ଘଣ୍ଟା ଭିତରେ ପାନୀୟଜଳ ସମସ୍ୟା

ଖବର ପ୍ରସାରଣ ପରେ ନଣ୍ଡା ମଉସା ଙ୍କ ପରିବାର ପାଇଁ ବଢ଼ିଲା ସହାୟତାର ହାତ

କପିଳାସ ଯିବା ରାସ୍ତାରେ ବସି ବାଡ଼ି ବିକ୍ରି କରୁଥିବା ଦେଓଗାଁ ଡମ ସାହି ର ନଣ୍ଡା ନାଏକ । ପରିଣତ ବୟସରେ ସମ୍ଭାଳୁଚନ୍ତି ପରିବାର ର ବୋଝ । ସ୍ତ୍ରୀ କୌଣସି ଏକ ରୋଗରେ ଆକ୍ରାନ୍ତ ଥିବା ବେଳେ ପଇସା ଅଭାବ ରୁ ଚିକିତ୍ସା କରିପାରୁ ନାହାନ୍ତି, ଏପଟେ ପୁଅ ମାନସିକ ସ୍ଥିତି ହରାଇ ବସିଥିବା ବେଳେ,

ସାଢେ ଆଠ ପରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ପହଁଚିବା ଘଟଣା, ଖବର ପ୍ରସାରଣ ପରେ  ଶିକ୍ଷା ବିଭାଗ ଅଧିକାରୀ ଙ୍କ…

ଢେଙ୍କାନାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ପ୍ରଶାସନ ଶିକ୍ଷା ସଚେତନତା ରଥ ପରିକ୍ରମା କରି ସଚେତନତା ସୃଷ୍ଟି କରୁଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ସାଢେ ଆଠ ପରେ ପହଞ୍ଚୁଛନ୍ତି ତେବେ ଏନେଇ ଢେଙ୍କାନାଳ ଅପଡେଟ ରେ କିଛିଦିନ ତଳେ ଖବର ପ୍ରସାରଣ ହୋଇଥିଲା ।ଖବର

ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଦୁର୍ନୀତି ଘଟଣା ; ଖବର ପ୍ରକାଶ ପରେ ରାତାରାତି ତିଆରି ହେଲା ସୂଚନା…

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ଗ୍ରାମ ଠାରେ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ (5T) ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହେଇଅଛି ।କୌଣସି କାର୍ଯ୍ୟର ଆରମ୍ଭ ପୂର୍ବରୁ ନାଗରିକ ମାନଙ୍କ ପାଇଁ ସୂଚନା

ଖବର ପ୍ରକାଶନ ପରେ ରସିକ ମୁଣ୍ଡାଙ୍କ ଚିକିତ୍ସା କରିବା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା କଲା ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ଗ୍ରାମ ପଞ୍ଚାୟତ ଗୋପପୁର ଗାଁ ର ରସିକ ମୁଣ୍ଡା(୩୬) ୬ ମାସ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଇଥିଲେ ।ଜଣେ ଗରିବ ଆଦିବାସୀ ଯୁବକ ଦିନେ ଖଟିଲେ ପରିବାର ଚଳେ ତା ପକ୍ଷରେ ଉତ୍ତମ ଚିକିତ୍ସା ପାଲଟି ଥିଲା ସାତ ସପନ ।ସେ ଯେଉଁ ଘରେ

ଦଶୀପୁର ପଞ୍ଚାୟତ ରେ ହୋଇଥିବା ଆବାସ ଘର କଲେଙ୍କାରୀ ଘଟଣା ଉପରେ ବ୍ଲକ ତରଫରୁ ତଦନ୍ତ ଆରମ୍ଭ

କଙ୍କଡାହାଡ଼ ବ୍ଲକ ଦଶୀପୁର ପଂଚାୟତରେ ଆବାସ କଲେଙ୍କାରୀ ର ଗୋଟିଏ ପରେ ଗୋଟିଏ ଦୁର୍ନୀତି ଏବେ ପଦାକୁ ଆସୁଛି ।ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେଲାପରେ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଏହା ଉପରେ ବ୍ଲକ କୁ ରିପୋର୍ଟ ମାଗିଛନ୍ତି ଯାହାକୁ ନେଇ ଆଜି

ଦଶୀପୁର ଗାଁରେ ହୋଇଥିବା ଆବାସ ଘର କଲେଙ୍କାରୀ ଘଟଣା ଉପରେ ରିପୋର୍ଟ ମାଗିଲେ ଉପଜିଲ୍ଲାପାଳ

କଙ୍କଡାହାଡ଼ ବ୍ଲକ ଦଶୀପୁର ପଂଚାୟତରେ ଆବାସ କଲେଙ୍କାରୀ ର ଗୋଟିଏ ପରେ ଗୋଟିଏ ଦୁର୍ନୀତି ଏବେ ପଦାକୁ ଆସୁଛି ।ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେଲାପରେ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଏହା ଉପରେ ବ୍ଲକ କୁ ରିପୋର୍ଟ ମାଗିଛନ୍ତି ।ଅଭିଯୋଗ ଏଭଳିଆ ଏଠାରେ ଘର

ଅଙ୍ଗନବାଡ଼ି କେନ୍ଦ୍ର କୁ ପୃଷ୍ଟିକର ଖାଦ୍ୟ ନମିଳିବା ଘଟଣା ; କାର୍ଯ୍ୟରେ ଅବହେଳା ନିମନ୍ତେ କାରଣ ଦର୍ଶାଅ ନୋଟିସ ଜାରି…

ଦୀର୍ଘମାସ ହେଲା ପୃଷ୍ଟିକର ଖାଦ୍ୟ ପାଇନଥିବା ପ୍ରତିବାଦରେ ଅଙ୍ଗନବାଡିକେନ୍ଦ୍ର ଅର୍ନ୍ତଗତ ହିତାଧିକାରୀ ମାନେ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଢେଙ୍କାନାଳ ଅପଡେଟ ରେ ପ୍ରକାଶ ପାଇବା ପରେ ଜିଲା ସାମଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରାୟ ତଦନ୍ତ କରିଥିଲେ । ଏନେଇ କାମାକ୍ଷାନଗର
error: Content is protected !!