News
lipub
samparksetu
Browsing Category

ଖେଳ

ଜାତୀୟ ସବ ଜୁନିଅର ଭଲିବଲ ପ୍ରତିଯୋଗିତାରେ ମୁକେଶଙ୍କ ବାଜିମାତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ପୁଅ ମୁକେଶ ଆଣି ଦେଇଛନ୍ତି ଢେଙ୍କାନାଳ ପାଇଁ ଆଣିଛନ୍ତି ଖୁସି ଖବର । ପାଇକ ପୁରୁଣାକୁଟ ପଂଚାୟତର ଅବସର ପ୍ରାପ୍ତ ସୈନିକ ଛବି ପ୍ରଧାନଙ୍କ ପୁଅ ମୁକେଶ(୧୫) ପିଲାଟି ଦିନରୁ କ୍ରୀଡ଼ାପ୍ରେମୀ ଏବଂ ଭଲିବଲ ଖେଳପ୍ରତି ଥିବା ଅହେତୁକ ଆଗ୍ରହ ପାଇଁ ସେ ଆଜି

ଚନ୍ଦ୍ରଶେଖରପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଁଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ବ୍ରାହ୍ମଣୀ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଚନ୍ଦ୍ରଶେଖର ପୁର ମିନି ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ସମୁଦାୟ ୧୬ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚଟି ଇଲେଭେନ ଷ୍ଟାର କପିଳାସ ଦେଓଗାଁ

ମାୟାଧର ଓ ଭୋଳେଶ୍ଵର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କାମାକ୍ଷାନଗର ବ୍ଳକ ଜକା ଗ୍ରାମ ରେ ନ୍ୟୁ-ସୁପରଷ୍ଟାର କ୍ରିକେଟକ୍ଳବ ଆନୂକୁଲ୍ୟରେ ଚଳିତବର୍ଷ ଅନୁଷ୍ଠିତ ହୋଇଥିଲା ମାୟାଧର ଓ ଭୋଳେଶ୍ଵର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ । ଏହି ଟୁର୍ଣ୍ଣାମେଣ୍ଟ୍ ୧ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।୧୬ ଦଳ ମଧ୍ୟରେ ହୋଇଥିଲା ମ୍ୟାଚ।

ବାଇଗିଣିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସୁପର ଓଭରରେ କନ୍ତିଓପୁଟ ଟିମ୍ ଚାମ୍ପିଅନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଇଗିଣିଆ ମା' ସରସ୍ଵତୀ କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଉଦଯାପନୀ ମ୍ୟାଚ୍ ମୋଟଙ୍ଗା ଥାନା ଅଧୀନସ୍ଥ କୁରୁଣ୍ଟି ବ୍ଲୁ ବିଲିଅନ ମଲ୍ଟି ଷ୍ଟାର କ୍ରିକେଟ କ୍ଲବ୍ ଓ

କନକ ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , କୁମୁସି ଟିମ୍ ଚାମ୍ପିଅନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କାମାକ୍ଷାନଗର ବ୍ଲକ କଣ୍ଟାପାଳ ଗ୍ରାମପଞ୍ଚାୟତର କଣ୍ଟାପାଳ ଖେଳ ପଡ଼ିଆରେ କନକ ଦୁର୍ଗା କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି ।ଉଦଯାପନୀ ମ୍ୟାଚ୍ କଟାବାହାଳ କ୍ରିକେଟ କ୍ଲବ୍ ଓ

ହକିରେ ସିମିନଈ ଡିଗ୍ରୀ କଲେଜ ରନର୍ସ ଅପ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଇ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରମାନେ ପୁରୁଷ ହକି ଖେଳରେ ବିଶ୍ୱ ବିଦ୍ୟାଳୟ ସ୍ତରରେ ରନର୍ସଅପ ହୋଇଥିବାର ଜଣାପଡିଛି । ଭୁବନେଶ୍ୱର ସ୍ଥିତ ବିଶ୍ୱ ବିଦ୍ୟାଳୟର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ

ଗ୍ରାସରୁଟ ହକି ଚାମ୍ପିଆନ ସିପ୍ ଉଦଯାପିତ

ଢେଙ୍କାନାଳ ସହର ସ୍ଥିତ ମୁଖ୍ୟ ଷ୍ଟାଡିୟମରେ ଟାଟା ନାଭାଲ ସେଣ୍ଟର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ୧୪ ବର୍ଷରୁ କମ୍ ଗ୍ରାସରୁଟ ଚାମ୍ପିଆନସିପ ହକି ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି । ବୁଧବାର ଅନୁଷ୍ଠିତ ଦ୍ଵିତୀୟ ରନର୍ସଅପ ମ୍ୟାଚ ସମ୍ବଲପୁର ମଝିପଡା ଏବଂ ସୁନ୍ଦରଗଡ କାଦବାହାଲ

ପରଜଙ୍ଗ କ୍ରିକେଟ କ୍ଲବର ଫାଇନାଲ ମ୍ୟାଚ ଅନୁଷ୍ଠିତ ,ସିଂହଡା ବିଜୟୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପରଜଙ୍ଗ ପଞ୍ଚାୟତ ପରଜଙ୍ଗ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ପରଜଙ୍ଗ ଖେଳ ପଡିଆ ଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ କନ୍ତାଇପୂଟ ଟିମ୍ ଓ ସିଂହଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଡେଙ୍ଗବୋରେଇ ଗ୍ରାମରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତାର ଆଜି ଥିଲା ଉଦଯାପନୀ ମ୍ୟାଚ୍। ଆଜି କ୍ବାଟର ଫାଇନାଲ, ସେମିଫାଇନାଲ, ଫାଇନାଲ , ମ୍ୟାଚ୍ ଖେଳାଯାଇଥିଲା । ଭୁବନେଶ୍ୱର ଓ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଫାଇନାଲ ମ୍ୟାଚ

ଢେଙ୍କାନାଳ ଓ ଅନୁଗୋଳରେ ଅନୁଷ୍ଠିତ ହେବ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’

ସର୍ବଭାରତୀୟ ଫୁଟବଲ ସଂଘ ସହଯୋଗରେ ଆମେ ଓଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି । ନଭେମ୍ବର ୩ ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ୮ଟି ରାଜ୍ୟରୁ ୮ଟି ଫୁଟବଲ ଟିମ୍ ଅଂଶଗ୍ରହଣ କରିବେ ,ନଭେମ୍ବର ୩ରେ ଢେଙ୍କାନାଳ
error: Content is protected !!