News
WhatsApp Image 2023-10-04 at 17.25.00
samparksetu
Browsing Category

ସ୍ପେସିଆଲ ରିପୋର୍ଟ

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ମିକି

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

ଚାଲିଥିଲା ୩୦ରୁ ଉର୍ଦ୍ଧ୍ବ ବେଆଇନ ଇଟାଭାଟି, ଜାଣିନଥିଲେ ରାଜସ୍ବ ନିରୀକ୍ଷକ ଓ ତହସିଲ କର୍ତ୍ତୃପକ୍ଷ !

ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବେ ପ୍ରାୟ ୪୦ଟି ଇଟାଭାଟିରେ ଚଢ଼ାଉ କରି ତାକୁ ଭଙ୍ଗା ଯାଇଥିବା ଜଣାଯାଇଛି ଅନ୍ୟପଟେ ଦୀର୍ଘଦିନ ଧରି ଏହି ଇଟା ଭାଟି ଗୁଡିକ ବେଫିକର ହୋଇ ବ୍ୟାପାର ଚଲାଇ ଆସିଥିବା ବେଳେ ଏ ନେଇ ରାଜସ୍ବ ନିରୀକ୍ଷା ଓ ତହସିଲ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଜିଲ୍ଲାବାସୀଙ୍କ ସ୍ୱପ୍ନରେ ପଡିଲା ପୂର୍ଣ୍ଣଛେଦ ! ଆକାଂକ୍ଷା ଜିଲ୍ଲାସତ୍ୱେ ହୋଇପାରୁନି ମେଡ଼ିକାଲ କଲେଜ

ଢେଙ୍କାନାଳ ଜିଲ୍ଲାବାସୀଙ୍କ ସ୍ୱପ୍ନରେ ପଡିଲା ପୂର୍ଣ୍ଣଛେଦ, ତାଲଚେରରେ ଖୁବ ଶୀଘ୍ର ପ୍ରତିଷ୍ଠା ହେବ ମେଡ଼ିକାଲ କଲେଜ । ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ

ସହର ପାଇଁ ଲଜ୍ୟା ସାଉଁଟୁଛି ଢେଙ୍କାନାଳ ପୌରପାଳିକା , ବୋଇତ ବନ୍ଦାଣ ଉତ୍ସବରେ ମୁକସାକ୍ଷୀ ସାଯିବେ ଅଧିକାରୀ ଓ ଜନ…

ପରିତ୍ୟକ୍ତ ଅବସ୍ଥାରେ ଭାଗୀରଥୀ ସାଗର । ସହର ମଧ୍ୟରେ ରହିଛି ହାତ ଗଣତି ପୋଖରୀ ହେଲେ ତାକୁ ମଧ୍ୟ ସଫା ରଖିବାରେ ଅସମର୍ଥ ପୌରପାଳିକା । ବର୍ଷବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ରହିଛି । ପୂର୍ବରୁ ପୋଖରୀର ପାଣିକୁ ସହରବାସୀ ପିଇବା ପାଣି ରୂପେ

ଭୁବନ ବଳଦ ଯାତ୍ରା

ପଶୁ ମାନବ ମଧ୍ୟରେ ଏକ ନିଆରା ପରମ୍ଫରା ସୃଷ୍ଟି କରି ଐତିହକୁ ମନେ ପକାଇବା ନିମନ୍ତେ ଭୁବନରେ ଆରମ୍ଭ ହୋଇଛି ବଳଦ ଯାତ୍ରା । ମା' ବାଣିଜାରୀ ପୀଠରେ ଯାତ୍ରା ଉଦ୍ୟୋକ୍ତା ଥୋରିଆ ସମାଜ ପୂଜାର୍ଚନା ପରେ ଅନୁକୂଳ ଯାତ୍ରା ଆରମ୍ଭ ହୋଇଥିଲା । ଚଣ୍ଡୀ ପୀଠ, ଦଶରା ପଡିଆ, ଲୁଣ ମାପ, ପାଞ୍ଜି ପାଠ,

ତାଳ ଗଛ ଲଗାଇ ଲୋକଙ୍କୁ ସଚେତନ କରୁଛନ୍ତି ଶୁଭ୍ରାଂଶୁ

ଦିନକୁଦିନ ବଜ୍ରପାତ ଜନିତ ମୃତ୍ୟୁ ଲାଗି ରହୁଥିବା ବେଳେ ଏହାର ପ୍ରମୁଖ କାରଣ ତାଳଗଛ ହ୍ରାସ ବୋଲି ପାଣିପାଗ ବିଶେଷଜ୍ଞ ମାନେ ମତ ରଖିଛନ୍ତି । ପୂର୍ବକାଳରେ ଗ୍ରାମର ମୁଖଶାଳା କିମ୍ବା ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା, ଯାହାକି ଚାଷୀ ଭାଇ ମାନଙ୍କୁ କିମ୍ବା ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ

ବନ୍ଦ ହେବା ସ୍ଥିତିରେ ଆଇ.ଆଇ.ଏମ.ସି ଢେଙ୍କାନାଳ !

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇ.ଆଇ.ଏମ.ସି) ର ପ୍ରଥମ ଶାଖା ଓଡିଶାର ଢେଙ୍କାନାଳରେ ରହିଛି । ଏଠାରୁ ଉତ୍ତୀର୍ଣ୍ଣ ହୋଇ ଛାତ୍ରଛାତ୍ରୀ ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ଓ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ହେଲେ ପୂର୍ବ ଭାରତର ଏହି ପ୍ରଥମ ଶାଖା ବନ୍ଦ ହେବା ସ୍ଥିତିରେ ପହଞ୍ଚିଲାଣି ।

ଦୁଇ ମାସ ହେଲା ସୂଚନା କେନ୍ଦ୍ରରେ ତାଲା, ନାହାନ୍ତି କର୍ମଚାରୀ

୨୮ବର୍ଷ ତଳେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସହାୟତାରେ ବିଜୁବାବୁଙ୍କ ସରକାର ଅମଳରେ ଭୁବନରେ ଗତ ତା ୧୫.୦୨.୧୯୯୨ ମସିହାରେ ସ୍ଥାପନ କରାଯାଇଥିଲା ସୂଚନା କେନ୍ଦ୍ର ଓ ପାଠାଗାର । ଦୀର୍ଘ ଦିନ ହେଲା ବହୁ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ବେଳେ ସରକାରଙ୍କ ଉଦାସୀନତା କାରଣରୁ ଏହା ଖୁବ ଶୀଘ୍ର

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରାଇତଳା ଗ୍ରାମରେ ପ୍ରସ୍ତୁତ ହେଲା ଜୈବଇଟା ଷ୍ଟ୍ରକ୍‌ଚର

ପରିବେଶକୁ ବଞ୍ଚାଇବା ପାଇଁ ପ୍ରତିବର୍ଷ ଜୁନ ୫ ତାରିଖରେ ସାରା ବିଶ୍ୱରେ ସଚେତନତା ଅଭିଯାନ କରାଯାଇଥାଏ । ଏହି ଦିନ ଅନେକ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ପ୍ଲାଷ୍ଟିକ ବର୍ଜନ ର ବାର୍ତା ସହ ପ୍ଲାଷ୍ଟିକ ମୁକ୍ତ ଗ୍ରାମ ତିଆରି ଲକ୍ଷରେ ଜାତିସଂଘ ପୁରସ୍କାର

ରାସ୍ତା ଉଠୁଛି, ଘର ଦବୁଛି ତଳି ଅଞ୍ଚଳ ପାଲଟୁଛି ଢେଙ୍କାନାଳ ସହର !

ପାହାଡ଼ ଘେରା ଆମ ସହର ଢେଙ୍କାନାଳ , ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ରୁ ବିଭିନ୍ନ ସମୟ ରେ ଢେଙ୍କାନାଳ ସହରରେ ବିଶେଷ କ୍ଷୟକ୍ଷତି ଘଟି ନଥାଏ । ହେଲେ ବର୍ଷା ଦିନେ ପ୍ରବାହିତ ହୋଇଥାଏ ନାହିଁ ନଥିବା ପାଣି, ପାହାଡ଼ ଉପରୁ ପ୍ରବାହିତ ବର୍ଷାଜଳ କିଛି ସମୟ ପାଇଁ ସତେଯେପରି ଅମାନିଆ
error: Content is protected !!