News
WhatsApp Image 2023-10-04 at 17.25.00
samparksetu
Browsing Category

EXPLORE

ଓଡ଼ିଶାର କୈଳାସ କପିଳାସ

କପିଳାସ ଶିବ ମନ୍ଦିର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି । କପିଳାସ ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହର ର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହା ଢେଙ୍କାନାଳ ସହର ଠାରୁ ପ୍ରାୟ ୨୬ କି.ମି. ଦୂର ରେ

ଆସ ବୁଲିଯିବା ମେଣ୍ଢାପଦା ଡ୍ୟାମ

ଢେଙ୍କାନାଳ ଜିଲ୍ଲାର ଅନେକ ସ୍ଥାନ ଏପରି ରହିଛି ଯେଉଁ ଗୁଡ଼ିକର ଉନ୍ନତିକରଣ କରାଯାଇ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରାଯାଇ ପାରିବ। ପର୍ଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗାଁ ନିକଟରେ ଥିବା ଡ଼୍ୟାମ ଏମାନଙ୍କ ମଧ୍ୟରେ ଅନ୍ୟତମ। ପାଖାପାଖି ୩୫୦ ଏକର ଜାଗା ଜଳ ପରିଧି ଥିବା

ଆସ ବୁଲିଯିବା ମା’ ବନଦୂର୍ଗାଙ୍କ ପୀଠ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଆମ୍ବିଠି ଗ୍ରାମର ପାହାଡ ପାଦଦେଶରେ ଅବସ୍ଥିତ ମା ବନଦୂର୍ଗାଙ୍କ ପୀଠ। ଥରେ ବୁଲି ଆସିଲେ ବାରମ୍ବାର ଆସିବାକୁ ଇଛା ହୁଏ ।ମାଙ୍କ ପୀଠ ସହିତ ଅନତି ଦୂରରେ ଥିବା ପାହାଡ ଉପରେ ମହାପ୍ରଭୁ ବିଷ୍ଣୁ ପୂଜା ପାଉଛନ୍ତି।ଅବିରତ ପ୍ରଭୁଙ୍କ ପାଦଦେଶରୁ ବହିଚାଲିଛି

ଆସ ବୁଲିଯିବା ଯୋରନ୍ଦା ସ୍ଥିତ ଡୁଗୁରି ପାହାଡ଼ ; ଦର୍ଶନ କରିବା ଶ୍ରୀ ହନୁମାନ ଜୀଉ ଙ୍କୁ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଡୁଗୁରି ପାହାଡ଼ ଉପରେ ହାରାହାରି ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ଶ୍ରୀ ଜୀଉ ହନୁମାନଙ୍କୁ ଅଯୋଧ୍ୟା ଦାସ ନାମକ ଜଣେ ବାବା ସେହି ଗ୍ରାମର ସଚ୍ଚିଦାନନ୍ଦ ତ୍ରିପାଠୀ, ଗୌରାଙ୍ଗ ଚରଣ ରାଉତ ପ୍ରମୁଖଙ୍କୁ ନେଇ ଏହି ପାହାଡ଼ ଉପରେ

ଆସ ବୁଲିଯିବା ଭାଲୁଖିଆ ପର୍ଵତ ; ଉପଭୋଗ କରିବା ଶାଳ ଜଙ୍ଗଲ ସାଙ୍ଗକୁ ପଶାଖେଳ ବନ୍ଧର ସୌନ୍ଦର୍ଯ୍ୟ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ଉପାଦାନ ଭରା ଭାଲୁଖିଆ ପାହାଡ଼। ଶାଳବଣର ସବୁଜିମା ବଳୟ ଭିତରେ ଅବସ୍ଥିତ ଭାଲୁଖିଆ ଠାକୁରାଣୀଙ୍କ ମନ୍ଦିର। ଠାକୁରାଣୀଙ୍କ ନାମ ଅନୁସାରେ ପାହାଡ଼ର ନାମକ ହୋଇଛି। ନିକଟରେ ରହିଛି ପଶାଖେଳ ବନ୍ଧ। ବନ୍ଧରୁ ବାହାରିଥିବା

ଦ୍ଵିତୀୟ ଘଟ ଗାଁ ରୂପେ ପରିଚିତ ଗଡଖଙ୍କିରା ମା ତାରିଣୀ ପୀଠ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ର ଗଡଖଙ୍କିରା ମା ତାରିଣୀ ମନ୍ଦିର ମା ଙ୍କ କୃପାରୁ ପର୍ଯ୍ୟଟନ କ୍ଷେତ୍ରରେ ଏହା ୨ୟ ଘଟ ଗାଁ ର ସୂଚନା ପ୍ରଦାନ କରୁଛି । ଏହି ମନ୍ଦିର ଟି ୨୦୧୨ ଅକ୍ଟୋବର ୧ ତାରିଖ ଦିନ ପ୍ରତିଷ୍ଠା ହୋଇଥିଲା । ମନ୍ଦିର ର ନିର୍ମାଣ କାର୍ଯ୍ୟ ୨୦୦୮ ଆରମ୍ଭ ହୋଇ ୨୦୧୨ ଶେଷ

ମହିମା ଧର୍ମର ଉତ୍ପତ୍ତିସ୍ଥଳ ” ତପୋବନ “

ଢେଙ୍କାନାଳ କପିଳାସ ନିକଟ ତପୋବନ ପୀଠ । ମହିମା ଧର୍ମର ଉତ୍ପତ୍ତିସ୍ଥଳ , ଯାହାକୁ ଗୁରୁ-ଶିଷ୍ୟ ସଂପର୍କର ମଠ ବୋଲି କୁହାଯାଏ । କପିଳାସ ଜଙ୍ଗଲ ଭିତରେ ଥିବା ଏହି ପୀଠର ଶୋଭାକୁ ଦ୍ୱିଗୁଣିତ କରୁଛି ସ୍ନିଗ୍ଧ ଝରଣା ପାଣି । ଏଠାରେ ରହିଛି ମହିମା ଗୁରୁ ଅଲେଖ ଗୋସାଇଁଙ୍କ ତପସ୍ୟା ପୀଠ ।

ବନ ପାହାଡ଼ ଘେରା ଢେଙ୍କାନାଳ ଜିଲ୍ଲାକୁ ପ୍ରକୃତିର ଅନନ୍ୟ ବରଦାନ “ନନ୍ଦିନିଆ” ଜଳପ୍ରପାତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆମ ଜିଲ୍ଲା ଢେଙ୍କାନାଳ ।ଆମ ଜିଲ୍ଲା ରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି ଯାହା ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇନି ସତ କିନ୍ତୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ନିଶ୍ଚୟ ମନ ମୋହିବ। ଏହିପରି ଏକ ସ୍ଥାନ ହେଉଛି ନନ୍ଦିନିଆ ଜଳପ୍ରପାତ ।

ପ୍ରକୃତି କୋଳରେ ନିଜକୁ ହଜେଇ ଦେବାକୁ ଚାହୁଁଛନ୍ତି ? ତେବେ ବୁଲିବାକୁ ଯାଆନ୍ତୁ ସାପୁଆ ଡ୍ୟାମ

ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍‌ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ। ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର କ୍ଷୁଦ୍ର ଜଳସେଚନ

ଢେଙ୍କାନାଳର ପିକନିକ୍ ସ୍ପଟ୍ ,ଗଣେଶ ଖୋଲା

ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠସ୍ଥଳୀ ଯୋରନ୍ଦା ଉତ୍ତର ଦିଗ ବ୍ରାହ୍ମଣୀ ନଦୀ କୂଳ ନିକଟରେ ଅବସ୍ଥିତ ସବୁଜିମା ଗଣେଶ ଖୋଲା । ଯେ କେହି ପର୍ଯଟନ ଏଠାକୁ ବୁଲି ଆସିଲେ ଏତେ ମାତ୍ରାରେ ଆନନ୍ଦ ବିଭୋର ହୋଇ ଯାଆନ୍ତି ଯେ ଫେରି ଯିବାକୁ ମନ ବଳାନ୍ତି ନାହିଁ । ନଦୀ,
error: Content is protected !!