News
WhatsApp Image 2023-10-04 at 17.25.00
samparksetu
Browsing Category

ଫୁରସତ

ହୃଦୟ ମନ୍ଦିରେ

ହୃଦୟ ମନ୍ଦିରେ ମନ ସଳିତାରେ ଲୁହର ଦୀପାଳୀ ଜାଳିସାଜି ପୂ ଜାରିଣୀ କରିଛି ପ୍ରତୀକ୍ଷା ଧରି ନିରାଜନା ଥାଳି ||0|| ମନ ଯମୁନାରେ ଉଜାଣି ଉଠୁଛି ଝରେ ପ୍ରେମ ସୁଦ୍ଧା ବାରିଆଶା ଉପବନେ ଭକତି

ଅନ୍ତହୀନ ଦିଗନ୍ତ

ଜୀବନର ଚୋରା ଚଇତାଳି ପରିଅଦିନିଆ ସମୟ ଗୁଡ଼ିକଚିତ୍କାର ପରେ ଚିତ୍କାରକରି ଉଠେ । କେତେବେଳେ ମୁଠାଏ ଭାତ,ବୁନ୍ଦାଏ ପାଣି, ଚିରୁଡ଼ାଏ କନା,ଟିକିଏ ଶାନ୍ତି ପାଇଁ ।ଉଛୁଳା ନଈ,ସମୁଦ୍ରର ଜୁଆର-ଭଟ୍ଟା ପରିଅହରହ ଜୀବନ । କେବେ ଅଟକି ଯାଏନା,କି ଥକି ବସିପଡ଼େନା,କ'ଣ ବା ଅଛିକେତେ ସମୟ ପାଇଁ

ବୋଉ , ମା , ମାମ୍ମା

ସେମାନେ ଖଣ୍ଡେ କାଗଜ ଧରେଇଦେଇ ମୋତେ କହିଲେ "ମା ର ପରିଭାଷା ଲେଖେ"। ମୁଁ ତାଙ୍କୁ ଅନେଇଲି । ଯେମିତି ଅନାଏ ଗୁଣ୍ଡୁଚିମୂଷାକୁ କିମ୍ବା ଆମ ମଶାଣିରେ ଫୁଟିଥିବା ମଲ୍ଲି ଫୁଲକୁ । "ମଶାଣୀ ଫୁଲ ର ବାସ୍ନା ତୁମେ କେବେ ଶୁଙ୍ଘିଛ କି"? ଏ ପ୍ରଶ୍ନ ରେ ସେ ହାତବାକ୍ ହେଲା ନାହିଁ

ମହାନଦୀର ମମତା

ଦେଖ ହେ କେମିତି ନୀରବେ କାନ୍ଦୁଛି ଆମ ମହାନଦୀ ମାତାକଲ୍ଲୋଳିନୀର ନାହିଁ କୋଳାହଳ, ସ୍ତବ୍ଧ ଖରସ୍ରୋତା ।କରୁଣାର ଧାରା ସଦା ପ୍ରବାହିତ ଉତ୍କଳ ମହାନଦୀଦେଖିଛ କି କେହି କେଉଁ କାଳ

ବଳିରୁ କଳି

କେତେ ଥର କହିଲିଣି ,ହେଲେ ମୋ କଥା କିଏ ଶୁଣୁଛି । ହଁ ମୋର ତ ଏ ଘରେ ଓଜନ ନାହିଁ କି କଥାର କିଛି ମୁଲ୍ୟ ନାହିଁ । ଯାହା ବି କହିଲେ ଶୁଣେ କିଏ ? ଏତେ ଅବସ୍ଥା ହେଲା ପରେ ବି ତୁମ ମୁଣ୍ଡକୁ କେବେ ଯାଇ ବୁଦ୍ଧି ଆସିବ ସେ ମା ବନଚଣ୍ଡୀ ହିଁ ଜାଣେ । ମା ଲୋ ମା ବନଚଣ୍ଡି ତୁ ହି ଭରସା ! ଏତେ

ଅଦୃଷ୍ଟ ଈଶ୍ୱର

ବିଶ୍ୱ ବ୍ରହ୍ମାଣ୍ଡର ବୈଭବ ଠାକୁରପରଂବ୍ରହ୍ମ ଜଗନ୍ନାଥଚିର ଜାଗରିତ ଚିନ୍ମୟ ଚେତନାତୁମେ ପଞ୍ଚ ମହାଭୂତ ll ମାଟିରୁ ଆକାଶ ଅନ୍ତୁଡ଼ିରୁ ଜୁଇକେବଳ ତୁମେ ହିଁ ତୁମେଅଦୃଷ୍ଟ ଈଶ୍ୱର ପ୍ରଭୁ ପରାତ୍ପରବ୍ୟାପୀ ଅଛ ତ୍ରିଭୁବନେ ll ତୁମ ସର୍ଜନାର ବିନ୍ଦୁଟିଏ ମାତ୍ରକ୍ଷୁଦ୍ର ମୁଁ ଭକତ ଛାରଭାବନାରେ

ସ୍ୱାଗତୋକ୍ତି ଅନୁରାଗ

ସବୁ ବୈଠକରେ ତୁମେହିଁ ପ୍ରବକ୍ତାତୁମେହିଁ ବିଦଗ୍ଧ ଶ୍ରୋତାସବୁ ମିଳନରେ ତୁମେହିଁ ମାଧୁର୍ଯ୍ୟମୁକୁଳିତ ପ୍ରାଣ ସତ୍ତା ll ତୁମେହିଁ ଭକ୍ତିର କୋଟି ଫୁଲହାରମଧୁମୟ ନିବେଦନଘେନ ପ୍ରଭୁ ମୋର ଶ୍ରଦ୍ଧାର ଅଞ୍ଜଳିଭାବମୟ ସମର୍ପଣ ll ଶରଧା ବାଲିର ମହକ ମଞ୍ଜୁଳଅସ୍ପଷ୍ଟ ସେ ପଦ ରେଣୁଯିବା ଆସିବାର

ଶହୀଦ ଦେବାଶିଷଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ଗୋଟିଏ ମାଆର,କୋଳ ଶୂନ୍ୟ କରି,ଦେବାଶିଷ ତୁମେ ଚାଲିଗଲ,ଭାରତ ମାତାର, ସୁଯୋଗ୍ୟ ସନ୍ତାନ,ଦେଶ ପାଇଁ ନାମ ରଖିଗଲ।ଜାମ୍ମୁ କାଶ୍ମୀରର,ପୁଞ୍ଚ ଅଞ୍ଚଳରେ,ଆତଙ୍କବାଦୀ ଙ୍କ ବର୍ବରତା,ପାଞ୍ଚ ଜବାନଙ୍କ,ପ୍ରାଣ ଚାଲିଗଲା,ଦେଶବ୍ୟାପୀ ଏକ ଶୋକବାର୍ତ୍ତା। ସତ୍ୟବାଦୀ ମାଟି, ଖଣ୍ଡାୟତ ସାହି,ଧନ୍ୟ ହୋଇଗଲା
error: Content is protected !!